Breaking News

ସଫଳତାର ନଅ ଟି ସୂତ୍ର କେବେବି ଭୁଲନ୍ତୁ ନାହିଁ !

ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଚାଣକ୍ୟ ଙ୍କର ଏପରି କିଛି ନୀତି ଯାହାକୁ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ ଏବଂ ଆପଣ ଆପଣଙ୍କ ଲକ୍ଷ ହାସଲ ପ୍ରତି ସଜାଗ ହୋଇଯିବେ । ସେହି ନୀତି ନୀତି ଗୁଡିକ କଣ କଣ ଜାଣିବା ପାଇଁ ଲେଖାଟିକୁ ଆରମ୍ଭ ରୁ ଶେଷ ଯାଏଁ ପଢନ୍ତୁ। ନିଜ ଲକ୍ଷ୍ୟକୁ କେବେବି ଭୁଲନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ତାକୁ ହାସଲ କରିନାହାନ୍ତି। ତା ଛଡା ଯାହା ପାଖରେ ଏକାଚାଲିବାର ଶକ୍ତି ଥାଏ ଦିନେନା ଦିନେ ଲୋକମାନେ ତା ପଛରେ ଛିଡ଼ା ହୁଅନ୍ତି।

କେବେବି କାହା ସହ ନିଜକୁ ତୁଳନା କରନାହିଁ କାରଣ ସୂର୍ଯ୍ୟ ଏବଂ ଚନ୍ଦ୍ର ଯେପରି ଅଲଗା ଅଲଗା ଚମକନ୍ତି ଆପଣ ମଧ୍ୟ ସେପରି ଦିନେ ନା ଦିନେ ଚମକିବେ। ଦୁନିଆରେ ଦୁଇପ୍ରକାର ଲୋକ ରହିଥାନ୍ତି ପ୍ରଥମେ ହେଉଛନ୍ତି ସେହିମାନେ ଯେଉଁମାନେ ନିଜ ପାଇଁ ଦୁନିଆକୁ ପରିବର୍ତ୍ତନ କରିଦିଅନ୍ତି ଦ୍ଵିତୀୟ ରେ ହେଉଛନ୍ତି ସେହିମାନେ ଯିଏକି ଦୁନିଆ ପାଇଁ ନିଜକୁ ପରିବର୍ତ୍ତନ କରିଦିଅନ୍ତି।

ଆପଣ ନିଜକୁ ସେମିତି ତିଆରି କରନ୍ତୁ ଯେତେବେଳେ ଆପଣ ବସିବେ ଦୁନିଆ ଆପଣଙ୍କ ସହ ବସିବ ଯେତେବେଳେ ଆପଣ ଠିଆ ହେବେ ଦୁନିଆ ଆପଣଙ୍କ ସହ ଠିଆହବ। ଲୋକମାନେ କଣ ଭାବିବେ ଏମିତି କଥା କୁ ମୁଣ୍ଡରୁ କାଢିଦିଅନ୍ତୁ କାରଣ ଲୋକଙ୍କ କାମ ଆପଣଙ୍କୁ କହିବା। ଗୋଟେ କାମ ଆରମ୍ଭ କରିବା ପୂର୍ବରୁ ଡର କୁ ମନରୁ ଛାଡିଦିଅନ୍ତୁ।ନଚେତ ଆପଣ କୌଣସି ବି କାମରେ ସଫଳତା ପାଇ ପାରିବେ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *