Breaking News

ଶନି ଚଳିଲେ ଓଲଟା ଗତି କାଲିଠୁ ଏହି ରାଶିରେ ଭୟଙ୍କର ଘଟଣା

ଦର୍ଶକବନ୍ଧୁ ଶନି ଗ୍ରହଙ୍କର କଥା ସୁଣିଲେ ମନରେ ଡର ଆସିଥାଏ ଶନି ଦେବ ଲୋକ ମାନକୁ ତାଙ୍କର କର୍ମ ଅନୁଯାଇ ଫଳ ଦେଇଥାନ୍ତି ତେଣୁ ଶନି ଗ୍ରହ ନଡରି କ୍ରମ ସୁଧାରିବ କଥା ଭାବିନିଅନ୍ତୁ ଯଦି ବେକ୍ତି ଭଲ କ୍ରମ କରେ ତେବେ ତାଙ୍କୁ ଶନିଙ୍କୁ ଡରିବାର କିଛି ନାହିଁ ଏହା ଛଡା ଶନିଙ୍କର ସ୍ତିତି ଅନୁଯାଇ ମଧ୍ୟ ଶନିଙ୍କର ଫଳ ନିର୍ଭର କରିଥାଏ | ପ୍ରତେକ ବେକ୍ତିଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ ଶନି ଦଶା ସାମ୍ନା କରିବାକୁ ପଡିଥାଏ |

ଦର୍ଶକବନ୍ଧୁ ଆସନ୍ତୁ ଜାଣିନବା କେଉଁ ରାଶିର ଜାତକ ଶନି ଦଶାରୁ ମିଳିବାକୁ ଯାଉଛି ମୁକ୍ତି ଓ ମିଳିବାକୁ ଯାଉଛି ବଡ ସୁବର୍ଣ୍ଣ ସୁଯୋଗ ସେମାନଙ୍କୁ ବହୁତଦର୍ଶକବନ୍ଧୁ ଶନି ଗ୍ରହଙ୍କର କଥା ସୁଣିଲେ ମନରେ ଡର ଆସିଥାଏ ଶନି ଦେବ ଲୋକ ମାନକୁ ତାଙ୍କର କର୍ମ ଅନୁଯାଇ ଫଳ ଦେଇଥାନ୍ତି ତେଣୁ ଶନି ଗ୍ରହ ନଡରି କ୍ରମ ସୁଧାରିବ କଥା ଭାବିନିଅନ୍ତୁ ଯଦି ବେକ୍ତି ଭଲ କ୍ରମ କରେ ତେବେ ତାଙ୍କୁ ଶନିଙ୍କୁ ଡରିବାର କିଛି ନାହିଁ |

ଏହା ଛଡା ଶନିଙ୍କର ସ୍ତିତି ଅନୁଯାଇ ମଧ୍ୟ ଶନିଙ୍କର ଫଳ ନିଭର କରିଥାଏ | ପ୍ରତେକ ବେକ୍ତିଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ ଶନି ଦଶା ସମାନ କରିବାକୁ ପଡିଥାଏ ଦର୍ଶକବନ୍ଧୁ ଆସନ୍ତୁ ଜାଣିନବା କେଉଁ ରାଶିର ଜାତକ ଶନି ଦାଶରୁ ମିଳିବାକୁ ଯାଉଛି ମୁକ୍ତି ଓ ମିଳିବାକୁ ଯାଉଛି ବଡ ସୁବର୍ଣ୍ଣ ସୁଯୋଗ ସେମାନଙ୍କୁ ବହୁତ କିଛି ଲାଭ ମିଳିବାକୁ ଯାଉଛି ସେମାନଙ୍କର ଜୀବନରେ ଏବେ ଠାରୁ ତେବେ ଏହି ରାଶି ବାଲାଙ୍କୁ ଶନି ସାଡେସାଥିରୁ ମୁକ୍ତି ତେବେ ଆପଣଙ୍କର ରାଶି ଏଥିରେ ରହିଛିକି |

ଦର୍ଶକବନ୍ଧୁ ରବେ ଶନି ମକର ରାଶିରେ ଗୋଚର କରୁଛନ୍ତି ଏବଂ 2022 ଅପ୍ରେଲ 29 ତାରିକରୁ କୁମ୍ଭ ରାଶିରେ ଗୋଚର କରିବେ କୁମ୍ଭ ରାଶିରେ ଶନିଙ୍କର ଗୋଚର ଆରମ୍ଭ କରିବା ମାତ୍ରେ ଧନୁ ରାଶି ସାଢ଼େ ସାତୀରୁ ମୁକ୍ତି ମିଳିବ ଧନୁ ରାଶିରେ ସାଢ଼େ ସାତୀ ୨୦୧୪ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା ଏବେ ସାଢ଼େ ସାତ ବର୍ଷପରେ ଏହି ରାଶିର ଲୋକମାନଙ୍କୁ ମୁକ୍ତି ମିଳିବ |

ଶନିଙ୍କ କୋପରୁ ହେଲେ ପୁନଃ ଭାବରେ ୧୭ ଜାନୁଆରୀ ୨୦୨୩ ରୁ ମୁକ୍ତି ମିଳିଯିବ କରାଣ ୧୨ ଜୁଲାଇ ୨୦୨୨ ରୁ ୧୭ ଜାନୁଆରୀ ୨୦୨୩ ପ୍ରଯନ୍ତ ପୁଣି ଥରେ ମକର ରାଶିକୁ ଗୋଚର କରିବେ | ପରେ ଧନୁ ରାଶି ବାଲାଙ୍କ ପାଇଁ ପୁଣି ଥରେ ଶନିଙ୍କ କୋପେକୁ ଆସିଯିବେ |

ଦର୍ଶକବନ୍ଧୁ ଏହା ସହିତ ମଧ୍ୟ ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ମୀନ ରାଶି ବାଲାଙ୍କ ଉପରେ ଶନି ସାଢ଼େ ସାତୀରୁ ପ୍ରଥମ ଚରଣ ଆରମ୍ଭ ହେବ ଏହା ଛଡ଼ା କୁମ୍ଭ ରାଶି ମାନଙ୍କ ଉପରେ ଶନିଙ୍କର ଦ୍ବିତୀୟ ଚରଣ ଆରମ୍ଭ ହେବ ଓ ମକର ରାଶିଙ୍କ ଉପରେ ଶନିଙ୍କର ପ୍ରଥମ ଚରଣ ଆରମ୍ଭ ହେବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.