Breaking News

ଶାଶୂଘରେ କେମିତି ଅଛନ୍ତି ଓଡ଼ିଆ ହିରୋଇନ ଦିବ୍ୟା …

ବନ୍ଧୁଗଣ ଦିବ୍ୟା ଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କିଏ ବା ନଜାଣେ ଦିବ୍ୟା ତାଙ୍କ ବହୁତ ଭଲ ଅଭିନୟ କମ ସମୟ ଭିତରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଆମେ ଯଦି ଦେଖିବା ଦିବ୍ୟାଙ୍କର ବାହାଘର ଭେସରେ କିଛି ଫୋଟୋ ଭାଇରଲ ହେଉଛି ଯାହା ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଫ୍ୟାନ୍ସ ମାନେ ଭାବୁଛନ୍ତି କି ଦିବ୍ୟା ଙ୍କ ବାହାଘର ହୋଇଯାଇଛି |

ତେବେ ଦର୍ଶକବନ୍ଧୁ କଣ ସତରେ ଦିବ୍ୟା ଙ୍କ ବାହାଘର ହୋଇଯାଇଛି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ | ବନ୍ଧୁଗଣ ଓଲିଉଡ଼ ର ଜବରଦସ୍ତ ହିରୋଇନ ବନି ସାରିଛନ୍ତି ଆକ୍ଟ୍ରେସ ଦିବ୍ୟା ମହାନ୍ତି ଦିବ୍ୟାଙ୍କର ବର୍ତ୍ତମାନ ସମୟରେ ବହୁତ ସାରା ଫ୍ୟାନ ବନି ସାରିଛନ୍ତି ତାଙ୍କ ଅଭିନୟ ର ଯାଦୁରେ ଦର୍ଶକମାନେ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି|

ସେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ ଓ ଏହାପରେ ସେ ଆଗକୁ ଆଗକୁ ବଢିଚାଲିଛନ୍ତି ଓ ତାଙ୍କର ଅଭିନୟ ଦ୍ୱାରା ସେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଦିବ୍ୟା ଙ୍କର କିଛି ଫୋଟୋ ଭାଇରଲ ହେଉଛି ସେଥିରେ ସେ ବାହା ହେଇ ନିଜ ଶାଶୁ ଘରେ ପାରିବ ଓ ରୋଷେଇ କରୁଥିବାର ନଜର ଆସିଛି |

ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖୁଛୁ ଯେ ଦିବ୍ୟା ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏ ଫୋଟୋ ଗୁଡିକ ହେଉଛି ତାଙ୍କ ସୁଟିଂ ସେଟ ର କିଛି ଫଟୋ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ତେବେ ଆପଣ ଯଦି ଦିବ୍ୟା ଙ୍କ ଫ୍ୟାନ୍ସ ଗୋଟେ ଲାଇକ ନିଶ୍ଚିତ କରିବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.