Breaking News

ସାନ୍ତୁନୁ ଗୋଟେ ଗିତ ପାଇଁ ନେଲେ ଏତେ ଟଙ୍କା ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ..

ଦର୍ଶକବନ୍ଧୁ ଓଡ଼ିଶାର ଭାଇରଲ ବୟ ସାନ୍ତୁନ କୁମାର ମହାନ୍ତି ଆଜି ଆମେ ଜାଣିବା ସାନ୍ତୁନ କୁମାର ମହାନ୍ତି ଙ୍କର ମାସକୁ ଦରମା କେତେ ଓ ତାଙ୍କର ପ୍ରଥମ ଦରମା କେତେ ହୋଇଥିଲା ଆସନ୍ତୁ ଜାଣିବା | ଦର୍ଶକବନ୍ଧୁ ଆପଣ ମାନେ ସାନ୍ତୁନ କୁମାର ମହାନ୍ତିଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣି ସାରିଥିବେ ଏବଂ ସେ ଓଡ଼ିଶାରେ ଭାଇରଲ ହେବାକୁ ଲାଗି ସାରିଛନ୍ତି |

ଲୋକ ତାଙ୍କ ଗୀତକୁ ଶୁଣି ମଧ୍ୟ ଭାଇରଲ ହେଉଛନ୍ତି ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ହିନ୍ଦୀ ରେ ଗୋଟେ ଅଡିସନ ଦେଇଥିଲେ ସାରେ ଗାମ ପାରେ ସେଠୁ ମଧ୍ୟ ଅସଫଳ ହୋଇ ଆସିଥିଲେ | ସାନ୍ତୁନ କୁମାର ମହାନ୍ତି ଗୀତ ପ୍ରତି ଏତେ ଆକର୍ଷିତ ଥିଲେ ସେ ବିଫଳ ହୋଇ ଫେରିଲା ପରେ ମଧ୍ୟ ମନ ଦୁଃଖ ନକରି ପ୍ରୟାସ ଜାରି ରଖିଥିଲେ ସେ ମଧ୍ୟ ଘରେ ବହୁତ ଗୀତ ଗାଇ ପ୍ରଟିସି କରୁଥିଲେ |

ସେ ସବୁ ମ୍ୟୁଜିକି ଓ ସବୁ ବାଜକ ଯନ୍ତ୍ର ବାଜା ବଜି ଶିଖି ସାରିଛନ୍ତି ଏବଂ ସେ ଭଲ ଗୀତ ଗାଇ ଜଯ ମାନଙ୍କର ମନ ଜିଣିଥିଲେ ଏବଂ ଓଡିଶା ବାସିମାନଙ୍କର ମଧ୍ୟ ମନ ଜିଣିଥିଲେ | ତାଙ୍କ କଥା ଓ ତାବଙ୍କ ଗୀତରେ ତାପରେ ସାନ୍ତୁନ କୁମାର ମହାନ୍ତି ଦିନ କୁ ଦିନ ଭାଇରଲ ହେବାକୁ ଲାଗିଲେ |

ସେ ଭାଇରଲ ହେବା ପରେ ତାଙ୍କର ସ୍ଟୁଡିଅରେ ତାଙ୍କର ଗୀତ ରେକଡିଂ ଆରମ୍ଭ ହୋଇଗଲା | ଆପଣ ମାନେ ଜାଣିଥିବେ ଗୋଟିଏ ଗୋଟିଏ ସ୍ଟୁଡିଅ ରେ ଜଣେ ଭଲ ସିଙ୍ଗର ଗାଇଲେ 50000 ଟଙ୍କା ନିଅନ୍ତି ତେବେ ଜଣେ ଭାଇରଲ ସିଙ୍ଗର ଗାଇଲେ କେତେ ଟଙ୍କା ନିଅନ୍ତି ତେବେ ନିହାତି ଭାବରେ ଜାଣି ପାରୁଥିବେ |

ସାନ୍ତୁନ କୁମାର ପ୍ରଥମ ଗୀତ ଗାଇଥିଲେ ଯେତେ ବେଳେ ଓଡ଼ିଶାର ନୂଆ ସ୍ୱରରେ ଏବଂ ରିଏଲ ଭିଡ଼ିଓ କରିଥିଲେ ତାପରେ ତାଙ୍କର ଗୋଟିଏ ସ୍ଟୁଡିଅ ରୁ ଆସିଥିଲା ପାଖା ପାଖି ସେ 5000 ଟଙ୍କା ରୋଜଗାର କରିଥିବେ |

ଏହା ପରେ ସାନ୍ତୁନ ଙ୍କୁ ସବୁ ଆଡୁ ଡକରା ଆସୁଛି ପେଣ୍ଡାଲ ସ୍ୱ କରିବା ଲାଗି ସବୁ ସିଙ୍ଗର ମାନଙ୍କ ସହିତ ଗୀତ ଗାଇବା ପାଇଁ ମଧ୍ୟ ଅଫର ଆସିଛି ଆପଣ ମାନେ ଦେଖି ପାରୁଥିବେ ଯେଉଁ ଅନୁଗୁଳିଆ ବଣ୍ଟିଙ୍କୁ ଆପଣ ମାନେ ଜାଣିଥିବେ ତାଙ୍କର ଗୋଟେ ଗୀତ କୁଞ୍ଚୁ କୁଞ୍ଚିଆ ବାଳ ଏବଂ ପପୁ ପମ୍ପ ଯେଉଁ କୁଞ୍ଚି କୁଞ୍ଚିଆ ବାଳ ଗୀତଟି ସାନ୍ତୁନ ତାଙ୍କ କୁନି ଓଠରେ ଗାଇଛନ୍ତି ଗୀତଟି ମଧ୍ୟ ବହୁତ ସୁନ୍ଦର ହୋଇଛି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.