Breaking News

ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ପ୍ରତେକ ସେରିଏଲ ହିରୋଇନି ମାନଙ୍କ ପ୍ରକୃତ ବୟସ କେତେ ନିହାତି ଜାଣି ରଖନ୍ତୁ !

ନମସ୍କାର ବନ୍ଧୁଗଣ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଆପଣ ମାନେ ନିଶ୍ଚୟ ଭାବରେ ଦେଖୁଥିବେ ଏହି ସିରିଏଲରେ ଅଭିନୟ କରୁଥିବା ହିରୋଇନି ମାନଙ୍କ ବୟସ ଆପଣ ମାନେ କିଛି ଜାଣିଛନ୍ତି କି |

ଆମର ପ୍ରଥମ ଅଭିନେତ୍ରୀ ଆସୁଛନ୍ତି ଅନୁ ସର୍ଵଜୀତ ଅନୁ ସିରିଏଲ ରେ ମୁଖ୍ୟ ନାଇକା ଅନୁକୁ ଆପଣ ମାନେ ବେଶେ ଭଲ ଭାବରେ ଜିଣିଥିବେ ଥଲେ ବର୍ତମାନ ଅନୁକୁ 45 ବର୍ଷ ବୟସ ହୋଇଯାଇଛି | ଗତ ଦିନମାନଙ୍କରେ ତାଙ୍କର ଡିଭସ ହୋଇଥିଲା ବର୍ତମାନ ସେ ଏକ ରହୁଛନ୍ତି |

ଦ୍ୱତୀୟ ନମ୍ବର ରେ ଆସୁଛନ୍ତି ଦୁର୍ଗା ତାହାଲେ ଆପଣ ମାନେ ଦୁର୍ଗାକୁ ବେଶେ ଭଲ ଭାବରେ ଜାଣିଥିବେ ବର୍ତମାନ ସମୟରେ ଦୁର୍ଗା 27 ବର୍ଷ ବୟସ ହୋଇଛି ଆଉ ସେ ଏହି ସିରିଏଲରେ ବହୁ ସୁନ୍ଦର ଅଭିନୟ କରିଥିବାର ଦେଖା ଦେଇଛି |

ଏବେ ତୃତୀୟାରେ ଆସୁଛନ୍ତି ଦୃଷ୍ଟି ଦିବ୍ୟ ଦୃଷ୍ଟି ସିରିଏଲର ଦୃଷ୍ଠିଙ୍କର ସୁନ୍ଦର ଅଭିନୟ ଆପଣ ମାନେ ଦେଖିବାକୁ ପାଉଥିବେ ତାହାଲେ ଦୁଷ୍ଟିଙ୍କୁ 25 ବର୍ଷ ବୟସ ହୋଇଛି ସ୍ବେ ବର୍ତମାନ ଇଂଜିନୀରିଙ୍ଗ କରୁଛନ୍ତି ଓ ତା ସହିତ ପାଠ ପଡିବ ସହିତ ଅଭିନୟ କରୁଛନ୍ତି |

ଚତୁର୍ଥ ନମ୍ବର ରେ ଆସୁଛନ୍ତି ଜ୍ୟୋତି ଆପାନ ମାନେ ଜ୍ୟୋତିକୁ ସିରିଏଲରେ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ ବର୍ତମାନ ଜ୍ୟୋତିକୁ 23 ବର୍ଷ ବୟସ ହୋଇଛି ଏହି ସିରିଏଲ ରେ ଅଭିନୟ କରିବା ପୂର୍ବରୁ ସେ ବହୁ ସାରା ସିରିଏଲ ରେ ଅଭିନୟ କରି ସାରିଛନ୍ତି |

ପଞ୍ଚମ ନମ୍ବର ରେ ଆସୁଛନ୍ତି ତୁଳସୀ ତୁଳସୀଙ୍କୁ ଆପଣ ମାନେ ସୁନ୍ଦର ଅଭିନୟ କରୁଥିବା ନିଶ୍ଚୟ ଦେଖିଥିବେ ସେ ଦେଖିବା ପାଇଁ ଯେମିତି ଓ ତାଙ୍କ ଅଭିନୟ ମଧ୍ୟ ସେମିତି ତାହାଲେ ତୁଳସୀଙ୍କ ବର୍ତମାନ ସମୟରେ 22 ବର୍ଷ ବୟସ ହୋଇଛି ଆଉ ସେ ସୁନ୍ଦର ଅଭିନୟ କରିବା ଦ୍ୱାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଉଛନ୍ତି |

ଷଷ୍ଠ ନମ୍ବର ରେ ଆସୁଛନ୍ତି ଝିଲି ଝିଲି ସିରିଏଲର ଲିଡି ନାଇକା ଝିଲିଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ସେ ସିରିଏଲରେ ସୁନ୍ଦର ଅଭିନୟ କରିଥିବା ଦେଖିଥିବେ ଝିଲିଙ୍କୁ 20 ବର୍ଷ ବୟସ ସେ ସମସ୍ତଙ୍କ ଠାରୁ ଛୋଟ ଅଟନ୍ତି |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.