ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର କ୍ରେଞ୍ଜ ମ୍ୟାଲେରିଆ ନିରାକରଣ ରେ ରାଜ୍ୟ ସରକାରଙ୍କ ସଫଳତା କୁ ଆଧାରିତ କରି ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ କୁ ପୂର୍ବରୁ ସରକାରୀ ସଦସ୍ୟ ଦେଖିବା ପାଇଁ ଆୟୋଜନ କରିଥିଲେ ସରକାର ଆଗକୁ ସବୁ ଜିଲ୍ଲା ଓ ସବୁ ଉପଖଣ୍ଡ ସ୍ତରୀୟ କର୍ମଚାରୀ ଦମନ ସିନେମା ଦେଖିବା ପାଇଁ ରାଜ୍ୟ ସରକାର ବିବାଦ ବନ୍ଦ କରିବାକୁ ନିଷ୍ପତି ନେଇଛି |
ଏଥି ପାଇଁ ସବୁ ପ୍ରତ୍ୟେକ ସୋ ପ୍ରତି ୪୦ ହଜାର ଟଙ୍କା ଦିଆଯିବ ସିତନ୍ତ୍ର ପଦ ପାଇ ହଲ୍ ବୁକ୍ କରାଯାଇଛି ବିଭିନ୍ନ ସ୍ତର ରୁ ଆସିଥିବା ମାତା ମତ କୁ ବିଚାର କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମା କୁ ଜିଲ୍ଲା ତଥା ଉପ ଜିଲ୍ଲା ସ୍ତର ରେ ପଦ ଘୋଷିତ କରିବା ପାଇ ସ୍ଥିର କରାଯାଇଛି ବିଭଗ୍ୟ ଶାସନ ସଚିବ ସଲିଁ ପଣ୍ଡିତ କୁ ଜିଲ୍ଲା ର ଜିଲ୍ଲା ପାଳ ମନକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି | ଏହି ଚଳ ଚିତ୍ର ଟି ମ୍ୟାଲେରିଆ ପ୍ରବଳ ଜିଲ୍ଲା ମାଲକାଗିରିର ରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ସଫଳତା ର କାହାଣୀ ଏହି ଚଳଚ୍ଚିତ୍ର ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟ କରି କରିବା |
ସରକାରୀ ତଥା ଜନ ସାଧାରଣ କ ଉଦ୍ୟମ ଏବଂ ଅବଦାନ ଉପରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି ଏଥି ପାଇ ଉଚାଯୁକ୍ତ ସିନେମା ହଲ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳ କୁ କୁହାଯାଇଛି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କ ନିର୍ଦ୍ଦେଶ କର୍ମେ ମେଲେରିଆ ନିରାକରଣ ପାଇ ୨୦୧୬ ମସିହା ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳ ରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ ଏଥିରେ ବିଶେଷତ୍ଵ ବିଶେଷ ଭାବରେ ମାଲକାଗିରି କୋରାପୁଟ ନବରଙ୍ଗ ପୁର ରାୟଗଡ଼ା କଳାହାଣ୍ଡି ଗଜପତି ନୂଆପଡ଼ା ଏବଂ କନ୍ଧମାଳ ଆଦି ଆଠ ଟି ଜିଲ୍ଲାର ପ୍ରାୟ ୮ ହଜାର ମ୍ୟାଲେରିଆ ପ୍ରବର୍ ଗ୍ରାମ ମାନକ ରୁ ଏହି ଘାତକ ଜ୍ଵର ନିରାକରଣ ଉପରେ ଅଧିକ ଗୁରୁତ୍ଵ ଆରୋପ କରାଯାଇଥିଲା କ୍ଷେତ୍ର ସ୍ତରରେ କର୍ଯ୍ୟତ ଡାକ୍ତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗ ର କର୍ମ ଚାରି ମାନକ ମୃ-ତ୍ୟୁ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକାର କ୍ଷେତ୍ର ରେ ଉଲ୍ଲେଖ ନିଅ ସଫଳତା ମିଳିଥିଲା |
ଏହି ଯୋଜନା କାର୍ଯ୍ୟ କାରୀ କରି ଲୋକ ସଚେତନ କରିବା ସହଜ ନଥିଲା ପାହାଡ ଜଙ୍ଗଲ ନଦୀ ଝାରଣା ପରିବେଶ ଦୁରନ୍ତ ଗ୍ରାମ ମାନକ ରେ ପ୍ରଚଳିତ ଅନ୍ଧ ବିଶ୍ଵାସ ଓ ସ୍ୱାସ୍ଥ୍ୟ କର ଜୀବନ ବଚାଅ ଯୋଗାଯୋଗ ର ଅଭାବ ଆଦି ଏହି ଦିଗ ରେ ବଡ ପ୍ରତି ବନ୍ଧକ ସାଜିଥିଲା ଏ ସବୁ କୁ ଅତି କ୍ରମ କରି ଦମନ ର ସଠିକ୍ କାର୍ଯ୍ୟ କାରୀ ନିମନ୍ତେ ନିଷ୍ଠା ପର ଡାକ୍ତର ଏବଂ କ୍ଷେତ୍ର ସ୍ତରୀୟ କର୍ମଚାରୀ ମାନକୁ ଅନେକ ତ୍ୟାଗ ଓ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା |
ଏହି ବାସ୍ତବିକ କଥା କୁ ଲକ୍ଷ କରି ଚଳଚ୍ଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶକ ଦିପେନ୍ଦ୍ର ସାମଲ ଓଡ଼ିଆ ସିନେମା ଦମନ ପ୍ରସ୍ତୁତ କରିଥିଲେ ସିନେମା ଟିର ବାସ୍ତବିକ କଥା ବସ୍ତୁ ଦର୍ଶକ ମଙ୍କୁ ବେଶ୍ ଭଲ ଲାଗିଥିଲ ଏବେ ପ୍ରତ୍ୟେକ ଦିନ ଲୋକ ମାନେ ଦମନ ଦେଖିବା ପାଇଁ ଉତ୍ସକ ଦେଖୁଛନ୍ତି ଏବଂ ପ୍ରତ୍ୟେକ ଦିନ ହଲ୍ ଫୁଲ ମଧ୍ୟ ରହିଛି |
Check Also
ଏହି 10 ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସ୍ୱାମୀ କରୁଛନ୍ତି ଏପରି କାମ ଯାହାକୁ Janila ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !
ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଓଲିଉଡର ଅଭିନେତ୍ରୀ ମାନଙ୍କର ସ୍ବାମୀମାନେ କେଉଁ ବିଜନେସ କରନ୍ତି। ବନଜା ପଣ୍ଡା-ଦର୍ଶକ ବନ୍ଧୁ …