Breaking News

ସମସ୍ତ ଦେଶବାସୀଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର, ଭଗବାନ ଶ୍ରୀ ଗଣେଶଙ୍କର ହେଲା ଅବତାର |

କଣ କଳିଯୁଗରେ ଭି ଭଗବାନ ଜନ୍ମ ନେଇପାରିବେ କଣ ଭଗବାନ ଗଣେଶ ପୁଣି ଜନ୍ମ ନେଇପାରିବେ କଣ ପୁଣି ଚମତ୍କାର ହୋଇପାରିବ କିଛିଦିନ ହେବ ଏହି ପରି ଚମତ୍କାର ସେମାଙ୍କୁ ଆସିଛି | କୁହାଯାଉଛି ଭଗବାନ ଶ୍ରୀ ଗଣେଶ ଜଣେ ବଳକ ରୂପରେ ଜନ୍ମ ନେଇଛନ୍ତି ଗଣେଶ ଜି ଜନ୍ମ ନେବାର ଏହି ଫୋଟୋ କୋଉଠିକାର କହିବା ବହୁତ କଷ୍ଟ କର କିନ୍ତୁ କିଛି ଦିନ ହେବ ହୋ ଫୋଟୋ ପୁରା ଭାରତରେ ବହୁତ ଭାର୍ଚ୍ଚାର ବିଷୟ ପାଲଟିଛି |

ସୋସିଆଲ ମିଡିଆରେ କୁହାଯାଉଛିକି ଭଗବାନ ଗଣେଶ ଗୋଟେ ଛୋଟ ଛୁଆ ରୂପରେ ଜନ୍ମ ନେଇଛନ୍ତି ଆଉ କହୁଯାଉଛି କି ଏହି ଛୁଆକୁ ପୂଜା କରିବା ଦ୍ୱାରା ମନସ୍କାମନା ପୁରାଣ ହେଉଛି | ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫୋଟୋ କୁହାଯାଉଛି କି ଏହି ଛୁଆ ପୁରା ଭଗବାନ ଗଣେଶଙ୍କ ପରି ଦେଖାଯାଉଛି ଆଉ ତାର ଶୁଣ୍ଢ ମଧ୍ୟ ଅଛି | ଆଉ ଏହି ଛୁଆ ସମସ୍ତଙ୍କ ତାରାଦକୁ ଆକାଶିତ କରୁଛି ଆଉ ଏହି ଛୁଆକୁ ଦେଖିଲେ ଜଣାପଡୁଛି ଏହି ଛୁଆ କିଛି କହିବାକୁ ଚାହୁଁଚି |

ଅଧା ଫୁଟ ତାର ଶୁଣ୍ଢ ଅଛି ଆଉ ତାର ବଡ ବଡ ଦୁଇଟି କାନ ମଧ୍ୟ ଅଛି ଏମିତି ଦେଖଉଯାଉଛି ଯାହା ପୁରା ଗଣେଶଙ୍କ ପରି ଦେଖାଯାଉଛି | ଏହି ଫୋଟ ଦେଖିବାପରେ ଏମିତି ଲାଗୁଛିକି କେହି ଛୁଆ ଘରେ ବସିଛି ଆଉ ମୋତିହାର ପିନ୍ଧି ଆଖିରେ କାଜଲ ଲଗେଇ ଘରେ ବସିଲା ଭଳି ଦେଖାଯାଉଛି | ଆଉ ନଜରରୁ ବଂଚିବା ପାଇଁ କାଳୀତିକା ମଧ୍ୟ ଲଗାଯାଇଛି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ସବୁ ଫୋଟୋ ଲୋକଙ୍କୁ ତା ଆଡକୁ ରଟନି ଆଣୁଛି |

ଆଉ ଏହା ସହିତ ଦିଆଯାଇଥିବା ଖବର ମୁତାବକ ଭଗବାନକି ଅବତାର ସତ୍ୟ ଯୁଗରେ ହିଁ ହୋଇଥାଏ କିନ୍ତୁ କଳିଯୁଗରେ ଭି ଗଣେଶଜି ଅବତାର ନେଇଛନ୍ତି | ଆସନ୍ତୁ ଜାଣିବା ଏହି ଫୋଟର ସବୁ ସତ କଥା | ଆପଣଙ୍କୁ କହିରଖୁଛି ଏହି ଫୋଟ ବିଷୟରେ କୁହାଯାଇଥିବା ସବୁ କଥା ମିଛ ଆଉ ଏପର୍ଯ୍ୟନ୍ତ ଆପଣ ଏହି ଫୋଟ ବିଷୟରେ ଯାହାସବୁ ପଡିଛନ୍ତି ସବୁ ମିଛ ଆମେ କାହିଁକି ଏହି କଥା କହୁଛି ଏହି ଫୋଟୋ ଭଲଭର ଦେଖିଲେ ଆପଣ ଜାଣିପାରିବେ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.