Breaking News

ସରକାରଙ୍କ ନୂଆ ଘୋଷଣା ଫୁଣି ବଢ଼ିଲା କାଳିଆ ଯୋଜନା ର ସୁବିଧା ତାରିଖ

ଦର୍ଶକବନ୍ଧୁ ବଢ଼ିଲା କାଳିଆ ଅବଧି 3 ବର୍ଷ ଲାଗି ମିଳିବ ସୁବିଦା ଦୁଇ ଟି ପର୍ଯ୍ୟରେ 200 ଟଙ୍କା ମିଳିବ ଅକ୍ଷିତୃତୀୟା ଏବଂ ନୂଆଖାଇ ରେ ବ୍ୟାଙ୍କ ଖାତା କୁ ଟଙ୍କା ଯିବ | ତେବେ ଦର୍ଶକବନ୍ଧୁ କୃଷକ ମାନଙ୍କ ଜୀବିକା ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧି କୁ ଆଉ 3 ବର୍ଷ ଲାଗି ବଢ଼ାଇ ଦିଆଯାଇଛି |

2019 ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ମାର୍ଚ୍ଚ 31 ଶେଷ ହେଉଥିବା ବେଳେ ଏହାକୁ 3 ବର୍ଷ ବଢାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି | ରବିବାର ଦିନ ଏହା ବିଷୟରେ ପ୍ରସଙ୍ଗ ଉଠାହୋଇଥିଲା | ରବିବାର ଦିନ କ୍ୟାବିନେଟ ବୈଠକ ବସି ଥିଲାବେଳେ ଏଥିରେ 27 ପ୍ରସଙ୍ଗ ଉପରେ ମୋହର ଲାଗିଛି |

ବିଧାନ ସଭା ଚାଲୁଥିବାରୁ ସରକାରଙ୍କ ପକ୍ଷରୁ ଏ ବିଷୟରେ ସୂଚନା ଦିଯାଇନାହିଁ ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ବର୍ଷକୁ 2 ଟି ପର୍ଯ୍ୟରେ ଚାଷୀଙ୍କୁ କାଳିଆ ଶୟତା ମିଳିବ ଅକ୍ଷିତୃତୀୟା ଏବଂ ନୂଆଖାଇ ରେ ବ୍ୟାଙ୍କ ଖାତା କୁ 2000 ଟଙ୍କା ଲେଖାଏ ପଠାଯିବ |

ସେହିପରି କୋଭିଡି ରେ ଅନାଥ ହୋଇଥିବା ପିଲାଙ୍କୁ ଆଶ୍ରିବାଦ ଯୋଜନା ଲାଗୁ ହୋଇଥିଲା ବେଳେ ସେମାନଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ଓ ଅନ୍ୟାନ ସୁବିଦା ପାଇଁ ଉଚ୍ଚ ଶିକ୍ଷା ବିବାହାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ବି କ୍ୟାବିନେଟ ମୋହର ବାଜିଛି ଏହା ବାଦେ ସମଲେଶ୍ୱରୀ ମନ୍ଦିର ଉର୍ନତି ପାଇଁ ରାଜ୍ୟ ସରକାର ପକ୍ଷରୁ ଘୋଷଣା ହୋଇଥିବା ସମଲେଇ ପ୍ରକଳ୍ପ କୁ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି |

ଭବାନୀ ପାଟଣା ସ୍ତିତ ନୂଆ ସରକାରୀ ମେଡିକାଲ କଲେଜେ ରେ 650 ଟି ଶଯ୍ୟା ବିଶିଷ୍ଟ ପାଠ ପଢା ଆରମ୍ଭ କରିଯିବ ଏହା ପାଇଁ ରାସ୍ତା ଓ ଡ୍ରେନ ଆଦି ସବୁକିଛି ସୁନ୍ଦଯ୍ୟ ପାଇଁ କରାଯିବ ସମ୍ପର୍କିତ ଏହି କାମକୁ ଅନୁମୋଦନ କରାଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.