Breaking News

Viral ଭିଡିଓ – ହେ ଭଗବାନ ! ଦୁଆର ମୁହେଁ ଲୁଚି ରହିଥିଲା ବି-ଷ-କ୍ତ ସାପ , ଦେଖୁ ଦେଖୁ ଚାଲିଗଲା କୁନି ଝିଅର ଜୀବନ ,ଦେଖିଲେ ସ୍ତବ୍ଧ ହୋଇ ରହିବେ

ଆଜି କାଲି ଦେଶ ଦୁନିଆରୁ ଅନେକ ପ୍ରକାରର ଭିଡିଓ ସବୁ ଭାଇରାଲ ହେଉଛି। ଏହା ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓର ଦୃଶ୍ୟ ଦେଖିଲେ ହୃଦୟ ଥରି ଉଠେ। ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକ ମାନେ ସ୍ତବ୍ଧ ହୋଇଯିବେ। ଆଉ ଭାବିବାକୁ ବାଧ୍ୟ ହେବେ ମୃତ୍ୟୁ ଯେବେ ଆସେ ତାହାକୁ କେବେ କେହି ଚାହିଁଲେ ବି ଅଟକାଇ ପାରନ୍ତିନି। ସିସିଟିଭି କ୍ୟାମେରା ରେ କଏଦ ହେଲା ଛୋଟ ଝିଅଟିକୁ ସାପ କା-ମୁ-ଡି-ବା-ରେ- ଲାଇଭ୍ ଚିତ୍ର।

ଏହି ଦୃଶ୍ୟର ଭିଜୁଆଲ ଦେଖିଲେ ଆପଣଙ୍କ ହୃ-ଦ-ୟ ମ-ଧ୍ୟ ଥ-ରି ଉଠିବ। ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ତମ୍ୱୋଲି ଗ୍ରାମ ରେ ଘଟିଛି ଏଭଳି ହୃ-ଦ-ୟ-ଥ-ରା ଘ-ଟ-ଣା। ୮ ବର୍ଷର ଝିଅକୁ ବିନା କାରଣରେ ସା-ପ ଟି-ଏ କା-ମୁ-ଡି ଦେଲା। ହେଲେ ଦୁ-ର୍ଭା-ଗ୍ୟ-ବଶ-ତଃ ସାପ କା-ମୁ-ଡ଼ି-ଲା ବେଳେ କେହି ବି ଦେଖିପାରି ନଥିଲେ। ଆଉ ଚାହୁଁ ଚାହୁଁ ଚାଲିଗଲା କୁନି ଝିଅଟିର ଜୀବନ। ପରିବାର ଲୋକେ ବି ହଠାତ୍ କିଛି ବୁଝିପାରିଲେ ନାହିଁ କଣ ଘଟିଲା ଝିଅଟି ସହ । ହେଲେ ସମସ୍ତେ ଆଶ୍ଚର୍ୟ୍ଯ ଝିଅର ଶରୀର କଣ ପାଇଁ ହଠାତ୍ ନୀଳ ରଙ୍ଗର ହୋଇଗଲା।

ହେଲେ ପରିବାର ଲୋକେ ଯେତେବେଳେ ସିସିଟିଭି କ୍ୟାମେରା ଚେକ୍ କଲେ ସେତେବେଳେ ତାଙ୍କର ହୋ-ସ ଉ-ଡି-ଗ-ଲା। ଜଣାପଡିଲା ତାଙ୍କ ଝିଅକୁ ସା-ପ କା-ମୁ-ଡି ଦେଇଛି। ଝିଅଟି ଘର କବାଟ ଖୋଲି ବାହାରେ ଲାଗିଥିବା ଏକ ସ୍ୱିଚକୁ ଅନ କରିବାକୁ ଯାଇଥିବା ସମୟରେ ସ୍ୱିଚ୍ ପାଖରେ ଥୁଆ ହୋଇଥିବା କିଛି ଇଟା ଭିତରେ ଲୁଚି ରହିଥିଲା ବି-ଷା-କ୍ତ- ସା-ପ। ଆଉ ଝିଅଟି କିଛି ବୁଝିବା ଆଗରୁ ସା-ପ-ଟି ଝିଅଟିର ଡାହାଣ ପାଦକୁ କା-ମୁ-ଡି ଦେଇଥିଲା। ଝିଅଟି ଘର ଭିତରକୁ ଦୌଡିଥିଲା।

ହେଲେ ପରିବାର ଲୋକଙ୍କୁ କିଛି କହିପାରିନଥିଲା ତା ସହ କଣ ଘଟିଛି ବାହାରେ। ଆଉ ଘର ଲୋକ ବି ଜାଣିନଥିଲେ ଯେ ମ-ର-ଣ ଲୁଚିଛି ତାଙ୍କ ଦୁଆର ମୁଁହରେ। ଆଉ ମାତ୍ର ୫ ସେକେଣ୍ଡ ଭିତରେ ବଦଳିଗଲା ୮ ବର୍ଷୀୟ ଝିଅ ଗୃଷିରାଜ କର ର ଜୀବନ। ଝିଅ ଟିକୁ ୯ ବର୍ଷ ପୁରିବାକୁ ଆଉ ମାତ୍ର ମାସେ ବାକିଥିଲା। ଝିଅର ଜନ୍ମଦିନ ପାଳିବାକୁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ ପରିବାର ଲୋକେ। ହେଲେ କିଛି କ୍ଷଣ ଭିତରେ ସବୁକିଛି ବଦଳି ଯାଇଥିଲା। ଶତେ ଯେପରି ଏହି ପରିବାର ଉପରେ କାହାର ନଜର ଲାଗିଯାଇଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *