Breaking News

ଦେଖନ୍ତୁ Vairal ଭିଡିଓ – ଗାଇଟି ନଦୀରେ ଭାସିଯାଉଥିବା ବେଳେ ଦେବଦୂତ ଭଳି ବଞ୍ଚାଇଲେ ଯୁବକ , ଦେଖିଲେ ଆଶ୍ଚର୍ଯ ହେବେ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକୃତିର ଲୋକ ଦେଖିବାକୁ ମିଳିଥାନ୍ତି। କିଏ ରାଗି ସ୍ୱଭାବର କିଏ ସ୍ୱାର୍ଥପର ସ୍ୱଭାବର ତ କିଏ ଅତି ଦୟାଳୁ ସ୍ୱଭାବର।ମାତ୍ର ଆଜିକାଲି ପ୍ରାୟତଃ ଦେଖିଥିବେ ଯଦି ଜଣେ କେହି ଅସୁବିଧା ରେ ପଡି ରାସ୍ତାରେ ସାହାଯ୍ୟ ମାଗେ ତାହାଲେ ଲୋକେ ତାକୁ ସାହାଯ୍ୟ କରିବାକୁ ବି ପଛାନ୍ତି।ସତେ କି ଯେମିତି ସେମାନେ ମାନବିକତା ବୋଲି ଜିନିଷ କୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଅବଶ୍ୟ ଏବେବି କିଛି ଲୋକ ଅଛନ୍ତି ଯୋଉମାନେ କି କେହିଜଣେ ଆସିବିଧାରେ ପଡିଥିବା ର ଦେଖିଲେ କେବେବି ତାକୁ ସାହାଯ୍ୟ ନକରି ଫେରି ଆସନ୍ତି ନାହିଁ। ସେମିତି ଆଜି ଆମେ ଆପଣ ଙ୍କୁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ କି ଆପଣ ନିଶ୍ଚିନ୍ତ ଭାବିବେ ଆଜିବି ଲୋକଙ୍କ ପାଖେ ପଣିଆ ବଞ୍ଚିଛି। ତାହାଲେ ଆସନ୍ତୁ ଜାଣିବେ ସେହି ଘଟଣା ଗୁଡିକ ବିଷୟରେ।

ଏମିତି ଦିନକର କଥା ଗୋଟିଏ ବତକ ଆଉ ତାର ଚାରିଟି ଛୁଆ ରାସ୍ତା ପାର ହେଇ ଆରପଟକୁ ଯାଉଥିଲେ କିନ୍ତୁ ହଠାତ ବାଟରେ ଗୋଟିଏ ଡ୍ରେନ ରେ ତାର ଚାରିଜଣ ଛୁଆ ପଡିଗଲେ। ବତକ ଟି ବହୁତ ଚେଷ୍ଟା କରିବି ତା ଛୁଆ ଙ୍କୁ ବଞ୍ଚାଇ ପାରିଲାନି। ଠିକ ସେହି ସମୟରେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଚାଲି ଚାଲି ଆସୁଥିଲେ ସେ ଯେତେବେଳେ ଦେଖିଲେ ଚଢ଼େଇଟି ଏତେ ଅସୁବିଧାରେ ପଡିଚି ଆଉ ଡେରି ନକରି ନିଜ ଜୀବନ କୁ ବାଜି ଲଗେଇ ଡ୍ରେନ ରେ ପଶି ବତକ ର ଛୁଆ ମାନଙ୍କୁ ଉଦ୍ଧାର କଲେ ।ଇଏ ତ ଗଲା ଗୋଟିଏ ଘଟଣା ଆହୁରି ବି ଘଟଣା ଅଛି ଯୋଉଥିରେ ଲୋକ ନିଜର ମାନବିକତା ଭିନ୍ନ ରୁପ କୁ ଦେଖାଇଛନ୍ତି।

ଆଉ ଗୋଟିଏ ଥର ଦେଖିବାକୁ ମିଳିଥିଲା କଟକର ମହାନଦୀ ନିକଟରେ ଗୋଟିଏ ଗାଈ ତାର ଦୁଇଟି ବାଛୁରୀ ଙ୍କୁ ନେଇ ଚରୁଥିଲା। ମାତ୍ର ହଠାତ କଣ ହେଲା କେଜାଣି ଗାଈ ର ଗୋଡ଼ ଖସିଯିବା କାରଣରୁ ସେ ନଇ ରେ ବୁଡ଼ିଗଲା। ଆଉ ଏସବୁ ଦୃଶ୍ୟ କୁ ସେଠାରେ ଥାଇ ଦେଖୁଥିଲା ଜଣେ ୧୫ ବର୍ଷ ର ଯୁବକ ସେ ଗାଈର ଏମିତି ଅବସ୍ଥା ଦେଖି ଆଉ ନିଜକୁ ରୋକି ପାରିଲାନି ଆଉ କିଛି ନଭାବି ଗାଈ କି ବଞ୍ଚାଇବାକୁ ଭିତର କୁ ଡେଇଁ ପଡିଲା। ତା ପରେ କିଛି ଲୋକ ଆସି ଗାଈ ଆଉ ପିଲାଟିକୁ ଉଦ୍ଧାର କରିଲେ। ଦେଖୁଛନ୍ତି ଛୋଟ ପିଲାଟିଏ ହେଲେ କଣ ହବ ତା ପାଖେ ମାନବିକତା ବଞ୍ଚିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *