ନମସ୍କାର ଦର୍ଶକବନ୍ଧୁ ଶରୀର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଂକେତ ଘରର କବାଟ କୋଣ ହଉ ଅବା ଝରକା କାନ୍ଥରେ ଝିଟିପିଟି ବୁଲୁଥିବାର ପ୍ରାୟତ ଦେଖିବାକୁ ମିଳିଥାଏ ସଂଖୁନ ଶାସ୍ତ୍ର ଅନୁସାରେ ଝିଟିପିଟି ଏପରି ଏକ ଜୀବ ଯିଏ ଭବିଷତର ସଂକେତ ଦେଇଥାଏ ଏହା ଶରୀର କୌଣସି ଅଙ୍ଗରେ ପଡିଲେ ଭବିଷତ ରେ କଣ ଘଟିବ ତାହା ଜଣାଇଦିଏ |
ଆସନ୍ତୁ ଜାଣିବା ଶରୀର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ | ବନ୍ଧୁଗଣ ପୁରୁଷ ଉପରେ ଝିଟିପିଟି ପଡ଼ିବାର ସଂକେତ | ପୁରୁଷର ଡାହାଣ ହାତରେ ଝିଟିପିଟି ପଡିବ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ପୁରୁଷର ମୁଣ୍ଡ ଉପରେ କିମ୍ବା ଡାହାଣ ହାତରେ ଝିଟିପିଟି ପଡିଲେ ମାନ ମିଳିଥାଏ |
ଝିଟିପିଟି ଯଦି ଡାହାଣ ହାତକୁ ଚଢି ବାମ ହାତରେ ପଡେ ତେବେ ଭବିଷତ ରେ ଧନ ଲାଭ ଯୋଗ ରହିଥାଏ ବୋଲି ଶାସ୍ତ୍ରରେ କୁହାଯାଉଛି | ଆଣ୍ଠୁ ଉପରେ ଝିଟିପିଟି ପଡିଲେ ଭବିଷତ ରେ ସୁଖ ମିଳିବ |
ମହିଳା ଉପରେ ଝିଟିପିଟି ପଡ଼ିବାର ସଂକେତ ମହିଳା ମାନଙ୍କର ବାମ ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି | ଝିଟିପିଟି ଝଗଡା କରୁଥିବାର ଦେଖିଲେ ଆଗକୁ ଝଗଡା ହେବାର ସୂଚନା ହେଇଥାଏ | ଭୋଜନ କରୁଥିବାର ସମୟରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …