Breaking News

ବେ ସରକାର ବଡ଼ ଘୋଷଣା କରିଛନ୍ତି ୧୦୦ ଦିନ ହବ ପାଠ ପଢା, ଏହି ଢଙ୍ଗରେ ପାଠ ପଢା ହେବ

ଯେହେତୁ ରାଜ୍ୟର କରୋନା କଣ୍ଟ୍ରୋଲ ହୋଇଯାଇଛି ତଥାପି ସ୍କୁଲ୍ ଖୋଲିଲେ ମଧ୍ୟ ପିଲା ମାନଙ୍କୁ ସାବଧାନ ରହିବାକୁ ପଡ଼ିବ ଆମର ଯୋଉ କୋଭିଡି ଗାଇଡି ଲାଇନ୍ କେମିତି ପାଳନ ହେବ ପିଲା ମାନେ ଟିକେ ଦୂରତ୍ଵ ରକ୍ଷା କରିବେ । କିନ୍ତୁ ଏ ସବୁ ସତ୍ତ୍ୱେ ଆଶା ହଉନି ସବୁ ପିଲା ସ୍କୁଲ୍ କୁ ଆସିବେ ବୋଲି । କାହିଁକି ନା ଯେଉଁ ମାନେ ଅନ୍ ଲାଇନ୍ ରେ ପାଠ ପଢ଼ୁଛନ୍ତି ସେ ମାନେ ସ୍କୁଲ୍ ନ ଆସିପାରନ୍ତି ।

ହେଲେ ଯେଉଁ ମାନେ ପାଠ ପଢି ନାହାନ୍ତି ଅନ୍ ଲାଇନ୍ ରେ ବା ପ୍ରାଇଭେଟ୍ କୋଚିଙ୍ଗ ପାଇନାହାନ୍ତି ସେମାନଙ୍କ ପାଇଁ ଏଇ ଗୋଟେ ଆର୍ଶୀବାଦ । ସେମାନେ ନିଶ୍ଚନ୍ତ ଭାବେ ତ ସ୍କୁଲ୍ ଆସିବେ । ଶିକ୍ଷକ ମାନେ ସେମାନଙ୍କର ଟିକେ ଅଧିକ ଯତ୍ନ ନେବା ଉଚିତ । କାରଣ ଏତେ ସମୟ ଧରି ପାଠ ପଢା ହେଇନଥିଲା ଓ ସେମାନଙ୍କର କଣ ସମସ୍ୟା ଅଛି ତା କୁ ବୁଝି ଶିକ୍ଷକ ମାନେ ସମାଧାନ କରିପାରିବେ ବୋଲି ଆଶା ରହିଛି ।

 

୧୦୦ ଦିନ ଭିତରେ ଯେଉଁ ପରୀକ୍ଷା ହବ +2 ପରୀକ୍ଷା ହଉ କି ମାଟ୍ରିକ ପରୀକ୍ଷା ହଉ କିପରି ପ୍ରଶ୍ନ ପତ୍ର ଢାଞ୍ଚା ରହିବ ବୋଲି ପିଲା ମାନଙ୍କୁ ଟିକେ ଆଗୁଆ କହିଦେଲେ ଭଲ ହୁଅନ୍ତା । ଯୋଉ ୧୦୦ ଦିନ ଭିତରେ ସେମାନେ ଟିକେ ସତର୍କ ରୁହନ୍ତେ । ଯାହା ସମସ୍ୟା ରହନ୍ତା ତାକୁ ଶିକ୍ଷକ ସମାଧାନ କରନ୍ତେ । ତେଣୁ ପରୀକ୍ଷା ବିଷୟରେ ଗୋଟେ ସ୍ଵତନ୍ତ୍ର ସୂଚନା ଦେବା ଉଚିତ୍ ।

୧୦୦ ଦିନ ପାଠ ପଢା ହବ ସ୍କୁଲ୍ ପିଲାଙ୍କ ର ଯାହା ସମସ୍ୟା ତାହା ସମାଧାନ ହୋଇପାରିବ କିନ୍ତୁ +2 ପିଲା ପାଈଁ ୧୦୯ ଦିନ ର ପାଠ ପଢା କଣ ଯଥେଷ୍ଟ ସେମାନେ ବୋଡ ପରୀକ୍ଷା ଦେବେ ତାଙ୍କ ଜୀବନ କଥା ଏତେ କମ ଦିନରେ କେମିତି ସରିବ ?

 

ଏଇଟା ଗୋଟେ ଅସହାୟ ପରିସ୍ଥିତି ଆମେ କହିପାରିବିନି କାହିଁକି ସ୍କୁଲ୍ ଖୋଲିଲାନି ବୋଲି ଏଥିରେ କେହି ପ୍ରଶ୍ନ କରିପାରିବେନି ଏଇଟା କାହା ହାତରେ ନଥିଲା ଦୈବୀ ଦୁର୍ବୀପାର୍କ ଭଳି ଗୋଟେ ଜିନିଷ । ପିଲା ମାନଙ୍କ ଆଗରେ ସରକାର ଆଶ୍ରୟ ହୋଇପଡ଼ି ଥିଲା କାରଣ ସରକାର ଙ୍କ ଆଖିରେ ପିଲା ମାନଙ୍କ ଜୀବନ ବଡ଼ ଥିଲା ।

ଏଇ ୧୦୦ ଦିନ ଭିତରେ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ପଡିବ । ଶିକ୍ଷକ ମାନେ ସମ୍ଭାବ୍ୟ ପ୍ରଶ୍ନ ଗୁଡିକ ପିଲା ମାନଙ୍କୁ ପଢାଇବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *