Breaking News

ସରକାରଙ୍କର ବଡ ନିସ୍ପତି ଯଦି ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କାଗାୟବ ହୁଏ ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ ରହିବ ଓ ସବୁ ଟଙ୍କା ବ୍ୟାଙ୍କ ଫେରସ୍ତ କରିବ

ଖାତାରୁ ଟଙ୍କା ଖାଲି ହେଲେ ବ୍ୟାଙ୍କ ଦାୟୀ କ୍ଷତି ପୁରଣ ସାଙ୍ଗକୁ ମିଳିବ ସୁଧ ସହ ପଇସା ଫେରସ୍ତ । ରାଷ୍ଟ୍ରୀୟ ଉପଭୋକ୍ତା ଙ୍କ ଆୟତର ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ଗ୍ରାହକ ଆକାଉଣ୍ଟ ରୁ ଟଙ୍କା ଗ୍ୟାଭେ ହେଲେ ଏବେ ଦାୟୀ ରହିବ ବ୍ୟାଙ୍କ । ନ୍ୟାସନାଲ କଞ୍ଜୁମର୍ କମିସନର ନିଷ୍ପତି ଅନୁଯାୟୀ ହ୍ୟାକର୍ସ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଗ୍ରାହକ ବ୍ୟାଙ୍କ ଖାତା ଆକାଉଣ୍ଟ୍ ଟଙ୍କା ଗାୟବ ହୁଏ କିମ୍ବା କୌଣସି ଗ୍ରାହକ ଠକେଇ ର ଶ୍ରୀକର ହୁଅନ୍ତି ।

ତେବେ ଏଭଳି ପରିସ୍ଥିତିରେ ଖାତା ଧାରୀଙ୍କୁ ଦାୟୀ କରାଯିବନୀ । ବରଂ ବ୍ୟାଙ୍କ ପ୍ରବନ୍ଧକ ଏଥିପାଇଁ ଜବାବ ଦେବେ । ଏପରିକି ଏଭଳି ମାମଲା ରେ ଗ୍ରାହକ ଙ୍କୁ ଲୁଟ୍ ଟଙ୍କା ସୁଧ୍ ମୂଳ ହିସାବରେ ଫେରସ୍ତ କରାଇବା ସହିତ କେସ ପାଇଁ ଖର୍ଚ୍ଚ ହୋଇଥିବା ପଇସା ଏବଂ ମାନସିକ ନିର୍ଯ୍ୟାତନା ବାବଦକୁ କ୍ଷତି ପୂରଣ ମଧ୍ୟ ବ୍ୟାଙ୍କ୍ କୁ ଭରିବାକୁ ପଡ଼ିବ । ତେବେ ଗତ ବର୍ଷ ଜୁଲାଇ ୨୦ ରେ ଦେଶ ବାପି ନୂଆ କଞ୍ଜୁମର ପ୍ରୋଟେକସନ୍ ଆର୍ଟ ୨୦୧୯ ଲାଗୁ ହବା ପରେ ଆୟୋଗ ପାଖରୁ ଏହାକୁ କଡାକଡି କରା ଯାଇଛି ।

ଏବେ ନଜର ପକାନ୍ତୁ କେଉଁ ପରିସ୍ଥିତିରେ ଦାୟୀ ରହିବ ବ୍ୟାଙ୍କ । ଯେତେ ବେଳେ ବ୍ୟାଙ୍କରୁ କୌଣସି ଭୁଲ୍ ପାଇଁ ଖାତା ଧାରଙ୍କ ଖାତା ରୁ ଅନଧିକୃତ୍ ଅର୍ଥ କାରବାର ଜନିତ ଠକେଇ ହୁଏ ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଉତ୍ତରଦାୟୀ ରହିବେ । ସେହି ପରି ଅନଧିକୃତ ଆର୍ଥିକ କାରବାରରେ ନା ତା ବ୍ୟାଙ୍କ ତରଫରୁ କୌଣସି ସମସ୍ୟା ବା ଭୁଲ୍ ରହିଥାଏ ,ନା ହିଁ ଗ୍ରାହକ ତରଫରୁ ବରଂ ପ୍ରକ୍ରିୟାରେ ତ୍ରୁଟି ରହିଥାଏ ।

ତେଣୁ ଏଭଳି ପରିସ୍ଥିତିରେ ଗ୍ରାହକ ଙ୍କୁ ବ୍ୟାଙ୍କ ତରଫରୁ ସୂଚିତ କରିବାକୁ ହେବ ଆଉ ଜଣାଇବାକୁ ପଡ଼ିବ କି ଏହା ଅନିଧିକୃତ୍ ଟ୍ରାନଜାକସନ୍ ବୋଲି । ତେବେ ଏହା କରିବା ଦ୍ୱାରା ଖାତାଧାରକ୍ ଙ୍କ ଦାୟିତ୍ଵ ଶେଷ ହୋଇଥାଏ । ତଦନ୍ତରେ ଏହି ଟ୍ରାନଜାକସନ୍ ଖାତାଧାରକ୍ ଭୁଲ୍ କିମ୍ବା ଅସାବଧାନତା ପାଇଁ ହୋଇନାହିଁ ବୋଲି ଜଣା ପଡ଼େ ତେବେ ବ୍ୟାଙ୍କ୍ କୁ ଏଥିପାଇଁ ଗ୍ରାହକଙ୍କୁ କ୍ଷତିପୂରଣ ଦେବା କୁ ପଡ଼ିବ ।

କେତେ ଦିନ ଭିତରେ କରିବାକୁ ହେବ ଅଭିଯୋଗ । ଯଦି ଗ୍ରାହକ ୭ ଦିନିଆ ତଥା କାଯ୍ୟା ଦିବସ ପରେ ବ୍ୟାଙ୍କ କୁ ଏ ସମ୍ପର୍କରେ ସୂଚନା ଦିଅନ୍ତି । ତେବେ ବ୍ୟାଙ୍କ ବୋର୍ଡ ଏହା ଉପରେ ନିଷ୍ପତ୍ତି ନେବା ଏବଂ ଏହା କୁ ଆଧାର କରି ମାମଲାରେ ଧାରକ ଙ୍କ ଦୋଷ ସ୍ତିର କରାଯିବ ।

ବ୍ୟାଙ୍କ୍ କତୃପକ୍ଷ ଯଦି ଚାହିଁବେ ତେବେ ଏଭଳି ମାମଲା ରେ ଗ୍ରାହକ ଙ୍କ ଦୋଷକୁ ସଂପୂଣ୍ଣ ଭାବରେ କ୍ଷମା ବି କରିପାରନ୍ତି । ଏହା ବ୍ୟାଙ୍କ ତରଫରୁ କ୍ଷତିପୂରଣ ନେବା କୁ ମଧ୍ୟ ନିର୍ଦେଶ ଦେଇ ପାରନ୍ତି । ଅଭିଯୋଗ ପରେ ବ୍ୟାଙ୍କ ୭ଦିନ ମଧ୍ୟରେ ଟଙ୍କାକୁ ଗ୍ରାହକଙ୍କ ଖାତାରେ ଜମା କରିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *