Breaking News

ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି ୩ଟି କାମ ସବୁ ସମସ୍ୟାର ହେବ ଅନ୍ତ |

ବନ୍ଧୁଗଣ ଦୁଃଖ ଏବଂ କଷ୍ଟ ଏମୀତିଏକ ଜିନିଷ ଯେକୌଣସି ବ୍ୟକ୍ତି ର ଘରେ ଆସିଯାଇଥାଏ | ତେଣେ ଆମ ବ୍ୟସ୍ତ ବହୁଳ ଜୀବନରେ ଦୁଃଖ କଷ୍ଟ ଅସୁବିଧା ସ୍ଵିବେଳେ ଲାଗିରହିଥାଏ ଏମିତି ପରିସ୍ଥିତିରେ ସମସ୍ତଙ୍କର ପ୍ରୟାସ ହୋଇଥାଇକି ଦୁଃଖ ଏବଂ କଷ୍ଟକୁ ଯେତେଶୀଘ୍ର ସମ୍ଭବ ଏଡ଼ାଇଦେବାପାଇଁ, କିନ୍ତୁ ଏହା ସହଜ ହୋଇନଥାଏ ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ |

ତେବେ ଦର୍ଶକବନ୍ଧୁ ଏହି ଦୁଃଖ ସହିତ ଯଦିଆପଣଙ୍କର ସନିଦସା ଚାଲିଥାଏ ଆପଣଙ୍କର ଗୋଟି ପରେ ଗୋଟିଏ ସମସ୍ୟା ଲାଗିରହିଥାଏ | ଏହି ପରିସ୍ଥିତିରେ ସମାଧାନ କରିବାପାଇଁ କେବେଳ ଗୋଟିଏ ମାତ୍ର ଉପାୟ ଅଛି ଏବଂ ତାହା ହେଉଛି ସନିଦେବଙ୍କ କୃପା | ସାନିଦେବ ହେଉଛନ୍ତି ଏମୀତିଏକ ଭଗବାନ ଯିଏକି ଲୋକମାନଙ୍କର ଜୀବନର ଦୁଃଖ କଷ୍ଟ ଦୂର କରିବାପାଇଁ ପରିଚିତ କେବଳ ଥରେ ମାତ୍ର ଯାହାଙ୍କୁ ଆସରିବାଦ ମିଳିଯାଇଥଏ ତାଙ୍କର ସମସ୍ତ ସମସ୍ୟା କ୍ଷଣକ ମଧ୍ୟରେ ଦୂର ହୋଇଯାଏ | ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ |

କାଉକୁ ଖାଦ୍ୟ ଖାଇବାକୁ ଦିଅନ୍ତୁ
ଦର୍ଶକବନ୍ଧୁ ଶନିବାରଦିନ କାଉକୁ ଖାଦ୍ୟ ଖୁଆଇବା ବହୁତ ଶୁଭକାର୍ଯ୍ୟ ବୋଲି କୁହାଯାଇଥାଏ କାଉ ସନିଦେବଙ୍କ ବାହାନା ଅଟନ୍ତି | ଯଦି ଆପଣ କୌଣସି କାଉମକୁ ଖୁସି କରିଦିଅନ୍ତି ତେବେ ଆପଣଙ୍କର ଶତ୍ରୁ ଆପଣଙ୍କର କୌଣସି ଅନିଷ୍ଟ କରିପାରିବେନାହିଁ | ଏହାସହିତ ଆପଣଙ୍କର ଜୀବନର ସମସ୍ତ ସମସ୍ୟା ଗୁଡିକ ଧୀରେ ଧୀରେ ଦୂର ହୋଇଯିବ ଏତିପାଇଁ ଆପଣଙ୍କୁ କାଉକୁ ଚାଉଳ ଖାଇବକୁଦିଅନ୍ତୁ ଏଥିସହିତ ଆପଣମାନେ ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦେଇପାରନ୍ତି | ଏହି କାମ କରିବା ପରେ ସନିଦେବଙ୍କର ଦର୍ଶନ ଥରେ ନିଶ୍ଚିତ ଭାବରେ କରନ୍ତୁ ଏବଂ ସନିଦେବଙ୍କୁ ଆପଣଙ୍କର ସମସ୍ତ ସମସ୍ୟା ବିଷୟରେ ଜଣାନ୍ତୁ |

ଲୁହା ଜିନିଷ କିଣା ବିକା
ଫ୍ରେଣ୍ଡ୍ସ ଶନିବାର ଦିନ ଲୁହ ନିର୍ମିତ ବସ୍ତୁ କିଣିବା କିମ୍ବା ବିକ୍ରି କରିବା ଦ୍ୱାରା ଖରାପ ସମୟ ଦୂର ହୋଇଯାଇଥାଏ ଏମିତି କୁହାଯାଏ ଯେ ଶନିବାରଦିନ ଆପଣ ନିଜ ଘରକୁ ନୂତନ ଲୁହର ବାସ୍ତୁଆଣିବା ଉଚିତ ଏବଂ ଏହା ପରିବର୍ତେ ଘରର ପୁରୁଣା ଲୁହା ବସ୍ତୁକୁ ବିକ୍ରି କରିଦେବା ଉଚିତ ଏହା ଦ୍ୱାରା ଆପଣଙ୍କର ଘରର ନକରତ୍ମକ ଉର୍ଜା ଚାଲିଯାଇଥଏ ଏହିସମୟରେ ଆପଣମାନେ ସନିଦେବଙ୍କ ନାମ ନିଶ୍ଚିତ ଉଚ୍ଚାରଣ କରିବା ଉଚିତ ଏହାଦ୍ୱରା ଏହାର ଫଳ ଦୁଇଗୁଣ ହୋଇଯାଇଥଏ |

ସୋରିଷତେଲର ଦାନ
ବନ୍ଧୁଗଣ ସନିଦେବଙ୍କ ପୂଜାରେ ସୋରିଷତେଲ ଦାନ ବ୍ୟବହାର କରାଯାଏ ଏହି ତେଲ ତାଙ୍କର ଅତିପ୍ରିୟ ତେଲେ ଅଟେ, ଯଦିଆପଣ ଶନିବାରଦିନ ସୋରିଷତେଲ ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ | ଏହି ଦାନ ଆପଣ କାହାକୁମଧ୍ୟ କରିପାରିବେ ଅର୍ଥାତ କୌଣସି ଗରିବଙ୍କୁ ପଣ୍ଡିତଙ୍କୁ କିମ୍ବା କୌଣସି ମନ୍ଦିରରେ ମଧ୍ୟ ଦେଇପାରିବେ | ସୋରିଷତେଲ ଦାନ କରିବା ସମୟରେ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ସେତେବେଳେ ସାନିଦେବଙ୍କୁ ସ୍ମରଣ କରିବା ସହିତ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏହାଦ୍ୱାରା ଅପାଙ୍କର ଜୀବନର ସମସ୍ତ କଷ୍ଟ ଏବଂ ନକାରାତ୍ମକ ଚିନ୍ତା ଧାରା ଦୂର ହୋଇଯାଇଥଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.