Breaking News

ସାମାନ୍ୟ ଭୁଲ୍ କରିବା ପଡିଲା ମାହାଙ୍ଗା, ଏହି କୁନି Jhia ଙ୍କୁ ମିଳିଲା ଏମିତି ଦଣ୍ଡ ଯାହାକୁ ଦେଖିଲା ପରେ ଆଖିରେ ଲୁହ ଆସିଯିବ…

ଦର୍ଶକ ବନ୍ଧୁ ଛୋଟବେଳେ ସାମାନ୍ୟ ଭୁଲ୍ କରିବା ମହଙ୍ଗା ପଡିଲା ଏହି କୁନି ଝିଅଙ୍କୁ ଆଉ ଭୁଲ୍ ପାଇଁ ମିଳିଲା ଏମିତି ଦଣ୍ଡ କି ସବୁଦିନ ପାଇଁ ମୋଡ଼ି ହୋଇଗଲା ବେକ ତେବେ କଣ ଭୁଲ୍ କରିଲେ ଏହି କୁନି ଝିଅ ଜଣଙ୍କ କାହିଁକି ରହସ୍ୟ ଜନକ ଭାବରେ ମୋଡି ହୋଇଗଲା ତାଙ୍କ କେବ ଏବଂ ଡାକ୍ତରମାନେ ଏହାକୁ ନେଇ କଣ କହୁଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ସିଙ୍ଗ ପ୍ରଦେଶରେ ରହୁଥିବା ଏହି ୧୧ ବର୍ଷୀୟ ଝିଅର ବେକ ରହସ୍ୟମୟ ଭାବରେ ୯୦° ମୋଡ଼ି ହୋଇଯାଇଛି ଆଉ ଅକ୍ସିନ ନିଜ ଜୀବନକୁ ସାମାନ୍ୟ ପିଲାପରି ବିତାଇବାକୁ ଚାହୁଁଛନ୍ତି କିନ୍ତୁ ଏହା ସମ୍ଭବ ହୋଇପାରୁନାହିଁ ଆଉ ଅକ୍ସିନଙ୍କ ଘରଲୋକଙ୍କ କହିବା ଅନୁଯାୟୀ ସେ ପୁରା ସୁସ୍ଥ ହୋଇ ଜନ୍ମ ହୋଇଥିଲେ କିନ୍ତୁ ଏହି ସମସ୍ୟା ତାଙ୍କୁ ସେତେବେଳେ ଦେଖାଦେଲା ଯେତେବେଳେ ସେ ମାତ୍ର ୮ ମାସର ହୋଇଥିଲେ

ଆଉ ଏଥିପାଇଁ ଅକ୍ସିନଙ୍କୁ କହିବାରେ ଖାଇବାରେ ଶୌଚାଳୟ କରିବାରେ ସାମାନ୍ୟ ଚାଲିବା ପାଇଁ ମଧ୍ୟ ତାଙ୍କୁ ବୋହୁତ କଷ୍ଟ କରିବାକୁ ପଡୁଛି ଆଉ ଏହି ଅବସ୍ଥା ପାଇଁ ସେ ସ୍କୁଲ୍ ମଧ୍ୟ ଯିବାରେ ଅସମର୍ଥ ଆଉ ଅକ୍ସିନଙ୍କ ମାଆଙ୍କ କହିବା ଅନୁଯାୟୀ ଅକ୍ସିନ ଯେତେବେଳେ ୮ ମାସର ହୋଇଥିଲେ ସେତେବେଳେ ତାଙ୍କ ବେକରେ ଖେଳୁ ଖେଳୁ ଆଘାତ ଲାଗିଥିଲା ବେକ୍ ମୋଡ଼ି ହୋଇ ଯାଇଥିଲା ଆଉ ଏହାପରଠୁ ଆଜିଯାଏଁ ଅକ୍ସିନ କଷ୍ଟରେ ବଞ୍ଚି ଆସୁଛନ୍ତି।

କିଛି ବର୍ଷ ତଳେ ଅକ୍ସିନଙ୍କ ଅପରେସନର ଖର୍ଚ୍ଚ ଜଣେ ନେତା ବହନ କରିବା ବୋଲି କହିଥିଲେ ଓ ଯାହାପରେ ଅକ୍ସିନଙ୍କ ମେଡ଼ିକାଲ୍ ଟେଷ୍ଟ ହୋଇଥିଲା ଆଉ ଡାକ୍ତର ମାନଙ୍କ କହିବା ଅନୁଯାୟୀ ୫୦ ପ୍ରତିଶତ ଆଶା ଥିଲା କି ଅକ୍ସିନଙ୍କ ନେଇ ଭଲ ହୋଇପାରିବ ଆଉ ଏହାପରେ ଅକ୍ସିନଙ୍କ ମାଆଙ୍କ କହିବା ଅନୁଯାୟୀ ଯେଉଁ ଲୋକ ଏହି ଅପରେସନ ପାଇଁ ଖର୍ଚ୍ଚ କରିବେ ବୋଲି କହୁଥିଲେ

ସେ ଆଉ ଫୋନ୍ ଉଠାଉ ନାହାଁନ୍ତି ଓ କିଛି ଉତ୍ତର ବି ଦେଉ ନାହାଁନ୍ତି ଆଉ ଏବେ ଅକ୍ସିନଙ୍କ ପୁରା ପରିବାର ସରକାର ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗୁଛନ୍ତି ଯାହାଦ୍ଵାରା ସର୍ଜରି ହେବ ଓ ଅକ୍ସିନ ଏକ ସାମାନ୍ୟ ଜୀବନ ବିତାଇ ପାରିବ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.