Breaking News

ସରକାର ଦେଲେ ସତର୍କ ସୂଚନା SBI ରେ ଖାତା ଥିଲେ ଶୀଘ୍ର ଦେଖନ୍ତୁ, ନହଲେ ଶୂନ ହୋଇଯିବ ଆକାଉଣ୍ଟ…. ଜରୁରୀ ଖବର ଶୀଘ୍ର ଦେଖନ୍ତୁ !

ବର୍ତମାନର ବଡ଼ ଖବର ଯାହାକି ଆପଣ ମାନେ ସମତେ SBI ଜାଣିଥିବେ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଯଦି ଆପଣଙ୍କର ବ୍ୟାଙ୍କ ରେ ଖାତା ରହିଛି ତେବେ ଆପଣ ମାନଙ୍କ ପାଇଁ ବଡ଼ ଖବର ଯାହାକି SBI ବିନା ଶୁଦ୍ଧ ଓ ବିନା ଗେରେଣ୍ଟିରେ ଦେଉଛି 25 ଲକ୍ଷ ଟଙ୍କା ର ଲୋନ ସରକାର ଦେଲେ ବଡ଼ ସୂଚନା | ସୋସିଆଲ ମିଡିଆରେ ୟୁଜର ସଂଖ୍ୟା ବଡିବାରେ ଲାଗୁଥିଲା ବେଳେ ଭୁଲୁ ଖବର ଭାଇରଲ ହେବାରେ ଲାଗିଛି ଏହି କାରଣ ଯୋଗୁଁ ଲୋକ ମାନେ ଅନେକ ଥର ଠକାମୀ ଶିକାର ହେଉଛନ୍ତି |

ଏଥିପାଇଁ କୌଣସି ଯୋଜନାରେ ଟଙ୍କା ଲଗାଇବା ବା ଫର୍ମ ପୁରାଣ କରିବା ପାଇଁ ତା ବିଷୟରେ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ | ଆଜି କଲି ଅନେକ ସୋସିଆଲ ମିଡିଆରେ ସାରାକରଣ ପକ୍ଷରୁ ପରିଚାଳନ ଯୋଜନା ଗୁଡିକ ବିଷୟରେ ଦାବି କରାଯାଉଛି ଅନେକ ୟୁଟୁବ ଚେନେଲ ମଧ୍ୟ ଦାବି ହେଉଛି ଯେ କେନ୍ଦ୍ର ସରକାର ଦ୍ୱାରା ପରିଚାଳିତ ପ୍ରଧାନ ମନ୍ତ୍ରୀ କନ୍ୟା ସାମନିଧି ଯୋଜନା ଅଧୀନରେ ଝିଅ ମାନଙ୍କୁ ପ୍ରତି ମାସରେ 2500 ଟଙ୍କା ଦିଆଯାଉଛି |

ଏହି ଟଙ୍କା ସିଧା ସଳଖ ଝିଅଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି ଏହା ବେତିତ ୟୁଟୁବ ରେ ଏହା ମଧ୍ୟ ଦାବି କରାଯାଉଛି ମହିଳା ରୋଜଗାର ଅଧୀନରେ ସରକାର ସମସ୍ତ ମହିଳା ମାନଙ୍କୁ ଆକାଉଣ୍ଟ କୁ ଏକ ଲକ୍ଷ ଟଙ୍କା ପଠାଉଛନ୍ତି ଏଥିରେ ମହିଳା ମାନେ ସେମାନଙ୍କର ଵେବସାୟ ଅରାମବାହା କରି ପାରିବେ ଦେଶର ସମସ୍ତ ମହିଳା ମାନଙ୍କୁ ସରକାରଙ୍କ ପକ୍ଷରୁ ନାରୀ ଶକ୍ତି ଯୋଜନା ଅଧୀନରେ SBI ବିନା ଗ୍ୟରେଣ୍ଟି ବିନା ସୁଧରେ 25 ଲକ୍ଷ ଟଙ୍କା ଲୋନ ଦେଉଛି |

ଏହି ଯୋଜନା ସମଗ୍ର ଭାରତରେ ମହିଳାଙ୍କ ପାଇଁ ବୋଲି ଭାଇରଲ ଏସଏମଏସ ଓ ୟୁଟୁବ ଚେନେଲରେ ଦାବି ମଧ୍ୟ କରାଯାଉଛି | ସରକାର ଏହି ଭିଡ଼ିଓ ପାଇଲା ପରେ ଏକ ଭିଡ଼ିଓ ଜାରିକରି ଏହି ସମସ୍ତ ଯୋଜନା ଗୁଡିକ ନକଲି ବା ମିଛ ବୋଲି କହିଛି ତେବେ PIB ପକ୍ଷରୁ କରାଯାଇଥିବା ଟୁଇଟ୍ର କୁହାଯାଇଛି ଯେ କିଛି ୟୁଟୁବ ଚେନେଲରେ ବିଭିନ୍ନ ସରକାରୀ ଯୋଜନ ସହିତ ଯଦି କିଛି ସୂଚନା ଦିଆଯାଉଛି ଯାହା ବାସ୍ତବରେ ନାହିଁ ଠକ ମାନଙ୍କ ଦ୍ୱାରା ଭୁଲୁ ଭାବରେ ଦିୱାଜଉଥିବା ସୂଚନା ଏପରି ବିଷୟ ବସ୍ତୁ ଉପରୁ ଦୁରେଇ ରୁହନ୍ତୁ |

ସତର୍କ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ ଏହା ସହ ନିଜର ବ୍ୟକ୍ତିଗତ ସୂଚନା ଏହି ଥିରେ କୁହଜିଥିବା ସୂଚନା ୱଏଵେ ସାଇଟିରେ ଛାଡ଼ନ୍ତୁ ନାହିଁ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.