ନମସ୍କାର ଦର୍ଶକବନ୍ଧୁ ଥାଇଲ୍ୟାଣ୍ଡର ଜଣେ ମହିଳା ଦାବି କରିଛନ୍ତି ଯେ ଗତ କିଛିଦିନ ହେବ ସେ ଗର୍ଭବତୀ ଅଛନ୍ତି କିନ୍ତୁ ପେଟର ବଢୁଥିବା ଛୁଆଟି ମଣିଷର ନୁହେଁ ଏହି ପିଲାଟି ହେଉଛି ଗୋଟିଏ ମାଛର। ଥାଇଲ୍ୟାଣ୍ଡର ବାସିନ୍ଦା କିମ୍ବୋଲି ଏହିଭଳି ଦାବି କରିଛନ୍ତି ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କି ତାଙ୍କର ଅଲ୍ଟ୍ରା ସାଉଣ୍ଡରେ ପେଟରେ ବଢ଼ୁଥିବା ଛୁଆଟି ମାଛ ଆକୃତିରେ ଦେଖାଯାଉଛି। ତେବେ ଦର୍ଶକ ବନ୍ଧୁ ଏହା ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
ଗତକିଛି ମାସ ପୂର୍ବେ କିମ୍ବୋଲିଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ଆଉ ବର୍ତ୍ତମାନ ତାଙ୍କ ପେଟ ଗୋଟିଏ ଗର୍ଭବତୀ ମହିଳା ପରି ବଢ଼ୁ ଥିବାର ହେଖା ଦେଉଛି ଆଉ ତାଙ୍କ ବଢ଼ୁଥିବା ପେଟ ଦେଖି ତାଙ୍କ ବାପାଙ୍କ ସହ ବୋହୁତ ସାରା ଲୋକ ତାଙ୍କୁ ସନ୍ଦେହ କରିବାକୁ ଲାଗୁଥିଲେ କିନ୍ତୁ କିମ୍ବୋଲିଙ୍କ କହିବା ଅନୁଯାୟୀ ତାଙ୍କର କେହିବି ହେଲେ ପ୍ରେମିକା ନାହାଁନ୍ତି ଆଉ ଅନ୍ୟ ପଟେ ତାଙ୍କର ଜେଜେମା କହିବା ଅନୁଯାୟୀ କିମ୍ବୋଲିଙ୍କ ପିରିୟଡ଼ ସମୟରେ ସେ ସମୁଦ୍ରକୁ ଗାଧେଇବା ପାଇଁ ଯାଇଥିଲେ |
ତ ସେଥିପାଇଁ ତାଙ୍କ ସହ ଏଭଳି ଘଟଣା ଘଟିଛି ଆଉ ଏହା ପରେ ଅଲ୍ଟ୍ରା ସାଉଣ୍ଡର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଆଉ ପେଟ ଭିତରେ ମାଛ ବଢ଼ୁଥିବା ଦୃଶ୍ୟ ଅଲ୍ଟ୍ରା ସାଉଣ୍ଡରେ ସଫା ସଫା ଦେଖା ଦେଇଥିଲା ଏବଂ ଏହି ଅଦ୍ଭୁତ କଥା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ଡାକ୍ତରମାନେ କହିଥିଲେ କି ସେମାନେ ତାଙ୍କ କ୍ୟାରିୟର ଭିତରେ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା କେବେବି ହେଲେ ଦେଖି ନଥିଲେ।
ଝିଅଟିର ପେଟରେ ଗୋଟିଏ ମାଛ ଆକୃତିର ଯିବ ଟିଏ ଦେଖା ଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ରିସର୍ଚ୍ଚ କରିବା ପରେ ଜାଣିବାକୁ ପାଇଥିଲେ କି ଝିଅଟି ପେଟରେ ମାଛ ନାହିଁ ବରଂ ଗୋଟିଏ ଓଭରିନ୍ ସିଷ୍ଟ୍ ଅଛି ଆଉ ଏହା ଦୃତ ଗତିରେ ବଢିବାକୁ ଲାଗିଛି ଏବଂ ଏହି ରୋଗ ପାଇଁ ତାଙ୍କ ପେଟ ଦୃତ ଗତିରେ ବଢିବାକୁ ଲାଗୁଛି। ଆଉ ଏପରି ପରିସ୍ଥିତି ଜେନେଟିକ୍ ଏବଂ ଆଖପାଖ ପରିସ୍ଥିତି ଉପରେ ନିର୍ଭର କରେ। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ମଣିଷ କେବେ ହେଲେ ମାଛର ଶିଶୁମାନଙ୍କୁ ପେଟରେ ରଖି ପାରିବେ ନାହିଁ।
ମଣିଷ ପେଟରେ ମାଛ ବଞ୍ଚିବା ପରି କୌଣସି ପ୍ରାକୃତିକ ସିଷ୍ଟମ୍ ନାହିଁ। ଡିମ୍ବାଣୁ ପର୍ଯ୍ୟନ୍ତ ମାଛର ଶିଶୁ ପହଞ୍ଚିବା ସମ୍ଭବ ନୁହେଁ କାରଣ ଫିଲୁମେଣ୍ଟ ଟିୟୁବ୍ୟୁ ଦେଇ ଏହା ଗତି କରିବା ସମ୍ଭବ ନୁହେଁ। କିମ୍ବୋଲିଙ୍କୁ ଏଥିପାଇଁ ଏକ ଉପଚାର ଆବଶ୍ୟକତା ରହିଥିଲା ଯାହାକୁ କି ଏହି ସ୍ଥାନୀୟ ଡାକ୍ତର ଦ୍ଵାରା ମାଗଣାରେ କରାଯାଇଥିଲା। ଗତ ଦିନମାନଙ୍କରେ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ୍ ହେଉଥିଲା ଆଉ ଏହାପରେ ଲୋକମାନେ ମଧ୍ୟ କିମ୍ବୋଲିଙ୍କୁ ମଧ୍ୟ ବୋହୁ ମାତ୍ରାରେ ସାହାଯ୍ୟର ହାତ ବଢ଼ାଇଥିଲେ।
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …