Breaking News

ସରପଞ୍ଚ ଠୁ ରାଷ୍ଟ୍ରପତି ସବୁ ନେତା ମନଙ୍କ ଦରମା କେତେ …

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଜାଣିବା ରାଜନେତାଙ୍କର ଡ଼ିଏ ଫୋନ ଖର୍ଚ୍ଚ ଅନ୍ୟନ୍ୟ ଖର୍ଚ୍ଚ ଯାଇ ମାସକୁ ତାଙ୍କର ଦରମା କେତେ ପ୍ରଥମେ ଆସୁଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କର ଦରମା ମାସକୁ 5 ଲକ୍ଷ ଟଙ୍କା | ଭାରତର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ତାଙ୍କର ମାସକୁ ଦରମା 4 ଲକ୍ଷ ଟଙ୍କା | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସକୁ ଦରମା 3ଲକ୍ଷ 80 ହଜାର |

ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ତାଙ୍କର ମାସକୁ ଦରମା 3ଲକ୍ଷ 50 ହଜାର ଟଙ୍କା | ଉପରାଜ୍ୟ ପାଳ ଦିଲ୍ଲୀ ଅନିଲ ବିଜଲ ତାଙ୍କର ମାସକୁ ଦରମା 3ଲକ୍ଷ 25 ହଜାର ଟଙ୍କା ସଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ମାସକୁ ଦରମା 3 ଲକ୍ଷ 30 ହଜାର ଟଙ୍କା | ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ମାସକୁ ଦରମା 1ଲକ୍ଷ 60 ହଜାର ଟଙ୍କା ଓଡିଶା ଭିଧାନ ସଭାର ସଭ୍ୟ ଏମେଲେ ଦରମା ମାସକୁ 1ଲକ୍ଷ ଟଙ୍କା |

ଜିଲ୍ଲା ପରିଷଧ ଚେୟାର ମ୍ୟାନ ଦରମା ମାସକୁ 9380ଟଙ୍କା | ପୌରପାଳିକାର କୌନସିଲର ତାଙ୍କର ମାସକୁ ଦରମା 15 ରୁ 20 ହଜାର ଟଙ୍କା | ବ୍ଲକ ଚେୟାର ମ୍ୟାନ ତାଙ୍କର ମାସକୁ ଦରମା ହେଲା 3530 ଟଙ୍କା | ସରପଞ୍ଚ ତାଙ୍କର ମାସକୁ ଦରମା ହେଲା 2350 ଟଙ୍କା | ନାଏବ ସରପଞ୍ଚ ତାଙ୍କର ମାସକୁ ଦରମା 940 ଟଙ୍କା |

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.