Breaking News

କେରଳର ଏହି ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ,ସପ୍ତମ ଦ୍ୱାର ଖୋଲିଲେ ଆସିବ ପ୍ରଳୟ !

ବନ୍ଧୁଗଣ କେରଳ ରେ ଥିବା ଧୀରୁ ଅନନ୍ତମ୍ ପୁର ରେ ଅବସ୍ଥିତ ପଦ୍ମନାଭ ସ୍ବାମୀ ମନ୍ଦିର ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ଯାହା ସାରା ବିଶ୍ଵ ରେ ପ୍ରସିଦ୍ଧ ଏହା ଦୁନିଆ ର କିଛି ରହସ୍ୟ ମଇ ସ୍ଥାନ ରେ ଗଣାଯାଏ ବାସ୍ତବ ରେ ଏଠାରେ ଏମିତି କିଛି ରହସ୍ୟ ଅଛି ଯାହାକୁ ଲୋକମାନେ ଅନେକ ଚେଷ୍ଟା ପରେ ମଧ୍ୟ ଶେଷ କରିପାରିନାହାନ୍ତି | ଏହି ମନ୍ଦିର ର ସପ୍ତମ ଦ୍ଵାରା ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି କୁହାଯାଏ ଜ ଗୋଟେ ବ୍ୟକ୍ତି ଏହି କବାଟ ଖୋଲିପରିବ ଓ ଆଉଜଣେ ନୁହେଁ ଆସନ୍ତୁ ଜାଣିବା ଏହି ସପ୍ତମ ଦ୍ଵାରା ର ରହସ୍ୟ କଣ | ବିଶ୍ଵାସ କରାଯାଏ ଯେ ଏହି ମନ୍ଦିର ୬ ଷ୍ଟ ଶତାବ୍ଦୀ ରେ ତ୍ରଭାଙ୍କୋର ରାଜା ମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା।

ଯାହା ଗ୍ରନ୍ଥ ରେ ମଧ୍ୟ ଉଲ୍ଲେଖ କରାଯାଇଛି ୧୭୫୦ ମସିହା ରେ ମହାରାଜ ମାଟେଣ୍ଟ ବର୍ମା ନିଜକୁ ଭଗବାନ ଙ୍କ ସେବକ ଭାବରେ ବର୍ଣ୍ଣନା କରିଥିଲେ ପଦ୍ମନାଭ ଦାସ ଏହା ସହିତ ଟ୍ରଭଙ୍କୋର୍ ର ସବୁ ସମ୍ପତି ସବୁ ପ୍ରଭୁ ଙ୍କୁ ନିସ୍ତ କରିଥିଲେ ଏ ମନ୍ଦିର ରେ ୭ ଟି ସେଲ୍ଟର ଅଛି ଯାହା ସୁପ୍ରିମ କୋଟ ଏବଂ ୱାଚ ଡକ ଦ୍ଵାରା ଖୋଲାଯାଇଥିଲା।ଏହିଠାରେ ଏକଲକ୍ଷ ଟଙ୍କାର ହିର ଏବଂ ଅଳଙ୍କାର ରହିଥିଲା | ଏହା ପରେ ସପ୍ତମ ଦ୍ଵାରା ଖୋଲା କରିବା ମାତ୍ରେ କବାଟ ରେ କୋବ୍ରା ସାପ ର ଚିତ୍ର ଦେଖିବା ପରେ କାମ ବନ୍ଦ ହୋଇଗଲା।ଅନେକ ବିଶ୍ଵାସ କରୁଥିଲେ ଜେ ଏହି କବାଟ ଖୋଲିବା ଅନୁଚିତ୍।

