Breaking News

ଶନି ଦଶା ରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ପାଞ୍ଚ ଟି ଉପାୟ

ଆମର ସମସ୍ତ ନଅ ଟି ଗ୍ରହ ମଧ୍ୟ ରୁ ଶନି ଙ୍କୁ ଶ୍ରେଷ୍ଠ ମାନି ନିଆ ଯାଏ |ଶନି ଦେବ ନ୍ୟାୟ ର ଦେବତା ଅଟନ୍ତି |ଶନି ଙ୍କୁ ସର୍ବଦା ଏକ ଦୁଷ୍ଟ ଗ୍ରହ ମାନି ତାଙ୍କୁ ସମସ୍ତେ ଡରି ଥାଆନ୍ତି |ଶନି ଏକ ଏମିତି ଗ୍ରହ ଅଟେ କି ଯେଉଁ ବ୍ୟକ୍ତି ଉପରେ ତାଙ୍କ କୃପା ହୋଇ ଯାଇଥାଏ ସେହି ବ୍ୟକ୍ତି ଜୀବନ ରେ ସବୁ ପ୍ରକାର ର ସୁଖ ପାଇ ଥାଏ |ଏବଂ ଜୀବନ ର ସବୁ କ୍ଷେତ୍ର ରେ ତାକୁ ସଫଳତା ମିଳି ଥାଏ |ତାହା ସହିତ ସେହି ବ୍ୟକ୍ତି ସମାଜ ରେ ମାନ ସମ୍ମାନ ପାଇଥାଏ |

ଏହା ସହିତ କୌଣସି ବ୍ୟକ୍ତି ର କୁଣ୍ଡଳୀ ରେ ଯଦି ଶନି ବକ୍ରୀ ହୋଇ ଥାନ୍ତି ବା ଶନି ଙ୍କର ଦୋଷ ଥାଏ ତେବେ ସେହି ବ୍ୟକ୍ତି ମାନଙ୍କ ଜୀବନ ରେ ସର୍ବଦା ଦୁଃଖ ଏବଂ ଦାରିଦ୍ର୍ୟ ରହି ଥାଏ |ଶନି ଦେବ ରାଜା କୁ ଗରୀବ ଏବଂ ଗରୀବ କୁ ଧନୀ କରିଦେବା ବାଲା ଗ୍ରହ ଅଟନ୍ତି |ଶନି ଙ୍କ ବାହାନ କାଉ ହୋଇ ଥାଏ |ତାଙ୍କର ପ୍ରିୟ ରଙ୍ଗ କଳା ଅଟେ |ସୂର୍ଯ୍ୟ ଦେବ ଶନି ଙ୍କର ପିତା ଅଟନ୍ତି |ଛାଯା ଶନି ଦେବଙ୍କ ମାତା ଅଟନ୍ତି |ଶନି ବାର ଦିନ ଶନି ଗ୍ରହ କୁ ସମର୍ପିତ ହୋଇ ଥାଏ |ଯଦି କୌଣସି ବ୍ୟକ୍ତି ଉପରେ ଶନି ଙ୍କ ସାଢେ ଶାତ ବା ମହା ଦଶା ହୋଇଯାଏ ତେବେ ଏହି ଗ୍ରହ ସବୁ ପ୍ରକାର ସମସ୍ୟା ଆଣି ଥାଏ |ଯଦି କୌଣସି ବ୍ୟକ୍ତି ର ନିଜ ରାଶି ବା ନିଜ ରାଶି ର ପର ରାଶି ବା ପୂର୍ବ ରାଶି ରେ ଶନି ଦେବ ଥାନ୍ତି ତେବେ ସେହି ରାଶି ର ବ୍ୟକ୍ତି ମାନଙ୍କ ର ଶନି ସାଢେ ଶାତ ଆରମ୍ଭ ହୋଇ ଯାଇଥାଏ |

ଏମିତି ଦେଖା ଯାଏ ତ ଶନି ବିଲକୁଲ ବି ଖରାପ ଗ୍ରହ ନୁହନ୍ତି ବରଂ ଏହା ଏକ ନ୍ୟାୟ ପ୍ରିୟା ଗ୍ରହ ଅଟନ୍ତି |ଯେ କି କର୍ମ ଅନୁସାରେ ଫଳ ଦେଇଥାନ୍ତି |ଶନି ଦେବ ଆମ ଭଲ ଏବଂ ଖରାପ କର୍ମ ଉପରେ ନଜର ରଖି ଥାନ୍ତି |ସାହେ ଶାତ ଦ୍ଵାରା ପଡୁଥିବା ଶୁଭ ଏବଂ ଅଶୁଭ ଫଳ ବି ଆମର କର୍ମ ଉପରେ ନିର୍ଭର କରି ଥାଏ |ସବୁ ଦିନ ଶନି ମାହାତ୍ମ୍ଯ ପାଠ କରନ୍ତୁ ଦେଖିବେ ସବୁ ଶନି ଦଶା କଟିଯିବ |ହନୁମାନ ଙ୍କ ମନ୍ଦିର କୁ ଯାଇ ଚମେଲି ତେଲ ଏବଂ ସିନ୍ଦୁର ଅର୍ପଣ କରନ୍ତୁ |ଓସ୍ତ ଗଛ କୁ ପୂଜା କଲେ ବି ଶନି ଦେବ ପ୍ରସନ୍ନ ହୋଇ ଥାନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *