Breaking News

ଆଶ୍ଚର୍ଯ୍ୟ ଖବର – ଶାଳୀ ଭେଣେଇଙ୍କ ଆଖି ଆଖିରେ ଖେଳ, ସାରା ଓଡ଼ିଶାରେ ଚହଳ ପଡିଛି !!

ନମସ୍କାର ବନ୍ଧୁଗଣ ଦେଖନ୍ତୁ ଭାଇରାଲ୍ ଭିଡିଓ ଶାଳୀ ଭିଣେଇଙ୍କର କେମିତି ଚାଲିଚି ଆଖିରେ ଆଖିରେ ଈଶାରା ଶାଳୀ ଙ୍କ ନଜର ବାଣରେ ଫସିଗଲେ ଭିଣେଇ ଜିଦ୍ କରି ବସିଲେ ଅଜବ କଥା। ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଘଟୁଥିବା ନିଶ୍ଚିତ ଭାବରେ ଜାଣିଥିବେ ବା ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଅନେକ ସମୟରେ ଅନେକ ଅଜବ କଥା ବା ଦୃଶ୍ୟ ଆପଣମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଦର୍ଶକ ବନ୍ଧୁ ଆପଣମାନେ ବୋହୁତ ଲୋକମାନଙ୍କୁ ପ୍ରେମ କରୁଥିବାର ଦେଖିଥିବେ କିଏ କାହା ସହିତ ପ୍ରେମ କରି ଫେରାର ହୋଇ ଯାଉଛି ତ ଆଉ କିଏ କାହାକୁ ପ୍ରେମ କରି ଅନ୍ୟଜନଙ୍କୁ ବାହା ହୋଇ ପୁଣି ପ୍ରେମିକ ସହିତ ଫେରାର ହୋଇ ଯାଉଛି ଏହିଭଳି ଘଟଣାମାନ ଘଟୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ।

ଦର୍ଶକ ବନ୍ଧୁ ଏଥର ଶାଳୀ ଭିଣେଇଙ୍କୁ ପଇସା ମାଗୁଛନ୍ତି ଆମ ହିନ୍ଦୁ ବିବାହରେ ଭିଣେଇଙ୍କୁ ଶାଳୀମାନେ ପଇସା ମାଗିବାର ପ୍ରଥା ରହିଛି ଏଠାରେ ଶାଳୀ ପଇସା ମାଗିଥିଲେ କହିଥିଲେ ପ୍ରଥମେ ଟଙ୍କା ଦିଅ ତାପରେ ଭିତରକୁ ଛାଡ଼ିବୁ ଭିଣେଇ ପ୍ରଥମେ ଅଳ୍ପ ଟଙ୍କା ଦେଇଥିଲେ କିନ୍ତୁ ଶାଳୀ ରାଜି ହୋଇ ନଥିଲେ ତାପରେ ଭିଣେଇ ୫ ହଜାର ଟଙ୍କା ଦେଇଥିଲେ ଏବଂ ଶାଳୀ ଭିତରକୁ ଛାଡିଥିଲେ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.