ତ୍ରଭଙ୍କୋରର ମହାରାଜ ମୂଲ୍ୟବାନ ଧନ କୁ ଏହି ମନ୍ଦିର ରେ ତଳ ମହଲ ରେ ମୋଟ କାନ୍ଥ ପଛରେ ଲୁଚାଇ ରଖିଥିଲେ | ଯାହା ପରେ ହଜାର ହଜାର ବର୍ଷ ପରେ ଏହି କବାଟ ଖୋଲିବାକୁ ସାହାସ କଲେ ନାହିଁ | ଏବଂ ପରବର୍ତ୍ତୀ ସମୟ ରେ ଏହା କୁ ଅଭିଶାପ ବୋଲି କୁହାଗଲା | କିମ୍ବଦନ୍ତୀ ଅନୁସାରେ ଧନ ଖୋଜି ସପ୍ତମ ଦ୍ଵାରା ଖୋଲିବାକୁ ଚେଷ୍ଟା କରିଥିଲେ | କିନ୍ତୁ କୁହାଯାଏ ଜେ ସାପ କାମୁଡିବା କାରଣ ରି ସମସ୍ତେ ମୃତୁ ବରଣ କରିଛନ୍ତି | କୁହାଯାଏ ଯେ ଏହା ଦେଶ ର ସବୁଠୁ ଧନୀ ମନ୍ଦିର ଦ୍ଵାରା କେବଳ କିଛି ମନ୍ତ୍ର ର ଉପଚାର ଦ୍ୱାରା ଖୋଲାଯାଇପରିବ ଏହା କୁ ଆଉ କେଉଁ ଉପାୟ ରେ ଖୋଲିଲେ ମନ୍ଦିର ନଷ୍ଟ ହୋଇଯାଇପାରେ।

ଯାହା ଭୀଷଣ ବିପର୍ଜୟ ର କାରଣ ହୋଇପାରେ ବାସ୍ତବ ରେ ଏହି କବାଟ ଇସ୍ପାତ ରେ ନିର୍ମିତ ଏହା ଉପରେ ୨ ଟି ସାପ ର ଚିତ୍ର ରହିଛି ଯାହା ଏହି ଫାଟକ କୁ ଜଗିଥାୟେ | ଏହି କବାଟ ରେ କିଛି ନଟ କିମ୍ବା ବୋଲ୍ଟ ନାହିଁ | କୁହାଯାଏ ଯେ ନାଗ ଦ୍ଵାରା ବା ନାଗ ଫାସ ଲଗାଯାଇ ଦ୍ଵାରା ବନ୍ଦ କରାଯାଇଛି ସ୍ପଷ୍ଟ ଓ ଠିକ ଭାବେ ଗରୁଡ଼ ମନ୍ତ୍ର ଜପ କଲେ ଏହା ଖୋଲାଯାଇପରିବା |

ଯଦି ଏଥିରେ କିଛି ଭୁଲ ହୁଏ ତେବେ ମୃତୁ ନିଶ୍ଚିନ୍ତ କୁହାଯାଏ ଯେ ପୃଥିବୀ ରେ କୌଣସି ଏପରି ସିଦ୍ଧ ମଣିଷ ମିଳିନାହିଁ ଯିଏ ଏହି ମନ୍ଦିର ର ସମାଧାନ କରିପାରିବ | ଏହି ମନ୍ଦିର ର ଭଣ୍ଡାର ରେ ୨ ଲକ୍ଷ୍ୟ କୋଟି ସୁନା ଅଛି କିନ୍ତୁ ଏହି ସମୟ ଅନୁଯାଇ ଏହା ର ପରିମାଣ ଏହା ଠାରୁ ୧୦ ଗୁଣ ଅଧିକ ହେବ | ଏହି ଭଣ୍ଡାର ରେ ବୋହୁତ ସୁନା,ରୂପା,ହୀରା,ରୁବୀ,ପଥର ସୁନା ମୂର୍ତ୍ତି ଅଛି | ଏହା ର ପ୍ରକୃତ ମୂଲ୍ୟ ଆକଳନ କରିବା ଅସ୍ପଷ୍ଟ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.