Breaking News

ଶନିବାର ଦିନ କରନ୍ତୁ ଏହି ୩ଟି କାମ ସବୁ ସମସ୍ୟାର ହେବ ଅନ୍ତ

ବନ୍ଧୁଗଣ ଶନିବାର ଦିନ ଶନି ଦେଵଙ୍କ ନାମ ନେଇ କରନ୍ତୁ ଏହି ୩ ଟି କାମ । ସମସ୍ତ ସମସ୍ୟା ର ହେବ ଅନ୍ତ। ବନ୍ଧୁଗଣ ଦୁଃଖ ଏବଂ କଷ୍ଟ ଏମିତି ଏକ ଜିନିଷ ଯିଏକି କେବେ ନା କେବେ କୌଣସି ବ୍ୟକ୍ତି ର ଘରେ ଆସିଯାଇ ଥାଏ । ତେଣୁ ଆମର ଏହି ବେସ୍ତ ବୋହୁଳ ଜିବନ ରେ ଦୁଃଖ ସବୁବେଳେ ଲାଗିରହିଥାଏ | ଏମିତି ସମୟ ରେ ସମସ୍ତଙ୍କର ପ୍ରୟାସ ହୋଇଥାଇ କି ଏହି ଦୁଃଖ ଏବଂ କଷ୍ଟ କୁ ଯେତେ ଶୀଘ୍ର ହେବ ଆଦାଇ ଦେବାକୁ କିନ୍ତୁ ଏହା ସହଜ କଥା ହୋଇନଥାଏ | ଏଥି ପାଇଁ ଅନେକ ପ୍ରକାର ର କାର୍ଯ୍ୟ କରିବାକୁ ପଡିଥାଏ।

ଏହି ପରିସ୍ତିତୀ କୁ ସମାଧାନ କରିବା ପାଇଁ ଗୋଟିଏ ରାସ୍ତା ଅଛି ଏହା ହଉଚି ଶନିଦେବ ଙ୍କ କୃପା | ଶନିଦେବ ହଉଛନ୍ତି ଏମିତି ଏକ ଭଗବାନ ଯିଏ କି ଲୋକ ମାନଙ୍କ ଦୁଃଖ କଷ୍ଟ ଦୂର କରିବା ପାଇଁ ପରିଚିତ | କେବଳ ଥରେ ମାତ୍ର ଯାହାକୁ ଅଶ୍ରିବାଦ ମିଲିଯାଇଥାଏ ତାହାର ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ | ତେବେ ଶନିଦେବା ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତେକ ଶନିବାର ଦିନ ଏହି ୩ ଟି କାର୍ଯ୍ୟ କରିବାକୁ ହେବ |

ନମ୍ବର ୧ ସୋରିଷ ତେଲର ଦାନ ଶନି ଦେବ ଙ୍କ ପୂଜା ରେ ସୋରିଷ ତେଲ ବ୍ୟବହାର କରାଯାଇଥାଏ | ଏହି ତେଲ ତାଙ୍କର ଅତି ପ୍ରିୟ ଅଟେ | ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି ତେବେ ଏହା ଆପଣଙ୍କ ପାଣି ବୋହୂ ଉପକାରୀ ହୋଇଥାଏ | ଏହି ଦାନ ଆପଣ କାହାକୁ ମଧ୍ଯ କରିପାରିବେ। ଅର୍ଥାତ୍ କୌଣସି ଗରିବ ଙ୍କୁ ବ୍ରାହ୍ମଣ ଙ୍କୁ କିମ୍ବା କୌଣସି ମନ୍ଦିର ରେ ମଧ୍ୟ ଦେଇପରିବେ।ଯେତେ ବେଳେ ବି ଆପଣ ସୋରିଷ ତେଲ ଦାନ କରିବେ ତେବେ ସେତେବେଳେ ଶନିଦେବ ଙ୍କୁ ସ୍ମରଣ କରିବା ସହିତ କଳା ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ।ଏହା ଦ୍ଵାରା ଆପଣଙ୍କ ସମସ୍ତ କଷ୍ଟ ନକାରାତ୍ମକ ଚିନ୍ତା ଦୂର ହୋଇଥାଏ |

ନମ୍ବର ୨ କାଉ କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ଶନିବାର ଦିନ କାଉ କୁ ଖାଦ୍ୟ ଖୁଆଇବା ବୋହୁତ ଶୁଭ କାର୍ଯ୍ୟ ବୋଲି କୁହାଯାଇଥାଏ | କାଉ ଶନିଦେବ ଙ୍କ ବାହନ ମଧ୍ୟ ହୋଇଥାଏ। ଯଦି ଆପଣ କୌଣସି କାଉ କୁ ସନ୍ତୁଷ୍ଟ କରିଦିଅନ୍ତି ତେବେ ଆପଣଙ୍କ କୌଣସି ଶତ୍ରୁ ଆପଣଙ୍କର କୌଣସି ଅନିଷ୍ଟ କରିପାରିବେ ନହିଁ | ଏହା ସହିତ ଆପଣଙ୍କ କୌଣସି ସମସ୍ୟା ରହିବ ନାହିଁ। ଏଥି ପାଣି ଆପଣ କାଉ କୁ ଚାଉଳ ଖାଇବାକୁ ଦିଅନ୍ତୁ |

ନମ୍ବର ୩ ଲୁହା ଜିନିଷ କିଣା ବିକା | ଶନିବାର ଦିନ କୌଣସି ଲୁହା ଜିନିଷ କିଣିବା କିମ୍ବା ବିକିବା ଦ୍ଵାରା ଖରାପ ସମୟ ଦୂର ହୋଇଯାଇଥାଏ | ଏମିତି କୁହାଯାଏ ଜେ ଶନିବାର ଦିନ ଆପଣ ଘରକୁ ନୂତନ ଲୁହା ର ବାସ୍ତୁ ଆଣିବା ଉଚିତ। ଏବଂ ଏହା ପରିବର୍ତ୍ତେ ଘରର ପୁରୁଣା ଲୁହା ବାସ୍ତୁ କୁ ବିକ୍ରି କରିଦେବା ଉଚିତ। ଏହା ଦ୍ଵାରା ଆପଣଙ୍କର ଘରର ନକାରାତ୍ମକ ଉର୍ଜା ଚାଲିଯାଇଥାଏ।

ଏହି ସମୟ ରେ ଆପଣ ଶାନିଦେବ ଙ୍କ ନାମ ଉଚ୍ଚାରଣ କରିବା ଉଚିତ। ଏହ ଦ୍ଵାରା ଏହା ର ଫଳ ଦୁଇଗୁଲ ହୋଇଯାଇଥାଏ। ତେବେ ବନ୍ଧୁଗଣ ଆପଣ ଏହି ୩ ଟି କାମ ଶନିବାର ଦିନ ନିଶ୍ଚିନ୍ତ କରନ୍ତୁ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.