Breaking News

ସନାତନ ଧର୍ମ ଅନୁସାରେ ପୃଥିବୀ ର ପ୍ରଥମ ମନୁଷ୍ୟ କିଏ ?

ସୃଷ୍ଠୀ ର ଆରମ୍ଭ ରୁ ରହିଛନ୍ତି ତ୍ରିଦେବ |ବ୍ରହ୍ମା ,ବିଷ୍ଣୁ ଏବଂ ମହେଶ୍ଵର |ଏହି ତ୍ରିଦେବ ଙ୍କ ପୂଜା ଆରାଧନା କରି ଥାଉ |ଭଗବାନ ବିଷ୍ଣୁ ଙ୍କ ନାଭି ରୁ ଜନ୍ମ ନେଲେ ବ୍ରହ୍ମା |ବ୍ରହ୍ମା ଙ୍କର ସୃଷ୍ଠୀ ପରେ ବ୍ରହ୍ମା ପ୍ରଶ୍ନ କଲେ ବିଷ୍ଣୁ ଙ୍କୁ ,ହେ ଭଗବାନ ମୋର ଉତ୍ପତ୍ତି ର କାରଣ କଣ ହେ ଭଗବାନ ?ବିଷ୍ଣୁ କହିଲେ ତୁମେ ସୃଷ୍ଠୀ କୁ ନିର୍ମାଣ କରିବ ଏବଂ ସୃଷ୍ଠୀ ର ସରଞ୍ଚନା ରେ ତୁମର ଦାୟୀତ୍ଵ ରହିଲା |ଯେତେ ବେଳେ ସୃଷ୍ଠୀ ର ସରଞ୍ଚନା ଦାୟୀତ୍ଵ ବ୍ରହ୍ମା ଙ୍କ ଉପରେ ରହିଲା ସେ ସମଗ୍ର ସୃଷ୍ଠୀ କୁ ସରଞ୍ଚନା କରିଲେ ଏବଂ ମାନବ ଙ୍କର ଜନ୍ମ ହେଲା |ବ୍ରହ୍ମା ସୃଷ୍ଠୀ କରିଥିଲେ ଧରା ପୃଷ୍ଠ ରେ ପ୍ରଥମ ମାନବ କୁ |

ସେ ମାନବ କିଏ ?କଣ ତାଙ୍କ ନାମ ?ଆମେ କାହାର ବଂଶଧର ସେ ସବୁ ବିଷୟରେ ଆଜି ଆମେ ଜାଣିବା |ସଂସାର ରେ ହିନ୍ଦୁ ,ମୁସଲିମ ,ଶିଖ ଏହି ପରି ଅନେକ ଧର୍ମ ରହିଛି |ସବୁ ଧର୍ମ ମଧ୍ୟ ରୁ ହିନ୍ଦୁ ଧର୍ମ କୁ ସବୁଠାରୁ ପ୍ରାଚୀନ ଭାବରେ ଗ୍ରହଣ କରା ଯାଇଛି |କୁହାଯାଏ ହିନ୍ଦୁ ଧର୍ମ ର ଉତ୍ପତ୍ତି ମନୁଷ୍ୟ ର ଉତ୍ପତ୍ତି ରୁ ମଧ୍ୟ ପୂର୍ବରୁ ହୋଇଥିଲା |ହିନ୍ଦୁ ଧର୍ମ ର ପ୍ରକୃତ ନାମ ସନାତନ ଧର୍ମ |ହିନ୍ଦୁ ଶବ୍ଦ ରୁ ସିନ୍ଧୁ ଶବ୍ଦ ର ଉତ୍ପତ୍ତି ହୋଇଛି |ଏବଂ ସିନ୍ଧୁ ଯାହାକି ଗୋଟିଏ ନଦୀ |ଏହା ଏସିଆ ର ସବୁଠାରୁ ବଡ ନଦୀ |ପ୍ରାଚୀନ କାଳରେ ହିନ୍ଦୁ ଧର୍ମ ର ଅନୁସରଣ ସମସ୍ତେ କରୁଥିଲେ |କାରଣ ସେହି ସମୟ ରେ ଅନ୍ୟ କୌଣସି ଧର୍ମ ନଥିଲା |

ତେବେ ଯଦି କୁହା ଯାଏ ସନାତନ ଧର୍ମ ର ଉତ୍ପତ୍ତି ମାନବ ଧର୍ମ ର ବହୁ ଆଗରୁ ହୋଇ ସାରିଥିଲା ତେବେ ପ୍ରଶ୍ନ ଉଠେ ପୃଥିବୀ ର ପ୍ରଥମ ମାନବ କିଏ ?ଏବଂ ଏହି ଜୀବନ ପଦ୍ଧତି କୁ କିଏ ସେ ଆପଣେଇ ଥିଲେ |ସଂସାର କୁ ଆଗକୁ କିଏ ସେ ବଢେଇ ଥିଲେ |ଧର୍ମ ଗ୍ରନ୍ଥ ଅନୁସାରେ ସୃଷ୍ଠୀ ର ରଚନା ବ୍ରହ୍ମା ଙ୍କ ଠାରୁ ହୋଇଥିଲା |ଯେବେ ବ୍ରହ୍ମା ବିଷ୍ଣୁ ଙ୍କ ନାଭିରୁ ଉତ୍ପର୍ଣ୍ଣ ହେଲେ ବ୍ରହ୍ମା ଙ୍କର ପ୍ରଶ୍ନ ଥିଲା ତାଙ୍କ ଉତ୍ପର୍ଣ୍ଣ ର କାରଣ କଣ |ବିଷ୍ଣୁ ଉତ୍ତର ରେ କହିଲେ ସୃଷ୍ଟି ର ସରଞ୍ଚନା ପାଇଁ ତୁମ୍ଭର ଉତ୍ପର୍ଣ୍ଣ ହୋଇଛି |

ବିଷ୍ଣୁ ଙ୍କର ଆଦେଶ ମାନି ବ୍ରହ୍ମା ସୃଷ୍ଠୀ ସରଞ୍ଚନା କଲେ |ବ୍ରହ୍ମ ଦେବ ପ୍ରଥମେ ସ୍ଵୟଂଭବ “ମନୁ” ଙ୍କୁ ଉତ୍ପନ୍ନ କରିଲେ |ଯେ କି ପୃଥିବୀ ର ପ୍ରଥମ ପୁରୁଷ ଥିଲେ |ମନୁ ଙ୍କ ସହ ବ୍ରହ୍ମା “ସତରୂପା” ନାମ୍ନୀ ଗୋଟିଏ ସ୍ତ୍ରୀ କୁ ମଧ୍ୟ ଉତ୍ପର୍ଣ୍ଣ କଲେ |ଏମାନଙ୍କ ପରେ ଅନେକ ମାନସ ପୁତ୍ର ଙ୍କୁ ମଧ୍ୟ ଜନ୍ମ କରିଥିଲେ ବ୍ରହ୍ମା |

ଯେଉଁମାନେ ପୃଥିବୀ ରେ ସୃଷ୍ଠୀ ର ବିସ୍ତାର ପାଇଁ ବିଭିନ୍ନ ପ୍ରକାରରେ ଯୋଗ ଦାନ ଦେଉଥିଲେ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About mahendra kumar

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *