Breaking News

ସରକାର ଜାରି କଲେ ନୂଆ ଯୋଜନା, ବେକାରୀଙ୍କୁ ମିଳିବ ପ୍ରତିମାସରେ 1500 ଟଙ୍କା ଦେଖନ୍ତୁ କେମିତି କରିବେ ଆବେଦନ…

ଦର୍ଶକବନ୍ଧୁ ସରକାର ଦେବାକୁ ଯାଉଛନ୍ତି ସମସ୍ତ ବେକାର ଯୁବକ ମାନଙ୍କୁ ପଇସା ସନ୍ତୁ ଜାଣିବା କେଉଁ ବର୍ଗର ଯୁବକ ମାନଙ୍କୁ ମିଳିବାକୁ ଯାଉଛି ସରକାରଙ୍କ ତରପରୁ ଏହି ସହାୟତା ରାଶି ସେଥି ଦେଶରେ ବେକାରୀ ମାନଙ୍କର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି | ଏପରି ସ୍ତିତିରେ ଯୁବକ ଆର୍ଥିକ ସହାୟତା କରିବା ପାଇଁ ସରକାର ଆଗେଇ ଆସିଛନ୍ତି ଏଥିପାଇଁ ସରକାର ଯୁବକ ମାନଙ୍କୁ ସରକାରୀ ଭତା କରିବେ ନିକଟରେ ମଧ୍ୟ ପ୍ରଦେଶ ସରକାର ଏପରି ଘୋଷଣା କରିଛନ୍ତି |

ଯଦି ଆପଣ ଏହି ଯୋଜନାର ଫାଇଦା ନେବା ପାଇଁ ଚାହିଁବେ ତାହାଲେ ଅନଲାଇନି ରେ ଆବେଦନ କରିବାକୁ ପଡିବ ଏହି ଯୋଜନାରେ ସରକାର ରାଜ୍ୟର ବେକାର ମାନଙ୍କୁ ମାସକୁ 1500 ଟଙ୍କା ପ୍ରଦାନ କରିବେ | ଏହି ଭତା 21 ରୁ 25 ବର୍ଷ ବୟସ ଯୁବକ ମାନଙ୍କୁ ମିଳିବ ଯେ ପର୍ଯ୍ୟନ୍ତ ଜଣଙ୍କର ଚାକିରୀ ନାହିଁ ସେ ପର୍ଯ୍ୟନ୍ତ ଏହି ଅର୍ଥ ପ୍ରଦାନ କରାଯିବ | ଏହି ଅର୍ଥ ବେକାର ଯୁବକଙ୍କୁ ଚାକିରୀ ଖୋଜିବାରେ ସହାୟତା କରିବା ସହ ନିଜର ପାକେଟ ଖର୍ଚ୍ଚ ଚଳାଇବାରେ ସହାୟତା କରିବା |

ଏହି ଭତା ପାଇଁ MP ରୋଜଗାର ପୋଟଳାରେ ଅଫିସିଆଲ ସାଇଟିରେ କୁ ଯାଇ ସେଇଠି ଆବେଦନ କରିପାରିବେ | ଏହା ପରେ ନିଜର ଜରୁରୀ ସୂଚନା ଦେଇ ସମସ୍ତ ଜରରୁ ଡକମେଣ୍ଟ ଦେବାକୁ ପଡିଥାଏ ଏଥିପାଇଁ ଆଧାର କାର୍ଡ ବାସ ସ୍ଥାନ ପ୍ରମାଣ ପତ୍ର ଜନ୍ମ ପ୍ରମାଣପତ୍ର ଦଶମ ମାର୍କ ସିଟି ପନକାର୍ଡ ନିଜର ଗୋଟେ ଫୋଟ ମୋବାଇଲି ନୁମ୍ବର ବ୍ୟାଙ୍କ ବହି ଆଦି ଡକମେଣ୍ଟର ଅବଶକ୍ୟତା ପଡିଥାଏ

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.