Breaking News

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର ଯୋଗ ଦେଇ ଥିଲେ ଓ କିପରି ପାଲା କରିଥିଲେ ଜାଣି ରଖନ୍ତୁ | ଜନ୍ମ ଏବଂ ମରଣ ମଝିରେ ବିତାଇ ଥିବା କିଛି ଦିନ କିଛି ବର୍ଷ ଯଦି ମଣିଷଟି ଭଲ କାର୍ଯ୍ୟ କରିଥାଏ ତେବେ ଲୋକ ମାନେ ତାଙ୍କୁ ନିଶ୍ଚୟ ଝୁରି ହୁଏ ଓ ମାନେ ପକାଇବେ ଯାହା ଫଳରେ ମୃତ୍ୟୁ କରିଥିବା ବ୍ୟକ୍ତି ଜଣଙ୍କ ସମସ୍ତ ଙ୍କର ହୃଦୟରେ ରହିଯାଇଥାଏ |

ଆମ ଓଡ଼ିଆ ଇଣ୍ଡ୍ରଷ୍ଟି ର ଲୋକ ପ୍ରିୟ ଖଳନାୟକ ରାଇମୋହନ ପରିଡା ଏ ଦୁନିଆ ଛାଡି ଆରପାରିକୁ ଚାଲି ଯାଇଛନ୍ତି ତେବେ ତାଙ୍କୁ ମାନେ ପକାଇ ଆଜିବି ତାଙ୍କ ଫ୍ୟାନ ମାନେ କାନ୍ଦୁଛନ୍ତି ତେବେ ସେ ତାଙ୍କ ଜୀବନ ମଧ୍ୟରେ ବହୁ ସାରା ଚଳଚିତ୍ରରେ ଜବରଦସ୍ତ ଅଭିନୟ କରି ବେଶେ ଲୋକ ପ୍ରୀତ ହୋଇ ପାରିଥିଲେ କେବଳ ସେ ଚଳଚିତ୍ର ଜଗତରେ ଅଭିନୟ କରି ନାହାନ୍ତି ନାଟକ ଯାତ୍ରା ଧାର ବାହିକରେ ମଧ୍ୟ ଅଭିନୟ କରିଛନ୍ତି |

ତେବେ ଏହି ଲୋକ ପ୍ରିୟ ଅଭିନେତା ଯିଏକି ବାସ୍ତବ ଜୀବନରେ ଜଣେ ଭଲ ମଣିଷ ଓ ଖୁସିରେ ଥିଲେ ତେବେ କଣ ପାଇଁ ସେ ଆ-ତ୍ମା-ହ-ତ୍ୟା କଲେ ତାହା ଅସ୍ପଷ୍ଟ | ତେବେ ଏହାରି ଭିତରେ ରାଇମୋହନ ପରିଡା ମୁତ୍ୟୁ ହେବାର 12 ଦିନ ହୋଇଯାଇଛି ଗତ କଲି ତାଙ୍କର ଏକାଦଶ ହୋଇଥିଲା | ତେବେ ଏହି ଏକାଦଶରେ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯାଇ ତାଙ୍କର ଅତୀତର ସ୍ମୁତିକୁ ମନେ ପକାଇ ଦୁଃଖ କରିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ |

ତେବେ ରାଇମୋହନ ପରିଡାଙ୍କ ଆତ୍ମାକୁ ଶାନ୍ତି ମିଳୁ ଓ ସେ ଯେଉଁଠି ଅଛନ୍ତି ଭଲରେ ଥାନ୍ତୁ | ରାଇମୋହନ ପରିଡାଙ୍କ ଭଳି ଜଣେ ଅଭିନେତା ମିଳିବ ଅସମ୍ଭଭ କାରଣ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଗୋଟେ ଖାଲନାୟକ ଅଭିନେତା ହେଉଛନ୍ତି ରାଇମୋହନ ପରିଡା ତେବେ ତାଙ୍କ ସ୍ଥାନ ସର୍ବଦା ପାଇଁ ଅପୂରଣୀୟ ଖେତୀ ହୋଇ ରହିବ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.