Breaking News

ସରକାର ଙ୍କ ବଡ ଘୋଷଣା ଆଜିଠାରୁ ଏପ୍ରିଲ – 18 ଯାଏଁ ସବୁ ବନ୍ଦ

ବର୍ତ୍ତମାନ ର ସବୁଠୁ ବଡ ଖବର ଏପ୍ରିଲ ୧୮ ପର୍ଯ୍ୟନ୍ତ ଏହି ସବୁସ୍ଥାନରେ ବଢିଲା ଲକଡାଉନ ଅବଧି | ତେବେ କରୋନା କୁ ଦ୍ରୁଷ୍ଟିରେ ରଖି ଜର୍ମାନୀରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି | ଏହା ଚନ୍ସେଲର ଆଞ୍ଜେଲା ମାର୍କଲେ ଘୋଷଣା କରିଛନ୍ତି | ତେବେ ଜର୍ମାନୀରେ ୧୬ ରାଜ୍ୟର ପ୍ରମୁଖଙ୍କୁ ନେଇ ଏଭଳି ନିସ୍ପତି ନିଆଯାଇଥିବା କଥା ଘୋଷଣା କରାଯାଇଛି | ଏଥିପାଇଁ ସାର୍ବଜନୀକ ସ୍ଥାନରେ ଉଶ୍ଚବ ନମନାଇବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଛି |

ତେବେ ଜର୍ମାନୀରେ ମାର୍ଚ ୧୮ ପର୍ଯ୍ୟନ୍ତ ଲକଡାଉନ ରଖାଯାଇଥିଲା | ଏବଂ ପରେ ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ ୧୮ ପର୍ଯ୍ୟନ୍ତ କରିଦିଆ ଯାଇଥିଲା | ସେହି ପରି ଗତ କାଲି ଓଡିଶା କୁ ଫେରିଛି ନାଇଟ କର୍ଫୁ | ତେବେ ରାଜ୍ୟରେ କରୋନା ସଂକ୍ରମଣ କୁ ରୋକିବା ଲାଗି ମାଲକାନଗିରି ର ଜିଲ୍ଲାପାଳ ନାଇଟ କର୍ଫୁ ଲାଗୁ କରିଛନ୍ତି| ତେବେ କାଲି ଠାରୁ ଆରମ୍ଭ କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ କର୍ଫୁ ଲାଗୁ କରାଯାଇଛି |

ତେବେ ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫୁ ଲାଗୁ ରହିବ | ତେବେ ଏହି ସମୟରେ’ ଅତ୍ୟାବଶ୍ୟକ ସେବାକୁ ଲାଗୁ ରଖାଯାଇଛି | ସେହି ପରି ଦୋଳ ଏବଂ ହୋଲି ପର୍ବ ପାଇଁ ରୋକ ଲଗାଯାଇଛି | ସର୍ବସାଧାରଣ ସ୍ଥାନରେ ପୁରା ଜିଲ୍ଲାରେ ପାଳନକୁ ରୋକ ଲଗା ଯାଇଛି | ତେବେ ଘର ଭିତରେ ରହି ପରିବାର ଲୋକଙ୍କ ସହ ହୋଲି ପାଳିବା ପାଇଁ ନିଷ୍ପତି ନିଆ ଯାଇଛି | ତେବେ କୋଭିଡ ଗାଇଡ ଲାଇନ କୁ ପାଳନ କରି କେବଳ ୫୦ ଜଣ ଲୋକଙ୍କ ମଧ୍ୟରେ ଏହି ଦୋଳ ମେଳଣ ଆୟୋଜନ କରାଯିବ | ଏବଂ କୌଣସି ବଡ ଆୟୋଜନ ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଜଣ ଲୋକ ଙ୍କ ପାଇଁ ଆୟୋଜନ କରାଯିବ |

ସେହିପରି ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ ଆର . ପି . ଆର ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି | ଏବଂ ଏଠାକୁ ଆସିବା ପରେ ୭ ଦିନ ହୋମ କ୍ଵାରେନଟାଇନ ରେ ରହିବା ବାଧ୍ୟତା ମୂଳକ କରାଯାଇଛି | ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *