Breaking News

ସରକାର ନେଲେ ଶେଷ ନିଷ୍ପତି ଏବେ ଗର୍ଭବତୀ ହୁଅ ନାହିଁ , ଆଉ କିଛି ମାସ ଅପେକ୍ଷା କର

କରୋନା ପାଇଁ ସାରା ବିଶ୍ଵ ରେ ଏବେ ହାହା କାର ଖେଳି ଯାଇଛି |କରୋନା ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବଢିବାରେ ଲାଗିଛି |ସମଗ୍ର ବିଶ୍ଵ ରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି |ଦିନକୁ ଦିନ ଅଧିକ ରୁ ଅଧିକ ଲୋକ କରୋନା ରେ ସଂକ୍ରମଣ ହେଉଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି |ଧୀରେ ଧୀରେ ଲୋକଙ୍କ ମଧ୍ୟ ରେ ଆତଙ୍କ ଖେଳି ଯାଇଛି |

କରୋନା ର ଏହି ଦ୍ଵିତୀୟ ସଂକ୍ରମଣ ପ୍ରଥମ ଅପେକ୍ଷା ଅଧିକ ଭୟାନକ ଅଟେ |କରୋନା ର ଏହି ଦ୍ଵିତୀୟ ସଂକ୍ରମଣ କୁ ରୋକିବା ପାଇଁ ବିଶ୍ଵ ର ରାଷ୍ଟ୍ର ମାନେ ବିଭିନ୍ନ ପଦକ୍ଷେପ ମାନ ନଉଛ’ନ୍ତି |ଅନେକ ରାଷ୍ଟ୍ର ରେ ସରକାର କରୋନା ର ବୃଦ୍ଧି କୁ ଦେଖି ଲକ ଡାଉନ ଘୋଷଣା କରି ସାରିଲେଣି |କରୋନା ର ଏପରି ସ୍ଥିତି କୁ ଦେଖି ଲୋକଙ୍କୁ ଘରୁ ବାହାରିବାକୁ ମନା କରା ଯାଇଛି |ଲୋକ ମାନେ ଅତି ଆବଶ୍ୟକ ହେଲେ ଘରୁ ବାହାରକୁ ଯାଇ ପାରିବେ |ଘରୁ ବାହାରିଲେ ମାସ୍କ ର ବ୍ୟବହାର ଏବଂ ଜଣ ଗହଳି ଜାଗା ରେ ଏକାଠି ରୁଣ୍ଡ ନ’ହେବାକୁ ସରକାର କଡାକଡି ମନା କରିଛନ୍ତି |

ଗବେଷଣା ରୁ ଜଣା ଯାଇଛି ଯେ ,କରୋନା ର ଏହି ଦ୍ଵିତୀୟ ସଂକ୍ରମଣ ପ୍ରଥମ ସଂକ୍ରମଣ ଅପେକ୍ଷା ଅଧିକ ଭୟାନକ ଅଟେ |ଏହା କରୋନା ର ଏକ ନୂଆ ଷ୍ଟ୍ରେନ ଅଟେ |ଏବଂ ଏହା ଅଧିକ ଭୟାନକ ମଧ୍ୟ ଅଟେ |ଏହି ଦ୍ଵିତୀୟ ଷ୍ଟ୍ରେନ ପ୍ରଥମ ଷ୍ଟ୍ରେନ ଠାରୁ ଅଧିକ ବଡ ବିପଦ ସୃଷ୍ଠୀ କରିବ |କରୋନା ର ଏହି ନୂଆ ଷ୍ଟ୍ରେନ ରେ ଅଧିକ ମାତ୍ରା ରେ ଆକ୍ରାନ୍ତ ହେଉଛନ୍ତି ଯୁବ ଗୋଷ୍ଠୀ ଏବଂ ଗର୍ଭବତୀ ମହିଳା ମାନେ |ତେଣୁ ବିଭିନ୍ନ ଦେଶ ର ସରକାର ମାନେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ନଉଛ’ନ୍ତି |

ବ୍ରାଜିଲ ଦେଶ ର ସରକାର ଏକ ଅଦ୍ଭୁତ ପ୍ରକାର ପଦକ୍ଷେପ ନେଇଛନ୍ତି |ବ୍ରାଜିଲ ଦେଶ ର ସରକାର ମହିଳା ମାନଙ୍କୁ ଅନୁରୋଧ କରିଛନ୍ତି ଯେ ,ଏବେ ଗର୍ଭବତୀ ହୁଅ ନାହିଁ ,ଆଉ କିଛି ମାସ ଅପେକ୍ଷା କରି ଯାଅ |ଏହା ପଛ ର କାରଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଅଟେ |ବ୍ରାଜିଲ ଏବେ କରୋନା ସଂକ୍ରମଣ ର ଶୀର୍ଷ ରେ ରହିଛି |ଅନ୍ୟ ଦେଶ ତୁଳନା ରେ ବ୍ରାଜିଲ ରେ ସଂକ୍ରମଣ ସଂଖ୍ୟା ଅଧିକ ଅଟେ |ମୃତ୍ୟୁ ସଂଖ୍ୟା ମଧ୍ୟ ଶୀର୍ଷ ରେ |

କରୋନା ର ଏହି ସଂକ୍ରମଣ ବା ନୂଆ ଷ୍ଟ୍ରେନ ପ୍ରଥମେ ମାନଉସ ସହର ରେ ଚିହ୍ନଟ କରା ଯାଇଥିଲା |ତା ‘ପରେ ବ୍ରାଜିଲ ସାରା ବ୍ୟାପିଲା |ଏହି ନୂଆ ଲକ୍ଷଣ ଭାଇରସ ଯୁବ ପିଢୀ ବିଶେଷ କରି ୩୦ ରୁ ୪୦ ମଧ୍ୟ ରେ ଥିବା ଯୁବ ପିଢୀ କୁ ଅଧିକ ସଂକ୍ରମିତ କରୁଛି |ସେଥିପାଇଁ ବ୍ରାଜିଲ ରେ ଲକ ଡାଉନ ଘୋଷଣା କରାଯାଇଛି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *