ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଜାଣିବା ରାଜନେତାଙ୍କର ଡ଼ିଏ ଫୋନ ଖର୍ଚ୍ଚ ଅନ୍ୟନ୍ୟ ଖର୍ଚ୍ଚ ଯାଇ ମାସକୁ ତାଙ୍କର ଦରମା କେତେ ପ୍ରଥମେ ଆସୁଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କର ଦରମା ମାସକୁ 5 ଲକ୍ଷ ଟଙ୍କା ଭାରତର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ତାଙ୍କର ମାସକୁ ଦରମା 4 ଲକ୍ଷ ଟଙ୍କା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସକୁ ଦରମା 3ଲକ୍ଷ 80 ହଜାର |
ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ତାଙ୍କର ମାସକୁ ଦରମା 3ଲକ୍ଷ 50 ହଜାର ଟଙ୍କା | ଉପରାଜ୍ୟ ପାଳ ଦିଲ୍ଲୀ ଅନିଲ ବିଜଲ ତାଙ୍କର ମାସକୁ ଦରମା 3ଲକ୍ଷ 25 ହଜାର ଟଙ୍କା ସଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ମାସକୁ ଦରମା 3 ଲକ୍ଷ 30 ହଜାର ଟଙ୍କା |
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ମାସକୁ ଦରମା 1ଲକ୍ଷ 60 ହଜାର ଟଙ୍କା ଓଡିଶା ଭିଧାନ ସଭାର ସଭ୍ୟ ଏମେଲେ ଦରମା ମାସକୁ 1ଲକ୍ଷ ଟଙ୍କା ଜିଲ୍ଲା ପରିଷଧ ଚେୟାର ମ୍ୟାନ ଦରମା ମାସକୁ 9380ଟଙ୍କା |
ପୌରପାଳିକାର କୌନସିଲର ତାଙ୍କର ମାସକୁ ଦରମା 15 ରୁ 20 ହଜାର ଟଙ୍କା | ବ୍ଲକ ଚେୟାର ମ୍ୟାନ ତାଙ୍କର ମାସକୁ ଦରମା ହେଲା 3530 ଟଙ୍କା | ସରପଞ୍ଚ ତାଙ୍କର ମାସକୁ ଦରମା ହେଲା 2350 ଟଙ୍କା | ନାଏବ ସରପଞ୍ଚ ତାଙ୍କର ମାସକୁ ଦରମା 940 ଟଙ୍କା |