Breaking News

ସରକାର କଲେ ବଡ଼ ଘୋଷଣା SBI Bank ଗ୍ରାହକ ମାନଙ୍କୁ ମିଳିବାକୁ ଯାଉଛି ଏହିସବୁ ସୁବିଦା, ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ନିଶ୍ଚୟ ଦେଖନ୍ତୁ….

ତେବେ ଦର୍ଶକବନ୍ଧୁ ସମସ୍ତ SBI ଗ୍ରହକା ମାନଙ୍କ ପାଇଁ କଛି ଗୁରୁତ୍ୱ ପୂର୍ଣ୍ଣ ଘୋଷଣା ATM ଉଠାଣ ଏବଂ ବଲନ୍ସ ଚେକ କଲେ ଏଣିକି ଦେବାକୁ ପଡିବ ଚାର୍ଜ ତେବେ ଚାଲନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଖବର ଉପରେ | ତେବେ ଦର୍ଶକବନ୍ଧୁ ଭରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ବଡ଼ ଖବର ଆସୁଛି SBI ପକ୍ଷରୁ ATM ଉଠାଣ ଶ୍ସଲୋକ ନିୟମ ରେ ପରିବର୍ତନ କରାଯାଇଛି ଏଣିକି SBI ଅନ୍ୟ ବ୍ୟାଙ୍କର ବଲନ୍ସ ଚେକ କରିବା ପାଇଁ ଗ୍ରାହକ ମାନେ ଅର୍ଥ ପୈଠ କରିବେ |

ଏଥି ସହିତ ଅନ୍ୟ କିଛି ନିୟମ ପରିବର୍ତନ କରାଯାଉଥିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏବେ ନୂଆ ନିୟମ ଅନୁଯାଇ ଯଦି ଗ୍ରାହକ ମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଇସା ମେଣ୍ଟନେ କରନ୍ତି ତେବେ ସେମାନଙ୍କୁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡିବ ନାହିଁ | ଅନ୍ୟ ବ୍ୟାଙ୍କ ର ATM ରୁ ପଇସା କାଢ଼ିଲେ ଆପଣଙ୍କୁ ୩ଟି ଉଠାନା ମାଗଣା ମିଳିବ |

SBI ATM ରୁ ନ ଉଠାଇ ଅନ୍ୟ କୌଣସି ATM ରୁ ପଇସା କାଢ଼ିବ ଅଲଗା ନିୟମ ରହିଛି ଏବେ ଆପଣଙ୍କୁ SBI ATM ଆଧାରରେ 5ରୁ 20 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦରକାର ଦେବାକୁ ପଡିବ | ଯଦି SBI ଲିମିଟି ରୁ ଅଧିକ ପଇସା ଉଠାଉଛନ୍ତି ତେବେ 10 ଟଙ୍କା ଚାର୍ଜ ଲାଗିବ |

ସେହିପରି ଅଲଗା କୌଣସି ATM ରୁ ଉଠାଇଲେ ଲିମିଟିରୁ ଅଧିକ ପଇସା କାଢ଼ିଲେ 20 ଟଙ୍କା ଦେବାକୁ ପଡିବ SBI ATM ରୁ ବଲନ୍ସ ଚେକ କରିବା ପାଇଁ 5 ଟଙ୍କା ଅନ୍ୟ ବ୍ୟାଙ୍କ ATM ରୁ ବଲନ୍ସ ଚେକ ପାଇଁ 8 ଟଙ୍କା ଲାଗିବ | ଯଦି ଆପଣ ମାନେ ଖଟରେ ଏକ ଲକ୍ଷ ଟଙ୍କା ମେଣ୍ଟନେ ରଖିବେ ତେବେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.