Breaking News

ସରିଲା ହଳଦୀ ରସମ ବିବାହ ବନ୍ଧନରେ ବାନ୍ଧିହେଲେ Rahul , ଏହି ହିରୋଇନଙ୍କୁ କରିବେ ବିବାହ, ସାମ୍ନାକୁ ଆସିଲା ସବୁ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆପଣମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକପ୍ରିୟ ଅଭିନେତା ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାହେଲେ ଆପଣ ମାନେ ଜାଣିଥିବେ କି ଏହି ଅଭିନେତା ମାନଙ୍କ ମଧ୍ୟରୁ ବୋହୁତ କମ୍ ଅଭିନେତା ଅଛନ୍ତି ଯେଉଁ ମାନେ ଶିଶୁ କଳାକାର ଭାବରେ ପରିଚିତ ସେହି ଅଭିନେତା ଜଣଙ୍କ ହେଉଛନ୍ତି ରାହୁଲ ଆପଣମାନେ ରାହୁଲ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ

ବର୍ତ୍ତମାନ୍ ସମୟରେ ଏହି ଅଭିନେତା ଜଣଙ୍କ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଆପଣମାନେ ଏହି ଅଭିନେତାଙ୍କ ଅଭିନୟ ବୋହୁତ ସାରା ଚଳଚ୍ଚିତ୍ରରେ ଦେଖି ଥିବେ ବର୍ତ୍ତମାନ୍ ସମୟରେ ଏହି ଅଭିନେତା ଜଣଙ୍କ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଅଭିନେତାଙ୍କୁ ଗପ ହେଲେ ବି ସତ ଫିଲ୍ମ ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ର ଦେଖିଥିବେ

ଏହି ସିନେମାରେ ରାହୁଲ ଓ ଭୂମିକା ଙ୍କ ଅଭିନୟ ଆପଣମାନେ ନିଶ୍ଚିତ ଦେଖି ଥିବେ ବର୍ତ୍ତମାନ୍ ସମୟରେ ରାହୁଲ ଙ୍କର ହଳଦୀ ରସମ ସାରି ଯାଇଛି ସେ ଆଗାମୀ ଦିନ ମାନଙ୍କରେ ବିବାହ କରିବା ପାଇଁ ଯାଉଛନ୍ତି ମାତ୍ର 19 ବର୍ଷରେ ବିବାହ କରିବା ପାଇଁ ଯାଉଛନ୍ତି ତାହା ପୁଣି ଭୂମିକା ଙ୍କ ସହିତ ଆପଣମାନେ ରାହୁଲଙ୍କ ଜବରଦସ୍ତ ଅଭିନୟ ବୋହୁତ ସାରା ଚଳଚ୍ଚିତ୍ରରେ ଦେଖି ଥିବେ

ସେ ଶିଶୁ କଳାକାର ଭାବରେ ନିଜର ଆସିଥାନ୍ତି ବର୍ତ୍ତମାନ୍ ସମୟରେ ଏହି ଅଭିନେତା ଜଣଙ୍କ ଏକ ନୂଆ ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ରରେ ନଜର ଆସିବା ପାଇଁ ଯାଉଛି ଏହି ଚଳଚ୍ଚିତ୍ରରେ ଭୂମିକା ମଧ୍ୟ ନଜର ଆସିବେ ଏହି ସିନେମାରେ ରାହୁଲ ଭୂମିକା ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି

ଭୂମିକା ସହିତ ଏହି ଚଳଚ୍ଚିତ୍ରରେ ସ୍ୱରାଜ ମଧ୍ୟ ନଜର ଆସିଛନ୍ତି ଏହି ଚଳଚ୍ଚିତ୍ରରେ ରାହୁଲଙ୍କ ର ହଳଦୀ ରସମ୍ ସାରି ଯାଇଛି ଯାହାର ଦୂର୍ଶ୍ଵ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି ରାହୁଲଙ୍କ ଟ ହାଇଟ୍ ୱେଟ ଭଲ ଅଛି ସେ ଭଲ ବଡି ରଖିଛନ୍ତି ରାହୁଲ ହେଉଛନ୍ତି ଅଭିନେତା ଅନୁଭବ ମହାନ୍ତିଙ୍କ ଭଣଜା

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.