ଦର୍ଶକବନ୍ଧୁ କେନ୍ଦ୍ର ସରକାରଙ୍କ ତରପରୁ ରାସନ କାର୍ଡ ଧାରୀମାନଙ୍କୁ ଆସିଯାଇଛି ବଡ଼ ଖବର ଏବେ ଏହି ସୁବିଦା ଯୋଗାଇବେ ଆମ କେନ୍ଦ୍ର ସରକାର ସମସ୍ତ ରାସନ କାର୍ଡ ଧରି ମାନଙ୍କୁ ତେବେ ଫ୍ରେଣ୍ଡସେ ସମସ୍ତ ରାସନ କାର୍ଡ ଧାରୀଙ୍କ ପାଇଁ କଣ ରହିଛି ଏହି ଖୁସି ଖବର ଏବଂ କେବେ ଠାରୁ ଆପଣ ମାନେ ଏହି ସୁବିଦାଟି ମିଳିବ ଆସନ୍ତୁ ଜାଣିନେବ |
ତେବେ ଫ୍ରେଣ୍ଡସେ ଆପଣ ମାନଙ୍କ ମଧ୍ୟରୁ କେଉଁ ମାନେ ରାସନ କାର୍ଡ ସୁବିଦା ଉପଭୋଗ କରୁଛନ୍ତି ରାସନ କାର୍ଡ ଧାରୀଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ ସୁବିଦା ଯୋଗାଇ ଦେଉଛନ୍ତି ବର୍ତମାନେ ରାସନ କାର୍ଡ ଧାରୀଙ୍କ ସୁବିଦା ଦୁଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଆଉ ଏକ ଘୋଷଣା କରିଛନ୍ତି |
ଏହି ଘୋଷଣା ଅନୁଯାଇ ରାଜ୍ୟର 80 ହଜାର ଡିଲର ଦୋକାନରୁ ଜନ ସମାଗମ କେନ୍ଦ୍ର ଭାବରେ ବିକଶିତ କରାଯିବ ଉତର ପ୍ରଦେଶରେ ପ୍ରାୟ 3ଦଶମୀକି 5 କୋଟି ରାସନ ଡିଲର ଅଛନ୍ତି ସମସ୍ତେ ଏହାର ଲାଭ ଚାହୁଁଛନ୍ତି | UP ପରେ ମଧ୍ୟ ଏହି ସୁବିଦା ଅନ୍ୟ ରାଜ୍ୟମାନଙ୍କରେ ବାହାର କରାଯାଇସାରିଛି ଏହି ପରିପେକ୍ଷେ UP ମୁଖ୍ୟ ଯୋଗୀ ଆଦିତ୍ୟ ନାଥ ଏହି ସମ୍ପର୍କରେ ଘୋଷଣା କରାଯାଇଛନ୍ତି ଏହି ସୁବିଦଂ ଆରମ୍ଭ କରି ଉଭୟ କାର୍ଡ ଧାରକ ଏବଂ ରାସନ ଡିଲର ଉପକୃତ ହେବେ |
ଏହା ବେତିତ ଏବେ ରାସନ କାର୍ଡ ଧାରୀଙ୍କ ପାଇଁ ବ୍ୟାଙ୍କ ଖାତାକୁ ଟଙ୍କା ତେଣୁ ରାସନ ଡିଲର ମାନେ ସମସ୍ତେ ଏବେ ରାସନ କାର୍ଡ ଧାରୀଙ୍କୁ ବ୍ୟାଙ୍କର ସମସ୍ତ ଡିଟେଲେସ ମାଗିଛନ୍ତି | ତେବେ ଫ୍ରେଣ୍ଡସେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ଣ୍ଣ ଯୋଜନା ମାଧ୍ୟମରେ ରାସନ କାର୍ଡ ଧରି ମାନଙ୍କୁ ଏହି ସୁବିଦା ମିଳିବାକୁ ଯାଉଛି ଏବେ ରାସନ କାର୍ଡ ମାଧ୍ୟମରେ ମିଳିବାକୁ ଯାଉଛି ଚାଉଳ ଡାଲି ଗହମ ସହିତ ଟଙ୍କା ତେବେ ଫ୍ରେଣ୍ଡସେ ଯେଉଁ ମାନଙ୍କର ରାସନ କାର୍ଡ ନାହିଁ ଏବେହିଁ ରାସନ କାର୍ଡ ବନାଇ ନିଅନ୍ତୁ | ଯାହା ଦ୍ୱାରା ସରକାରଙ୍କ ଏହି ସବୁ ସୁବିଦା ମିଳିବ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …