Breaking News

ସରକାର ଆଣିଲେ ନୂଆ ନିୟମ 50 ଲକ୍ଷ ଲୋକଙ୍କ କାଟିଲା Ration Card ରୁ ନାଁ, ଏହି ଲିଷ୍ଟ ରେ ଆପଣଙ୍କ ନାଁ ନାହିଁ ତ !

ନମସ୍କାର ଦର୍ଶକବନ୍ଧୁ ସମସ୍ତ ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ବଡ଼ ଦୁଃଖ ଖବର 50 ଲକ୍ଷ ଉପଭୋକ୍ତ ଙ୍କର କାଟିଲା ରାସନ କାର୍ଡ ତେବେ ରାସନ କାର୍ଡ ଉପଭୋକ୍ତ ଙ୍କର କଣ ରହିଛି ଏହି ଦୁଃଖ ଖବରଟି ଏବଂ କଣ ପାଇଁ କଟିଲା 50 ଲକ୍ଷ ଉପଭୋକ୍ତା ଙ୍କର ରାସନ କାର୍ଡ | ଗରିବ ଲୋକଙ୍କର ସୁବିଦା ପାଇଁ ରାଜ୍ୟ ସରକାର କୁହନ୍ତୁ ବା କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା କାର୍ଯ୍ୟ କରି କରୁଛନ୍ତି |

କିନ୍ତୁ ଏହି ଯୋଜନା ଅନେକ ଅଂଶ ରେ ପ୍ରକୃତ ହିତାଧିକାରୀ ଙ୍କ ନିକଟରେ ପହଞ୍ଚି ପାରୁନାହିଁ ଦେଶରେ ତଥା ରାଜ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯିଏକି ଏହି ସ୍କିମର ସରକାରୀ ଯୋଜନାର ଲାଭ ଉଠାଉଛନ୍ତି ଯୋଜନାର ଯୋଗ୍ୟ ହିତାଧିକାରୀ ତେବେ ଏପରି ଏକ ଘଟଣା ବର୍ତମାନ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରାୟ 50 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଙ୍କୁ ସରକାର ଯୋଜନାର ବାଦେ ଦିଆଯାଇଛି |

ସରକାର ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କକୁ ବାଧ୍ୟତା ମୂଳକ କରେଇ ଦେଇଛନ୍ତି ଫଳରେ ସାରାକରଙ୍କର ଏହି ନିଷ୍ପତି ପରେ ରାଜ୍ୟର ପ୍ରାୟ 50 ଲାକ୍ଷା ରାସନ କାର୍ଡ ଧାରୀ ରାସନ ନନେବା ସହିତ ସେମାନଙ୍କର ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରାଇ ନାହାନ୍ତି ତେବେ ଏହି ନକଲି ଓ ଅଯୋଗ୍ୟ ହିତାଧିକାରୀ ଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଵେବସ୍ତକୁ କଡ଼ାକଡ଼ି କରିଦିଆଯାଇଛି |

ତେବେ ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବା ଦ୍ୱାରା 50 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଙ୍କ ବିଷୟରେ ଜଣା ପଡିବ ସହ ସେମାନଙ୍କ ନାମକୁ ରାସନ କାର୍ଡରୁ ହଟାଇ ଦିଆଯାଇଛି | ତେବେ ମୁଖ୍ୟମନ୍ତ୍ରୀ କହିବା ଅନୁଯାଇ ଏହି ଅଯୋଗ୍ୟ ହିତାଧିକାରୀଙ୍କର ନାମ ରାସନ କାର୍ଡରୁ ହଟାଇବା ଦ୍ୱାରା ରାଜ୍ୟ ସରକାରଙ୍କୁ ଅନେକ ଫାଇଦା ହୋଇଛି | ତେବେ ଯେଉଁ ମାନେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ରାସନ କାର୍ଡରେ ତୁରନ୍ତା ଏବେ ଠକାମୀ ନକରି ତୁରନ୍ତ ନିଯଉ ସଲେଣ୍ଡର କରିଦିଅ |

ଯାହା ଦ୍ୱାରା ଯେଉଁ ମାନେ ରାସନ କାର୍ଡ ଅସଲି ଉପଭୋକ୍ତ ସେମାନେ ଏହି ଯୋଜନାର ଫାଇଦା ପାଇପାରିବେ ତେବେ ଫ୍ରେଣ୍ଡସେ ସରକାରଙ୍କର ଏହି ନିଷ୍ପତି ଭଲ ଲାଗିଥିବା ତାହା ସହିତ ରାସନ କାର୍ଡ ମାଧ୍ୟମରେ ଆଉ କେଉଁ ସୁବିଦା ଦରକାର ତାହା ମଧ୍ୟ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.