Breaking News

ସରକାରଙ୍କ ପକ୍ଷରୁ ଆସିଲା ବଡ଼ ଦୁଃଖ ଖବର, ସେପ୍ଟମ୍ବର ମାସ ଠାରୁ ଆଉ ମିଳିବ ନାହିଁ ଚାଉଳ,ଗହମ…ଦେଖନ୍ତୁ କଣ ପାଇଁ ମିଳିବ ନାହିଁ ଚାଉଳ,ଗହମ !

ସରକାର ଜାରି କରି ଦେଇଛନ୍ତି ଏକ ଦୁଃଖ ଖବର ସମସ୍ତ ରାସନ କାର୍ଡ ଧାରୀଙ୍କ ପାଇଁ ତ ଫ୍ରେଣ୍ଡସେ ବନ୍ଦ ହେବାକୁ ଯାଉଛି ମାଗଣା ରାସନ ସେବା କେବେ ଠୁ ଓ କାହିଁକି ବନ୍ଦ ହୋଇଯିବ ମାଗଣା ରାସନ ସେବା ଚାଲନ୍ତୁ ସମ୍ପୂର୍ଣ ଖବର ଜାଣି ନେବା |

ଯଦି ଆପଣ ସରକାରଙ୍କ ମାଗଣା ରାସନ ଲାଭ ଉଠାଉଛନ୍ତି ତେବେ ଜାଣି ନିଅନ୍ତୁ ଯେ ଖୁବୁ ଶୀଘ୍ର ଏହି ଯୋଜନା ହେବାକୁ ଯାଉଛି ବିବାହାଗର କହିବା ଅନୁଯାଇ ଏହି ଯୋଜନାକୁ ଆଗକୁ ବଢାଇବାରେ ଅନେକ ଅସୁବିଦା ହୋଇ ପାରେ ତେଣୁ ଏପରି ସ୍ତିତିରେ ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନା ବହୁତ ଜଲଦି ବନ୍ଦ ହେବ ହୋଲି ଶୁଣିବାକୁ ମିଳିଛି ଯଦି ଆପଣ ବି ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭର୍ଥି ତେବେ ଆପଣଙ୍କ ପାଇଁ ବଡ଼ ଖବର |

ଏବେ ସରକାର ଏହି ଯୋଜନାକୁ କରିବାକୁ ସମ୍ଭାବନା ରଖିଛନ୍ତି ବିଭାଗର ନିଷ୍ପତି ପରେ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ପ୍ଲାନିଙ୍ଗି ଚାଲିଛି | ପ୍ରକୃତ କୋରାନ କାଳରେ ଗରିବ ମାନଙ୍କର ଆୟ ହେଉ ପାରୁନଥିଲା ଏହିତିରେ ମୌଳିକ ଅବାସକୟତକୁ ପୁରଣ କରିବାକୁ ଯାଇ ସରକାର ଏହି ଯୋଜନାକୁ ବାହାର କରିଥିଲେ ଯାହାର ନାମ ରଖା ଯାଇଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ଏହି ଯୋଜନାରେ ଯୋଗ୍ୟ ଲୋକଙ୍କୁ ମାଗଣାରେ ରାସନ ସୁବିଦା ଦିଆ ଯାଉଥିଲା | ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ମାସ ବନ୍ଦ ହେବ ବୋଲି ଶୁଣିବାକୁ ମିଳିଛି |

ତେବେ ବେୟ ବିବାହାଗର କହିବା ଅନୁଯାଇ ଏହି ଯୋଜନାର ଦେଶର ଆୟ କମାଉଛି ଯାହାକି ଏହା ଠିକି ନୁହେଁ ଗତ ମାସରେ ପେଟ୍ରୋଲ ଓ ଡିଜେଲ ଉପରୁ କାମଜାଇଥିବା ରାଜ୍ୟ ଉପରେ 1ଲକ୍ଷ କୋଟି ଟଙ୍କାର ଟାକ୍ସ ରାଜ୍ୟ ସରକାରଙ୍କ ଉପରେ ପଡିଥିଲା | ଏମିତିରେ ମାଗଣା ରାସନ ଅଧିକ ଦିନ ଦିଅ ଗଲେ ଆହୁରି ଅସୁବିଦଂ ହୋଇ ପରେ ତେବେ ଏହି ଯୋଜନା ଅନ୍ତ୍ର ଗତ ଦେଶରେ ପାଖାପାଖି 80 କୋଟି ଲୋକଙ୍କୁ ମାଗଣା ରାସନ ଦିଅ ଯାଉଛି ଏହିତି ଲୋକଙ୍କୁ ସାହାଯ୍ୟ ମିଳୁଥିବାର ଲୋକଙ୍କୁ ଉପରେ ବୋଝ ପଡୁଛି |

ଏମିତିରେ ଯଦି ଆହୁରୀ 6 ମାସ ରାସନ ଦିଆଯାଏ ତେବେ ବହୁତ ଟାକ୍ସ ରାଜ୍ୟ ସରକାର ଉପରେ ପଡିଯିବା | ସେଥିପାଇଁ ଚଳିତ ବର୍ଷ 2022 ସେପ୍ଟମ୍ବର କୁ ବଢ଼ାଇ ଦିଆଯାଇଥିବା ସରକାର ବଜେଟରେ ଫୁଡ ସବସିଟି ପାଇଁ 2 ଲକ୍ଷେ 7 ହଜାର କୋଟି ଟଙ୍କା ବଣ୍ଟନ ହୋଇଥିଲା | ତେଣୁ ସରକାରଙ୍କ ଉପରେ ବେଶୀ ଯେପରି ବୋଝ ନପଡୁ ସେଥିପାଇଁ ଏଭଳି ନିଷ୍ପତି ନିଆଯାଇଛି ସମସ୍ତ ଖାଉଟି ମାନଙ୍କ ପାଇଁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.