Breaking News

ସରକାରଙ୍କ ବଡ ଘୋଷଣା, ମାଟ୍ରିକ ପରୀକ୍ଷାର୍ଥୀ ମାନେ ୮୦ ମାର୍କର ପରୀକ୍ଷା ଦେବେ, ଦେଖନ୍ତୁ ସିଲାବସ କିପରି ରହିବ

ପ୍ରଥମ ପର୍ଯ୍ୟାୟରେ ଆମେ ଦଶମ ଓ +2 ଖୋଲା ହୋଇଛି । ହଷ୍ଟେଲ ସମ୍ପର୍କରେ ପିଲା ମାନଙ୍କ ମନରେ ଭିତରେ କିଛି କଥା ଅଛି ଅନେକ ପିଲା ହଷ୍ଟେଲ ରେ ରହୁଥିଲେ । ସରକାର ନିଶ୍ଚିନ୍ତ ଭାବରେ ସେ ବିଭାଗ ତାର ପରବର୍ତ୍ତୀ ସମ୍ପର୍କରେ ଚିନ୍ତା କରିବୁ । ଆଗ ସ୍କୁଲ୍ ଖୋଲୁ ପକ୍ରୀୟା ଆରମ୍ଭ ହୋଇଛି ହଷ୍ଟେଲ ସମସ୍ୟା ସମ୍ପର୍କରେ ଗଣ ମାଧ୍ୟମ ଆସିଚି ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେଉଁ ମାନେ ବା ପିଲାମାନେ ମୋର ବ୍ୟକ୍ତି ଗତ ଭାବରେ ମୋତେ ସମ୍ପର୍କରେ ମୋ ନଜର କୁ ଆଣିଛନ୍ତି । ଅନ୍ ଲାଇନ୍ ମାଧ୍ୟମରେ ପିଲା ମାନେ ବା ଗାର୍ଡିଆନ ମାନେ ମଧ୍ୟ କହିଛନ୍ତି । କିନ୍ତୁ ମୋର ସେମାନଙ୍କୁ ପରାମର୍ଶ ରହିବ, ପ୍ରଥମ ସ୍କୁଲ୍ ପକ୍ରିୟା ଆରମ୍ଭ ହଉ ସ୍କୁଲ୍ ପକ୍ରୀୟ ଖୋଲିବା ପାଇଁ ସମସ୍ତେ ସ୍ବାଗତ କରିଛନ୍ତି ।

 

ମୁଁ କେବଳ ଏତିକି କହିବି ଯେ କରୋନା କୁ ଆମେ ଖାମଖାଲି ନବା ଉଚିତ୍ ନୁହେଁ କରୋନା ସମ୍ପର୍କରେ ଆମ ମାନଙ୍କ ମନରେ ଯେଉଁ ସତର୍କତା ରହିବା କଥା ତାହା ରହିବା ଉଚିତ୍ । ତେଣୁ ସେହି ସଜାକ୍ ସହିତ ଆମେ କ୍ଲାସ୍ କାଯ୍ୟା କର୍ମ ଆରମ୍ଭ କରିବା ଏସଓପି ଯାହା ଅଛି ବିଭାଗ ତରଫରୁ ଯାହା ଅଛି ଏସୋଫି ଦିଆଯାଇଛି ତାହା ଲାଗୁ ହବ ।

ଯେଉଁ ହଷ୍ଟେଲ ସମ୍ପର୍କରେ ଯାହା ପିଲା ମାନଙ୍କ ମନରେ ଭିତରେ ଯାହା ଅଛି । କିଛି ସମସ୍ୟା ନିଶ୍ଚିତ ଭାବେ ହବ । ହଟାତ୍ ଆମେ ଆଉ ସେଇ କଥା କୁ କରିବା ସମ୍ଭବ ନୁହେଁ ସମୟ ଅନୁସାରେ ପର୍ଯ୍ୟାୟ କମ୍ରେ ବିଭାଗରେ ଚିନ୍ତା କରିବା । ପରୀକ୍ଷା ଆମ ଚିନ୍ତା ନିଶ୍ଚିନ୍ତ ଭାବରେ ରହିଛି ।

 

ଯେଉଁ ଟାଇମ୍ ରହିବ କଥା ହବ ବା ଯେଉଁ ପାଠ ପଢି ବା କଥା ପଢା ହବ ଏବଂ ଯେଉଁ ପରୀକ୍ଷାରେ ଯେଉଁ ପ୍ରଶ୍ନ ରହିବା କଥା ରହିଚି । ଆପଣ ଙ୍କ ର ଅବଜେକଟିଭି ୫୦ ମାର୍କ ଥିଲା ଆଉ ସବଜେଟିଭି ଥିଲା ୫୦ ମାର୍କ ଏଥର ଅପଜେକଟିଭି ୫୦ ଅଛି ଆଉ ସବଜେଟିଭି ୩୦ ମାର୍କ ଅଛି ବା କରାଯାଇଛି ।

ପିଲା ମାନଙ୍କ ମୁଣ୍ଡରୁ ଚିନ୍ତା ହଟାଇବା ପାଇଁ ପିଲାମାନଙ୍କୁ ଭିତରୁ ଯେଉଁ ଦ୍ଵନ୍ଦ ଅଛି ସବଜେଟିଭି ନାଚୁରାଲ୍ ରୁହେ ସେଇଟା ୩୦ ମାର୍କ କରା ହୋଇଛି । ଟୋଟାଲ୍ ୮୦ ନମ୍ୱର୍ ପରୀକ୍ଷା ହବ ପରୀକ୍ଷା ରେ ଯେଉଁ ନମ୍ୱର୍ ଦିଆ ହବ ତାର ପ୍ରକିୟା ସମ୍ମାନ ରହିବ ନିଶ୍ଚିନ୍ତ ଭାବରେ ଯେଉଁ ଟା ହୋଇଯାଇଛି ସିଲା ବସ୍ ।

 

ସେ ସିଲା ବସ୍ ବାଦରୁ ଯେଉଁ ୭୦ ପ୍ରତିଶତ ରହିଲା ଯାହା କୁ ମାନେ ୧୦୦ ଦିନ ଭିତରେ ସାରିବା ପାଇଁ ନିଶ୍ଚିତ ଭାବରେ ପ୍ରୟାସ କରାଯିବ ପାଠ ପଢା ଦିନରେ ଛୁଟି ଗୁଡ଼ିକ ବନ୍ଦ ରହିବ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *