Breaking News

ସରକାରଙ୍କ ବଡ଼ ଘୋଷଣା ! ରାଜ୍ୟର ସବୁ ଜିଲ୍ଲା ରେ 15 ଦିନିଆ ତାଲାବନ୍ଦ ନିଷ୍ପତି!!

ଦର୍ଶକବନ୍ଧୁ କୋରନା ପରିସ୍ଥିତି ଦିନକୁ ଦିନକୁ ଜଟିଳ ରୁ ଜଟିଳ ହେବାରେ ଲାଗିଛି । କୋରନା ର ଦ୍ଵିତୀୟ ଲହର ରେ ଜନସାଧାରଣ ଙ୍କ ଅବସ୍ଥା ସାଙ୍ଘାତିକ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ବୁଦ୍ଧିଶୂନ୍ୟ ହୋଇଯାଇଛନ୍ତି। ଏସବୁ କୁ ଆଖି ଆଗରେ ରଖି ଆଜି ସରକାର ଙ୍କ ବଡ ଘୋଷଣା ସାମ୍ନାକୁ ଆସିଛି। ଆସନ୍ତ ଜାଣିବା କଣ ସେହି ଘୋଷଣା । ରାଜ୍ୟରେ ପ୍ରତ୍ୟେକ ଜିଲ୍ଳା ରେ 14 ଦିନିଆ ତାଲାବନ୍ଦ ଘୋଷଣା।

ଆସନ୍ତା 5 ତାରିଖ ବୁଧବାର ସକାଳ ଠାରୁ 19 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲା ରେ ଲକଡାଉନ। କେବଳ 500 ମିଟର ଦୂରତା ମଧ୍ୟରେ ସକାଳ 6 ରୁ 12 ଭିତରେ ଚାଲି ଚାଲି ଯାଇ ପାରିବା ଏବଂ ଅନ୍ୟାନ୍ୟ ଆବଶକୀୟ ସାମଗ୍ରୀ ଆଣିପାରିବେ। ମେଡ଼ିସିନ କିମ୍ବା ସ୍ଵାସ୍ତ୍ୟ ଜନିତ ସେବା ବା ଅନ୍ୟ କୋଣସି ଜରୁରୀ ସେବା ପାଇଁ ସେମିତି ଜିଛି କଟକଣା କରାଯାଇନାହିଁ। ରାଜ୍ୟ ସରକାର ବଧ୍ୟ ହୋଇଛନ୍ତି ଏଭଳି ନିଷ୍ପତି ନେବା ପାଇଁ । କାରଣ ରାଜ୍ୟ ଯେଉଁ ମାତ୍ରାରେ କୋରନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି।ବିଶେଷଙ୍ଗ ଙ୍କ ଅନୁମାନରୁ ଜଣାଯାଏ ଆଗକୁ ଆମ ଦେଶ ର ସ୍ଥିତି ମଧ୍ୟ ଦିଲ୍ଲୀ ଓ ଆଗ୍ରା ପରି ହୋଇଯିବ।

ତେଣୁ ଏଭଳି ପରିସ୍ଥିତିରେ ରେ କଡା କଟକଣା ର ଆବଶ୍ୟକତା ଥିଲା। ଲୋକମାନେ ତ ଆଦୌ ସଚେତନ ନଥିଲେ।ବେଫିକର ହୋଇ ବୁଲୁଥିଲେ ଭିଡ଼ ଜମାଉ ଥିଲେ ତେଣୁ ମୁଖ୍ୟମନ୍ତ୍ରୀ ବାଧ୍ୟହେଲେ ଏଭଳି ନିଷ୍ପତି ନେବାପାଇଁ। ଏବେ ହିଁ ଆପଣ ଗୋଟିଏ ସତେଜ ଚିତ୍ର ଦେଖିଥିଲେ ମୟୁରଭଂଜ ରେ ଲୋକମାନେ ସଚେତନ ରହିବା ବଦଳରେ ଅତି ଖୁଲମ ଖୁଲା ଭାବରେ ଚଇତି ପର୍ଵ ପାଳନ କରୁଥିଲେ। କୋରନା ର ପ୍ରଥମ ଲହର ପରେ ଜାନୁୟାରୀ ପର୍ଯ୍ୟନ୍ତ ସ୍ଥିତି ଠିକ ଆସିଯାଇଥିଲା ମାତ୍ର ଲୋକଙ୍କ ବେପରବା ଗୁଣ ଯୋଗୁଁ ଆଜି କୋରନା ଏତେ ସାଙ୍ଘାତିକ ରୂପ ନେଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *