ନମସ୍କାର ଦର୍ଶକବନ୍ଧୁ ଦୁନିଆର ସବୁ ଝିଅ ଦିନେନା ଦିନେ ବିବାହ କରିବାକୁ ପଡିଥାଏ ନିଜ ପିତାଙ୍କ ଘର ଛାଡି ଶଶୁର ଘରକୁ ଯିବାକୁ ପଡିଥାଏ ଏହି ସ୍ଥାନରୁ ଠିକ ସେହି ଝିଅର ଏକ ନୂତନ ଜୀବନ ଆରମ୍ଭ ହୋଇଥାଏ ଏମିତିରେ ସବୁ ଝିଅଙ୍କର ଆସ ଥାଏକି ବିବାହିତ ଜୀବନ ସୁଖମୟ ହଉ ଓ ଶଶୁର ଘରେ ସମସ୍ତେ ତା ଉପରେ ଖୁସି ରୁହନ୍ତୁ ଏହି ଆଧାରରେଆଜି ଆମେ ଏମିତି ହିଁ 5ଟି ନାମର ଝିଅଙ୍କ ନାମ କହିବାକୁଯାଉଛୁ | ଯେଉଁ ମାନଙ୍କ ବିଷୟରେ କୁହାଯାଏ କି ସେମାନେ ନିଜର ଶଶୁର ଘରେ ସମସ୍ତଙ୍କର ହୃଦୟ ଜିତିବାରେ ମାହିରି ହୋଇଥାନ୍ତି |
ତେବେ A ନାମର ଝିଅ ମାନେ ଜ୍ୟୋତିଷ ଙ୍କ ଅନୁସାରେ ଏମିତି କୁହାଯାଏକି A ଅକ୍ଷର ନାମ ହେଉଛି ଝିଅ ମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି କୁହାଯାଏକି ଏମାନଙ୍କର ଯୋଡି ସ୍ୱର୍ଗ ରୁ ତିଆରି ହୋଇ ଆସିଥାଏ ଏମାନେ ନିଜର ଶଶୁର ଘରେ ନିଜେତ ସବୁବେଳେ ଖୁସିରେ ରୁହନ୍ତି ଏହା ସହିତ ସମସ୍ତଙ୍କୁ ବି ଖୁସିରେ ରଖିଥାନ୍ତି | ନିଜର ଶୋଭାବ ଭଲ ପାଇବା ଓ ସ୍ନେହ ଦ୍ୱାରା ଏମାନେ ଶଶୁର ଘରର ସମସ୍ତଙ୍କ ହୃଦୟ ଯଲିଦି ଜିତି ନିଅନ୍ତି |
N ନାମର ଝିଅ ମାନେ ଜ୍ୟୋତିଷଙ୍କ ଅନୁସାରେ N ନାମର ଝିଅ ମାନେ ଶୋଭାବରେ ବହୁତ ସରଳ ଅଟନ୍ତି ଓ ସବୁ କାମକୁ ସରଳତାର ସହିତ କରନ୍ତି ନିଜର ଏହି ଗୁଣ କାରଣରୁ ଶଶୁର ଘରେ ସସ୍ତସଙ୍କର ହୃଦୟ ଜିତିବାରେ ସଫଳ ହୋଇଥାନ୍ତି ଶଶୁର ଘରେ ସମସ୍ତଙ୍କର ଧ୍ୟାନ ରଖିବା ଓ ସତ କହିବା କାରଣରୁ ଶଶୁର ଘରେ ଏମାନଙ୍କୁ ବହୁତ ମାନ ସନମାନ ମିଳିଥାଏ |
ତେବେ S ନମ୍ର ଝିଅ ମାନେ ଜ୍ୟୋତିଷଙ୍କ ଅନୁସାରେ ଯେଉଁ ଝିଅ ମାନଙ୍କର S ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ସବୁବେଳେ ଶଶୁର ଘରର ପରିବେଶରୁ ସୁଖ ମୟ ରଖିବାରେ ବିଶ୍ଵସ ରଖନ୍ତି ଏହି ନାମର ଯହିଁ ମାନେ ଆତ୍ମା ବିଶ୍ୱାସ ବି ଭରପୁର ହୋଇଥାନ୍ତି ଯେଉଁ କାରଣରୁ ଏମାନେ ବହୁତ ମଝୁଭୁତ ରହିଥାନ୍ତି ବିବାହ ପରେ ଏମାନେ ଜଳଦି ହିଁ ଶଶୁର ଘରର ଲୋକ ମାନଙ୍କର ବିଶ୍ଵସ ହୋଇଥାନ୍ତି |
P ନାମର ଝିଅ ମାନେ କୁହାଯାଏ କି P ଅକ୍ଷରର ଝିଅ ମାନେ ନିଜର ଶଶୁର ଘରେ ମହା ରାଣୀ ଭଳି ଜୀବନ ବେତିତ କରିଥାନ୍ତି ଏମାନେ ସବୁ କ୍ଷେତ୍ରରେ ମିଜର ପାଟନର ଓ ଶଶୁର ଘରର ଲୋକ ମାନଙ୍କୁ ସମ୍ଭାଳି କରି ରଖିଥାନ୍ତି ଏମାନେ ବହୁତ ଲକି ହୋଇଥାନ୍ତି ଶଶୁର ଘରର ଲୋକ ମାନେ ଏମାନଙ୍କୁ ନିଜ ମୁଣ୍ଡ ଉପରେ ବସାଇ ରଖନ୍ତି |
R ନାମର ଝିଅ ମାନେ କୁହାଯାଏ କି ଏହି ନାମର ଝିଅ ମାନେ ସମାଜରେ ନିଜର ଏକ ଅଲଗା ପରିଚୟ କରିଥାନ୍ତି କିନ୍ତୁ ବିଭାହ ପୂର୍ବରୁ ଏମାନେ ନିଜର ପରିବାର ଓ ତାସହିତ ଜଡିତ ଲୋକ ମାନଙ୍କ ସହିତ ହିଁ ଚାଲିଥାନ୍ତି ଏମାନଙ୍କର ସବୁ ଗୁଣକୁ ଶଶୁର ଘର ଲୋକ ମାନେ ବହୁତ ପସନ୍ଦ କରନ୍ତି ଏହି ନାମର ଝିଅ ମାନେ ନିଜର ପାଟନର ସହିତ ଶଶୁର ଘରର ଲୋକ ମାନଙ୍କୁ ହିଁ ବହୁତ ଇଜତ ଦେଇଥାନ୍ତି |