Breaking News

ସାର୍ଥକ ଟିଭିର ସବୁଠୁ ଅଧିକ ଦରମା ପାଉଥିବା ହିରୋ ଏମାନଙ୍କ ଭିତରୁ କିଏ !


ନିଲ୍ ପଣ୍ଡା
ଦର୍ଶକବନ୍ଧୁ ନିଲ ପଣ୍ଡାଙ୍କୁ ଆପଣମାନେ ତୋ ପାଇଁ ମୁଁ ମୋ ପାଇଁ ତୁ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ। ଏହି ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ପ୍ରାୟ 10 ହଜାର ରୁ 12 ହଜାର ଟଙ୍କା ନେଇଥାନ୍ତି।

ଶୁବାଶିଷ ଶର୍ମା
ବନ୍ଧୁଗଣ ହେ ପ୍ରଭୁ ଧାରାବାହିକର ମୁଖ୍ୟ ନାୟକ ଶୁବାଶିଷ ଶର୍ମା ବୋହୁତ କମ୍ ଦିନ ମଧ୍ୟରେ ଅଭିନୟ କରି ଏହି ଧାରାବାହିକଟିକୁ ଦର୍ଶକ ମାନଙ୍କ ପ୍ରିୟ କରି ପାରିଛନ୍ତି। ତେବେ ସେ ଏହି ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ପ୍ରାୟ 30 ହଜାର ଟଙ୍କା ନେଇଥାନ୍ତି।

ଆଶିଷ ଦାସ
ଦର୍ଶକବନ୍ଧୁ ଆଶିଷ ଦାସଙ୍କୁ ଆପଣମାନେ ମହାଦେବୀ ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ମହାଦେବୀ ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ଆଶିଷ ପ୍ରାୟ 15 ରୁ 20 ହଜାର ଟଙ୍କା ନେଇଥାନ୍ତି।

ଆଦି
ଦର୍ଶକବନ୍ଧୁ ଆଦିଙ୍କୁ ଆପଣମାନେ ଜୀବନସାଥି ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିବେ ଆଉ ଏହି ଧାରାବାହିକଟି ଦର୍ଶକ ମାନଙ୍କୁ ବୋହୁତ ଅଧିକ ପସନ୍ଦ ଆସେ। ଆଦି ଏହି ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ପ୍ରାୟ 25 ରୁ 30 ହଜାର ଟଙ୍କା ନେଇଥାନ୍ତି।

ସିଦ୍ଧାନ୍ତ ମହାପାତ୍ର
ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତା ସିଦ୍ଧାନ୍ତ କେମିତି କହିବି କହ ଧାରାବାହିକରେ ଅଭିନୟ କରୁଛନ୍ତି। ଏହି ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ସିଦ୍ଧାନ୍ତ ମହାପାତ୍ର ପ୍ରାୟ 30 ରୁ 35 ହଜାର ଟଙ୍କା ନେଇଥାନ୍ତି।

ଦିବ୍ୟ
ଦର୍ଶକବନ୍ଧୁ ଦିବ୍ୟଙ୍କୁ ଆପଣମାନେ ଦିବ୍ୟଦୃଷ୍ଟି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ। ଦିବ୍ୟଦୃଷ୍ଟି ଧାରାବାହିକର ଗୋଟିଏ ଏପିସୋଡ୍ କରିବା ପାଇଁ ପ୍ରାୟ ସେ ପ୍ରାୟ 12 ରୁ 15 ହଜାର ଟଙ୍କା ନେଇଥାନ୍ତି।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.