Breaking News

ସରକାର ଆମ ମାନଙ୍କ ପାଖରୁ କେତେ ଟଙ୍କା tax ନିଅନ୍ତି, ଆପଣ ମାନେ ଜାଣିବା ନିହାତି ଦରକାର !

ନମସ୍କାର ଦର୍ଶକବନ୍ଧୁ ଯଦି ଆମ ଭାରତ ସରକାରଙ୍କୁ ଓ ଟୋଟାଲ ରୋଜଗାର ଓ ଖର୍ଚ୍ଚ ଉଭୟ କୁ ଏକ ଟଙ୍କା ଧରାଯାଏ ତେବେ କୋଉ କୋଉ ଆଡୁ କେତେ ପଇସା ଆସେ ଓ କୋଉଠି ଖର୍ଚ୍ଚ ହୁଏ | ଯାଇ ଭାରତ ସରକାରଙ୍କ ରୋଜଗାର ଏକ ଟଙ୍କା ଧରା ଯାଏ ତାହାଲେ ୧ଟଙ୍କାରୁ ୧୫ ପଇସା ଆସେ GST ରୁ ଓ ୧୪ପଇସା ଆସେ INCOME TAX ରୁ ୧୩ ପଇସା ଆସେ CORPORATION TAX ୮ ପଇସା ଆସେ UNION EXCEISE DUTY ରୁ ଆଉ ୩ ପଇସା ଆସେ custom duties ଏସବୁ ହେଲା ସରକାରଙ୍କ ଟାକ୍ସ ରୁ ଆସୁଥିବା ରୋଜଗାର ଏହା ଛଡା 36 ପଇସା lon ବା ଋଣ ୫ ପଇସା ଆସେ ASSETS ବା ସମ୍ପତି ବିକ୍ରି କରି ଯେମିତି AIR india କୁ ବିକିବା ଆଉ ବାକି ୬ ପଇସା ଆସେ NON TAX ରାଜସ୍ୱରୁ |

ଯଦି ଭାରତ ସରକାର କିଛିବି ପଇସା ଖର୍ଚ୍ଚ କରି ଥାନ୍ତି ତାକୁ ଯଦି ଆମେ ୧ ଟଙ୍କା ଭାବି ନେବା ସେଥିରୁ 20 ପଇସା ଖର୍ଚ୍ଚ କରାଯାଉଛି interest ବା ସୁଧର ପଇସା ପାଇଁ ଏବଂ ୧୩ ପଇସା ଖର୍ଚ୍ଚ ହେଉଛି central Govt ପାଇଁ ମାନେ ପୁରା ସିଧାସଳଖ ଖର୍ଚ୍ଚ ହେଉଛି |

୧୬ ପଇସା ଯାଉଛି ରାଜ୍ୟ ସରକାରଙ୍କ ପାଖକୁ ୧0 ପଇସା Finance commission ପାଇଁ ୯ ପଇସା ଖର୍ଚ୍ଚ ହେଉଛି central Govt ଦ୍ୱାରା ୯ ପଇସା subsidies ପାଇଁ ୮ ପଇସା defence ପାଇଁ ୫ ପଇସା pension ପାଇଁ ଆଉ ଯାହା ୧0 ପଇସା ରହିଲା ଆଉ ସବୁ ଅଲଗା ଖର୍ଚ୍ଚ ରେ ଯାଏ |ଆପଣଙ୍କୁ ମା ଭାରତ ସରକାର କୋଉ କ୍ଷେତ୍ରରେ ରେ ଅଧିକ ଖର୍ଚ୍ଚ କରିଲେ ଭଲ ବୋଲି ଲାଗେ ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.