ହେଲୋ ଦର୍ଶକବନ୍ଧୁ ଆପଣମାନେ ତ ଆପଣମାନଙ୍କର ପ୍ରିୟ ହିରୋଇନ ଦେବୀକା ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ଟେଲିଫିଲ୍ମ ଓ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ବର୍ତ୍ତମାନ ସମୟରେ ଗୋଟେ ଭିଡିଓ ଜୋର ସୋର ରେ ଭାଇରଲ ହବାରେ ଲାଗିଛି ଯେଉଁଥିରେ କୁହାଯାଉଛି କି ଦେବୀକା ବିବାହ ବନ୍ଧନରେ ବାନ୍ଧିହୋଇଯାଇଛନ୍ତି ତେବେ ଏହା କେତେ ଦୂର ସତ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ସୂଚନା ଅନୁଯାୟୀ ଦେବୀକା ନିଜ ସୋସିଆଲ ମିଡିଆରେ ବଧୂ ଭେଷ ହୋଇ କିଛି ଭିଡିଓ ସେୟାର କରିଛନ୍ତି ଓ ସିଏ ଏହି ଫୋଟୋ ଓ ଭିଡିଓ ରେ ବହୁତ ସୁନ୍ଦର ଲାଗୁଥିବାର ନଜର ଆସିଛନ୍ତି ଏବଂ ଏହା ପରେ ଭାଇରଲ ହବାରେ ଲାଗିଲା କି ଦେବୀକା ବିବାହ ବନ୍ଧନରେ ବନ୍ଧୀ ହୋଇଛନ୍ତି |
ତେବେ ଦର୍ଶକବନ୍ଧୁ ଆମେ ଆପଣଙ୍କୁ କହି ରଖୁଛୁ କି ସେ ବିବାହ କରିଛନ୍ତି କିନ୍ତୁ ସିରିଏଲ ରେ ହଁ ଆଜ୍ଞା ସେ ମଞ୍ଜରୀ ଟିଭି ରେ ଏକ ସିରିଏଲ ରେ ଅଭିନୟ କରୁଛନ୍ତି ଓ ସେହି ସିରିଏଲ ରେ ସେ ବଧୁଭେଷ ସାଜିଥିବାର ନଜର ଆସିଛନ୍ତି |
ଏହି ଧାରାବାହିକ ରେ ଦେବୀକା ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି ଓ ଏହି ଧାରାବାହିକରେ ସେ ବଧୂ ଭେଷ ରେ ସଜ ହୋଇ ବହୁତ ସାରା ଫୋଟୋ ଓ ଭିଡିଓ ସୁଟ କରିଛନ୍ତି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଦେବୀକାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …