Breaking News

ସରିଲା Swaraj ଓ ଭୂମିକା ଙ୍କ ବାହାଘର, କିନ୍ତୁ ସତ କେବେ ଲୁଚିକି ରହେନା, ସାମ୍ନାକୁ ଆସିଲା ବାହାଘରର ଏମିତି ଭିଡ଼ିଓ, ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଆପଣମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରି ର ପ୍ରିୟ ଯୋଡ଼ି ସ୍ବରାଜ ଓ ଭୂମିକାକୁ ବେଶ୍ ପସନ୍ଦ କରିଥାଆନ୍ତି । ଆପଣ ମାନେ ତାଙ୍କୁ ଏକାଠି ଦେଖିବାକୁ ଭଲ ପାଇଥାଆନ୍ତି ଯାହାକି ସେମାନେ ସୋସିଆଲ ମେଡିଆ ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସ୍ବରାଜ ଓ ଭୂମିକା ।

ତେବେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ସ୍ବରାଜ ଓ ଭୂମିକା ପରସ୍ପରକୁ ବିବାହ କରି ସାରିଛନ୍ତି ତେବେ କଣ ପାଇଁ ସ୍ବରାଜ ଓ ଭୂମିକା ପରସ୍ପରକୁ ବିବାହ କରିଲେ ତେବେ କଣ ରହିଛି ଏହା ପଛରେ କାରଣ । ତାହେଲେ ଦର୍ଶକ ବନ୍ଧୁ ଓଲିଉଡର ଲୋକ ପ୍ରିୟ ଯୋଡ଼ି ସ୍ବରାଜ ଓ ଭୂମିକାକୁ ଆପଣ ମାନେ ତୁମୋ ଲଭ୍ ଷ୍ଟୋରି ପାର୍ଟ ୱାନ ଫିଲ୍ମରେ ଦେଖିଥିଲେ ।

ଏହି ଚଳଚ୍ଚିତ୍ର କୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିଲେ ଏହା ପରେ ଏହି ଦୁଇ ଙ୍କ ଯୋଡ଼ିରେ ଆପଣ ମାନେ ବେଶ୍ ବହୁତ ଚଳଚ୍ଚିତ୍ର ମଧ୍ୟ ଦେଖିବାକୁ ପଇଥିବେ । ତେବେ ବର୍ତ୍ତମାନ ସମୟରେ ସ୍ବରାଜ ଓ ଭୂମିକା ଙ୍କ ଫୋଟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆପଣମାନେ ମଧ୍ୟ ସେହି ଫୋଟ ଗୁଡ଼ିକ ଏହି ଭିଡିଓ ଜରିଆରେ ଦେଖିବାକୁ ପାଇଯିବେ । ତେବେ ଏହି ଫୋଟ ପଛରେ କଣ ରହିଛି କାରଣ ତେବେ କଣ ପାଇଁ ସ୍ବରାଜ ଓ ଭୂମିକା ଅଚାନକ ବିବାହ କଲେ । ଆମେ ଆପଣଙ୍କୁ ସ୍ପଷ୍ଟ କରାଇ ଦେଉଛୁ ଯେ ଖୁବ୍ ଶୀଘ୍ର ସ୍ବରାଜ ଏବଂ ଭୂମିକା ଙ୍କ ଏକ ଚଳଚ୍ଚିତ୍ର ପ୍ରସାରିତ ହେବାକୁ ଯାଉଅଛି ଯାହାଙ୍କର ଟାଇଟଲ ହେଉଛି ଟିକେ ଟିକେ ଅଜଣା ତୁ ।

ଏହି ଚଳଚ୍ଚିତ୍ରରେ ଆପଣ ମାନେ ସ୍ବରାଜ ଏବଂ ଭୂମିକାକୁ ବିବାହ କରୁଥିବାର ଦେଖିବାକୁ ପାଉଥିବେ । ଏହି ଚଳଚ୍ଚିତ୍ରଟି ଏକ ତ୍ରିକୋନୀୟ ପ୍ରେମ କାହାଣୀକୁ ଆଧାରିତ ହେଇ ହୋଇଛି । ଏହି ଚଳଚ୍ଚିତ୍ରର ସୁଟିଂ ଫୋଟ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି । ପ୍ରକୃତରେ ଏହି ଫୋଟ ସୁଟିଂ ସେଟ୍ ରୁ ଭାଇରାଲ ହେବାରେ ଲାଗିଛି ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.