Breaking News

ନିଜ ଶାଶୂଘରେ କିପରି ରହୁଛନ୍ତି ଓଡ଼ିଆ ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀ ?

ବନ୍ଧୁଗଣ ଆସନ୍ତୁ ଜାଣିବା ଶାଶୁଘରେ କେମିତି ଜୀବନଯାପନ କରୁଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ଦିପ୍ତିରେଖା ପାଢ଼ୀ ତେବେ ଦର୍ଶକବନ୍ଧୁ କଣ ରହିଛି ଏହା ଉପରେ ଅଧିକ ବିବରଣୀ ଆସନ୍ତୁ ଜାଣିବା। ଆପଣମାନେ ଓଲିଉଡର ଲୋକପ୍ରିୟ ଗାୟିକା ଦିପ୍ତିରେଖା ପାଢ଼ୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।

ଏବଂ ତାଙ୍କ ଜବରଦସ୍ତ ଗୀତ ଗୁଡ଼ିକୁ ବେଶ୍ ଭଲ ଭାବରେ ଶୁଣିଥିବେ ପ୍ରାୟତଃ ୧୦୦ ରୁ ଅଧିକ ଓଡ଼ିଆ ଭଜନ, ସିନେମା ଓ ଆଲବମ୍ ରେ ତାଙ୍କର ଜବରଦସ୍ତ ଗୀତ ଗାଇଛନ୍ତି। ତାଙ୍କ ଗୀତ ମାଧ୍ୟମରେ ସେ ଦର୍ଶକମାନଙ୍କ ମନରେ ଏକ ଅଲଗା ସ୍ଥାନ ବନେଇ ପାରିଛନ୍ତି। ଦର୍ଶକମାନେ ମଧ୍ୟ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି।

ତେବେ ଦର୍ଶକବନ୍ଧୁ ଦିପ୍ତିରେଖା ପାଢ଼ୀ ଖୁବ୍ ସୁନ୍ଦର ଗୀତ ଗାଇବା ସହ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରନ୍ତି। କେତେଗୁଡିଏ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବେ ଦେଖିଥିବେ ଓ ତାଙ୍କ ଅଭିନୟକୁ କରୁଥିବେ ତେବେ ଗତ କିଛି ଦିନ ତଳେ ଦିପ୍ତିରେଖା ପାଢ଼ୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସେ ଭୁବନେଶ୍ୱରର ଜଣେ ବୋହୁତ ବଡ଼ ଶିଳ୍ପପତି ସୌମ୍ୟ ରଞ୍ଜନଙ୍କୁ ବିବାହ କରିଛନ୍ତି। ବାହାଘର ପରେ ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି। ବାହାଘର ପରେ ମଧ୍ୟ ସେ ନୂଆ ନୂଆ ଜବରଦସ୍ତ ଗୀତ ଗାଇଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଦୀପ୍ତିଙ୍କ ଗୀତ ଗୁଡିକ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.