ଭାରତ ସରକାର ଅନେକ କଢ଼ା ଟ୍ରାଫିକି ନିୟମ ସବୁ ଲାଗୁ କରିଛନ୍ତି ଏମିତିକି ଗାଡିର ନିର୍ମାଣ କୁ ନେଇ ଅନେକ ଗାଇଡି ଲାଇନି ଆସିଛି ତେବେ ଆଜି ଆମେ ଆପଣଙ୍କୁ ଆମେ ଏମିତି କିଛି ଟ୍ରାଫିକି ନିୟ ବିଷୟରେ କହିବୁ ଯାହାକୁ ଏହା ଖୁବୁ କମ ଲୋକ ଜାଣିଥିବେ ଏହାକୁ ଜାଣିନେବ ଆପଣଙ୍କ ପାଇଁ ଭଲ ହୋଇ ପାରେ ନହଲେ ଆପଣ ଙ୍କର ମୋଟା ଅଙ୍କର ଚାଲାଣ କଟି ପରେ |
ଆପଣ ଜାଣିଛନ୍ତି ହେଲ୍ମେଟ ନ ପିନ୍ଧି ଗାଡି ଚଳାଇବା ଡର ଆପଣଙ୍କୁ ଫିଂନି ଦେବାକୁ ପଡି ପରେ କିନ୍ତୁ କଣ ଆପଣ ଜାଣିଛନ୍ତି ଯଦି ଆପଣ ଚପଲ ପିନ୍ଧି ଗାଡି ଚଳାଉଛନ୍ତି ତେବେ ଆପଣଙ୍କୁ ଫାଇନି ଦେବାକୁ ପଡି ପାରେ ତେବେ ଆସନ୍ତୁ ଜାଣିବା ଏଭଳି କିଛି ନିୟମ ଯାହାକି ଆପଣ ଜାଣି ନଥିବେ |
ତେବେ ମୋଟର ସାଇକେଲ ଅନୁଯାଇ ଟୁଇଲର ଅନୁଯାଇ ମଟର ଚାଳକ ଙ୍କୁ ବାଇକି ଚଳାଇବା ସମୟରେ ଯଦି ଜୋତା ପିନ୍ଧି ଗାଡି ଚଳାଇବା ନିୟମ ରହିଛି ସମ୍ପୂର୍ଣ ଭାବରେ ବନ୍ଦ ବା ପୁରା କଭର ଜୋତା ପିନ୍ଦି ଗାଡି ଚଳାଇବା ଉଚିତି ଆଉ ଯଦି ଆପଣ ଏପରି କରୁ ନାହାନ୍ତି ତେବେ ନୂଆ ନିୟମ ଅନୁଯାଇ ବାଇକି କରିବା ସମୟରେ ୧0000 ଟଙ୍କା ଜୋରିମାନ ଲଗାଯାଇପାରେ | ସେହିପରି ଗାଡି ଚଳାଉଥିବା ଲୋକଙ୍କୁ ଫୁଲ ପେଣ୍ଟ ପିନ୍ଧିବା ଜରୁରୀ ଆଉ ଏହି ନିୟମରୁ ଉଲଘଂନ କରୁଥିବା ବ୍ୟକ୍ତି ଉପରେ ମଧ୍ୟ 2000 ଟଙ୍କା ଜୋରିମାନ ଲଗାଯାଇ ପରେ |
ଏଥି ସହିତ ଯଦି କୌଣସି ବ୍ୟକ୍ତି ଦୁଇଟି ଡ୍ରାଇଭିଂ ଲାଇସେନ୍ସ ବେବହାର କରୁଥିବାର ଧରା ପଡନ୍ତି ତେବେ ତାଙ୍କୁ ଫାଇନି ଦେବାକୁ ପଡିବ ହୁଏତ ଆପଣ ପୁରୁଣା ଲାଇସେନ୍ସ ସହ ନୂଆ ଲାଇସେନ୍ସ ପାଖରେ ରଖିଥାଇ ପାରନ୍ତି ତେଣୁ ପୁରୁଣା ଲାଇସେନ୍ସ କୁ ନରଖି କେବେଳ ନୂଆ ଲାଇସେନ୍ସ ପାଖରେ ରଖନ୍ତୁ ନହଲେ ଆପଣ ମୋଟା ଅଙ୍କର ଜୋରିମାନ ଗଣି ପାରନ୍ତି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …