Breaking News

ଷଣ୍ଢ କୁ ଦେଖାଇ ମହିଳାଙ୍କୁ ଠକିଦେଲେ

ଆଜ୍ଞା ହଁ , ମାଲକାନଗିରି ସଦର ମହକୁମା ରେ ଦେଖିବାକୁ ମିଳିଛି ଏପରି ଏକ ବିରଳ ଦ୍ରୁଶ୍ଯ | ମହାରାଷ୍ଟ୍ରରୁ ଆସି ଓଡିଶା ରେ ମହିଳା ମାନଙ୍କୁ ଠକୁଥିଲେ ଏହି ଚତୁର ଠକ | ଏମାନଙ୍କର କରନାମା ଶୁଣିଲେ ଆପଣଙ୍କ ବୁଦ୍ଧି ହଜିଯିବ |

ଏମାନଙ୍କ ଠକାମିର ଫଣ୍ଡା ପୁରା ବିରଳ | ଏମାନେ ପ୍ରଥମେ ଲୋକମାନଙ୍କ ବିଷୟରେ ସବୁ ତଥ୍ୟ ନେଇଯାଉଥିଲେ | ଏବଂ ପରେ ଲୋକମାନଙ୍କୁ ଡରାଇ ସେମାନଙ୍କ ଘରେ ପୂଜାର୍ଚନା କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ନେଇଯାଉଥିଲେ | ଏବଂ ପରେ ଫେରାର ହୋଇଯାଆନ୍ତି | ତେବେ ସ୍ଥାନୀୟ ମହେଶ୍ଵରୀ କଲୋନୀରେ ଏଭଳି ଘଟଣା ଘଟିବା ପରେ ଲୋକ ମାନଙ୍କ ସନ୍ଧେହ ବଢିଥିଲା | ସ୍ଥାନୀୟ ଲୋକେ ଥାନାରେ ଏତଲା ଦାୟ କରିଥିଲେ |

ଏହି ଅଭିଯୋଗ କୁ ଆଧାର କରି ମାଲକାନଗିରି ପୁଲିସ ଏହାକୁ ଗମ୍ଭୀରତାର ସହ ନେଇଥିଲା | ତେବେ ପୁଲିସ ଯେବେ ଏହି ଠକ ମାନଙ୍କ ବିଷୟରେ ଜାଣିଲେ | ସେମାନେ ସେତବେଳକୁ ଓଡିଶା ଛାଡିସାରି ଥିଲେ | ପୁଲିସ ସେମାନଙ୍କୁ ଧରିବା ପାଇଁ ଏକ ଟୀମ ଗଠନ କରିଥିଲା | ଏବେ ସେମାନେ ଟାର୍ଗେଟ କରିଥିଲେ ତେଲେଙ୍ଗାନା ର ମହିଳା ମାନଙ୍କୁ | ପୁଲିସ ଏମାନେ ସେଠାରେ ଅଛନ୍ତି ବୋଲି ସୂନୀ ଯାଇଥିଲେ ହେଲେ ପୁଲିସ ସେଠାରେ ପହଞ୍ଚି ବା ପରେ ସେମାନେ ଫେରାର ହୋଇ ଯାଇଥିଲେ ଟଙ୍କା ନେଇ |

ପରେ ପୁଲିସ ଖବର ପାଇଥିଲା ଯେ ମହାରାଷ୍ଟ୍ରର ଗଡାଚେନ୍ଦୁର ଅଞ୍ଚଳରେ ଏମାନେ ରହୁଛନ୍ତି | ଏବଂ ତୁରନ୍ତସେଠାରେ ପହଞ୍ଚି ସେଠାରେ ତାଙ୍କୁ କାବୁ କରିନେଲା ପୁଲିସ | ଏହି ଠକ ଷଣ୍ଢ କୁ ଧରି ନନ୍ଦୀ ସବୁସତ କଥାକହୁଥିବା କହି ଟଙ୍କା ନେଇଯାଉଥିଲେ | ତେବେ ସେମାନେ ନିଜ ଶଙ୍ଖସିନ୍ଦୁର ପ୍ରତି ବିପଦ ଅଛି କହି ବହୁତ ଟଙ୍କା ନେଇଯାଉଥିଲେ ଆହୁରିମଧ୍ୟ ଯଦି ଘରେ ଛୋଟ ପିଲା ଥାଆନ୍ତି | ତେବେ ସେମାନେ ସନ୍ତାନ ଉପରେ ବିପଦ ଅଛି କହି ବହୁତ ଟଙ୍କାନେଇ ଘରେ ପୂଜା ଅର୍ଚନା କରନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *