Breaking News

Big Breaking ସରକାର କଲେ ବଡ ଘୋଷଣା, ଶୁଣିଲେ ଆପଣ ବି ଖୁସିରେ ନାଚି ଉଠିବେ, ଚାଷୀ ଭାଇ ମାନଙ୍କୁ ମିଳିବ ଏମିତି ଲାଭ, ଦେଖନ୍ତୁ

ପିଏମ କିଶନ ଟ୍ରାକ୍ଟର ରଯୋଜନା ରେ ଚାଷୀଙ୍କୁ ଟ୍ରାକ୍ଟର ।ମୋଦି ସରକାର ଚାଷୀଙ୍କୁ ଆୟ ବଢ଼ାଇବା ଏବଂ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଆଣୁଛନ୍ତି ଏହି ମାଧ୍ୟମରେ ପିଏମ୍ କିଶନ ଟ୍ରାକ୍ଟର ଯୋଜନା ଏକ ନୂଆ ଯୋଜନା ।

ଆସନ୍ତୁ ଜାଣିବା କେଉଁ ମାନଙ୍କୁ ମିଳିବ ଟ୍ରାକ୍ଟର ଆସନ୍ତୁ ନଜର ପକେଇବା ପିଏମ କିଶନ ଯୋଜନା ଅନୁସାରେ ଚାଷୀଙ୍କ ଖାତାରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଉଛି । କିଶନ ଙ୍କୁ ଚାଷ କରିବା ପାଇଁ ଅନେକ ପ୍ରକାର ସହାୟତା ଆବଶ୍ୟକତା ପଡ଼ିଥାଏ । ଏହି ଭଳି କ୍ଷେତ୍ରରେ ଚାଷୀଙ୍କ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଟ୍ରାକ୍ଟର କିଣିବାକୁ ସଫସିଟ ଦେଉଛନ୍ତି ।

ଏହି ସଫସୀଟ ପିଏମ ଟ୍ରାକ୍ଟର କିଶନ ଯୋଜନା ରେ ଦିଆଜାଉଛି ଚାଷୀଙ୍କ ପାଇଁ ଅନେକ ଗୁଡ଼ିଏ ଯୋଜନା ନେଇ ଆସିଛନ୍ତି ତେବେ ପିଏମ୍ କିଶନ ଟ୍ରାକ୍ଟର ଯୋଜନା ଅନୁସାରେ ଚାଷୀଙ୍କୁ ଅଧା ଦାମ୍ ର ଟ୍ରାକ୍ଟର ଯୋଗାଇ ଦେବେ ଚାଷୀଙ୍କୁ ଟ୍ରାକ୍ଟର କିଣିବାକୁ କେନ୍ଦ୍ର ସରକାର ସଫସିଟ୍ ମଧ୍ୟ ଯୋଗାଇ ଦେଉଛନ୍ତି ।

ଏହି ଅନୁସାରେ ଚାଷୀ କୌଣସି କମ୍ପାନୀ ର ଟ୍ରାକ୍ଟର ଅଧା ଦାମ୍ ରେ କିଣି ପାରିବେ ବାକି ଅଧା ଦମ୍ ସରକାର ଙ୍କ ର ସଫସିଟ ହିସାବରେ ଦେବେ ଏହା ବ୍ୟତୀତ ଅନେକ ରାଜ୍ୟ ରେ ସରକାର ମଧ୍ୟ ଚାଷୀଙ୍କୁ ନିଜ ନିଜ ସ୍ତର ରେ ଟ୍ରାକ୍ଟର ୨୦ରୁ୨୫% ସଫସିଟ୍ ଯୋଗାଇ ଦେବେ କହିବାକୁ ଗଲେ ଏହି ସଫସିଟ୍ ଗୋଟିଏ ଟ୍ରାକ୍ଟର କିଣିବା ଉପରେ ସରକାର ଦେଉଛନ୍ତି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.