Breaking News

ଦେଖନ୍ତୁ ,ଶାଶୁ ଘରେ କିପରି ରହୁଛନ୍ତି ଗାୟିକା ଦୀପ୍ତି ରେଖା ପାଢୀ

ବନ୍ଧୁଗଣ ଯେପରିକି ଆପଣ ମାନେ ଜାଣିଥିବେ ଯେ କିଛି ମାସ ତଳେ ଓଡିଆ ଇଣ୍ଡଷ୍ଟ୍ରୀ ର ବଡ ଲୋକ ପ୍ରିୟ ଗାୟିକା ଦିପ୍ତିରେଖା ପାଢୀ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଥିଲେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ କିପରି ଅଛନ୍ତି ତାଙ୍କ ଶାଶୁ ଘରେ . . .ଗତ ଡିସେମ୍ବର ମାସ ୧୧ ତାରିଖ ରେ ଗାୟିକା ଦିପ୍ତି ରେଖା ସମ୍ୟରଂଞନ ଙ୍କୁ ବିବାହ କରିଥିଲେ ସମ୍ୟରଂଞନ ଖୋର୍ଦ୍ଦା ର ଜଣେ ବଡ ବିଜନେସ୍ ମ୍ୟନ୍ ଅଟନ୍ତି ସମ୍ୟରଂଞନ ଙ୍କୁ ଦିପ୍ତି ପସନ୍ଦ କରୁ ଥିଲେ ସମ୍ୟରଂଞନ ଏବଂ ତାଙ୍କର ବହୁତ ଦିନ ରୁ ଲଭ୍ ସିନ୍ ରହି ଥିଲା ବୋଲି ଜଣା ପଡି ଥିଲା ।


ସେହିପରି ଆପଣ ମାନେ ଜାଣିବାକୁ ଚାହୁଁ ଥିବେ ଯେ ଦିପ୍ତି ରେଖା ବର୍ତମାନ ସମୟ ରେ ଶାଶୁ ଘରେ କିପରି ଅଛନ୍ତି ,ଓଲିଉଡ ରେ ଲୋକ ପ୍ରିୟ ଗାୟିକା ଦିପ୍ତି ରେଖା ପାଢୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଏବଂ ତାଙ୍କର ଗୀତ ଗୁଡିକ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁ ଥିବ ଶହେ ରୁ ଅଧିକ ଓଡିଆ ଫିଲ୍ମ ଏବଂ ଆଲବମ୍ ରେ ସେ ଗୀତ ଗାଇ ସାରି ଥିବା ବେଳେ ବର୍ତମାନ ସମୟ ସେ ଶାଶୁ ଘରେ ବହୁତ ଖୁସୀ ରେ ରହୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ସେମିତି ରେ ଏହି ଦିନ ରେ ଦିପ୍ତିରେଖା ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସେ ନିଜର ଶାଶୁ ଘରେ ରହିଛନ୍ତି ।


ସେହିଠାରୁ ହିଁ ସେ ନିଜର ସଂଙ୍ଗୀତ କେରିଅର କୁ ଆଗକୁ ବଢେଇବେ ବୋଲି ଚିନ୍ତା ମଧ୍ୟ କରିଛନ୍ତି ତେବେ ସମ୍ୟରଂଞନ ମାନେ ଦିପ୍ତି ଙ୍କ ସ୍ୱାମୀ ହେଲେ ଜଣେ ବିଜନେସ୍ ମ୍ୟନ୍ ଜାହାଙ୍କ ଘର ଖୋର୍ଦ୍ଦା ରେ ରହିଛି ଏବଂ ଦିପ୍ତି ସେହିଠାରୁ ହିଁ ନିଜର ଫିଲ୍ମ କେରିଅର କୁ ଆଗକୁ ବଢେଇବା ପାଇଁ ଚାହିଁବେ ଓଡିଆ ଫିଲ୍ମ ହେଉ କି ଆଲବମ୍ ସବୁ ଆଡେ ନିଜର କଣ୍ଠ ଦାନ କରିଛନ୍ତି ଦିପ୍ତି ରେଖା , ସେହି ପରି ଆଗାମୀ ସମୟ ରେ ସେ ରାଜକନ୍ୟା ଭଳି ସିରିଏଲ ରେ ମଧ୍ୟ ଲିଡ୍ ନାୟିକା ଭାବେ କାର୍ଯ୍ୟ କରି ସାରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *