Breaking News

ସରକାର କରିଲେ Bada ଘୋଷଣା, ଏମାନଙ୍କର ହେବ ରାସନ କାର୍ଡ ବାତିଲ, ଜାଣନ୍ତୁ ଆପଣଙ୍କର କଟିବ କି ରହିବ…

ନମସ୍କାର ବନ୍ଧୁଗଣ ଯଦି ଆପଣ ଜଣେ ରାସନ କାର୍ଡ ଅଧିକାରୀ ଆଉ ଆପଣ ଯଦି ରାସନ କାର୍ଡରୁ ରାସନ ସାମଗ୍ରୀ ନେଉଛନ୍ତି ତେବେ ଜାଣନ୍ତୁ ଆସୁଛି ରାସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର ଏହି ଭୁଲ ପାଇଁ କଟିପାରେ ଆପଣଙ୍କ ରାସନ କାର୍ଡ ତେବେ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ ଅପଡେଟ |

ରାସନ କାର୍ଡରେ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଗରୀବଙ୍କ ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ ସରକାର ତେବେ ଏହି ଯୋଜନା ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି ତେବେ ଗଣ ମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ସରକାର ସରକାର ଏହି ଯୋଜନା ଆଗକୁ ନେବା ପାଇଁ ଚିନ୍ତା କରୁଛନ୍ତି |

କିନ୍ତୁ କିଛି ଦିନ ପୂର୍ବରୁ ସରକାର ଜାଣିବାକୁ ପାଉଥିଲେ ଯେ ଅଯୋଗ୍ୟ ପାର୍ଥି ମାଗଣା ରାସନ କାର୍ଡ଼ର ଲାଭ ଉଠାଉଛନ୍ତି ଏହିଭଳି ପରିସ୍ଥିତିରେ ସରକାର ରାସନ କାର୍ଡ ଧାରୀଙ୍କ ସହିତ ଜଡ଼ିତ ନିୟମରେ ପରିବର୍ତ୍ତନ କରୁଛନ୍ତି ତେବେ ଗଣ ମାଧ୍ୟମ ରିପୋର୍ଟ ଅନୁଯାଇ ସରକାର ଅଯୋଗ୍ୟ କାର୍ଡ ଧାରୀଙ୍କୁ ରାସନ କାର୍ଡ ଫେରେଇବା ପାଇଁ ନିବେଦନ କରିଥିଲେ ସେହିଭଳି ଭାବରେ ଯିଏ ରାସନ କାର୍ଡ ନଫେରେଇଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ |

ଏହି ରିପୋର୍ଟକୁ ନେଇ ୟୁପି ସରକାର ସ୍ପଷ୍ଟ କରିଥିଲେ ଯେ ଯେପରି କୌଣସି ଆଦେଶ ଦିଆଯାଇ ନାହିଁ ତେବେ ପ୍ରତ୍ୟକ ରାସନ କାର୍ଡ ଧାରୀଙ୍କ ସହିତ ଜଡ଼ିତ ନିୟମ ବିଷୟରେ ଅବଗତ ରହିବ ଆବଶ୍ୟକ ଯଦି ଆପଣ ଜଣେ ଅଯୋଗ୍ୟ ରାସନ କାର୍ଡ ଧାରୀ ହୋଇ ରାସନ କାର୍ଡ ପ୍ରାପ୍ତ କରୁଛନ୍ତି ଏବଂ ସରକାରଙ୍କ ଯୋଜନାରେ ଲାଭ ଉଠାଉଛନ୍ତି ତେବେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.