ଶଳାକୁ ବାଇକିରୁ ପେଲି ଦେଇ ଯୁବତୀଙ୍କୁ ନେଇ ଫେରାର ହୋଇଗଲା ଭିଣେଇ ପ୍ରଥମ ପତ୍ନୀ ଥାଇ ଦ୍ୱତୀୟ ବିବାହ ପାଇଁ ମନ ବଳାଇଥିଲା ସ୍ୱାମୀ ସପ୍ତାହ ପରେ ଆଉ ଜଣେ ଯୁବତୀ ସହ ଫେରାର ହୋଇ ଯାଇଥିଲା ପରିବାର ଲୋକ ବହୁ ଖୋଜ ଖୋଜି କରିବା ପରେ ଫେରାର ପ୍ରେମୀ ଯୁଗଳ ଙ୍କୁ ଠାବ କରିଥିଲେ ଅଭିଯୁକ୍ତ ଯୁବକ ଙ୍କୁ ଜୋର ଜବରଦସ୍ତି ବାଇକିରେ ବସାଇ ଶଳା ଓ ସାଙ୍ଗ ଥାନାକୁ ନେଇ ଥିଲେ ହେଲେ ଲିଙ୍ଗି ପୁରୁ ଟ୍ରଫିକି ଛକ ନିକଟରେ ପୋଲିସ କୁ ଦେଖି ଜଣେ ବାଇକିରୁ ଡେଇଁ ପଡିଲା ଏହି ସୂଜଗାରେ ଶଳା କୁ ବାଇକିରୁ ଫିଙ୍ଗି ଦେଇ ଭିଣେଇ ପ୍ରେମିକକୁ ନେଇ ଫେରାର ହୋଇ ଯାଇଥିଲା |
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ସୂଚନା ଅନୁସାରେ ପୁରୀ ସତ୍ୟବାଦି ଥାନା ଅଧୀନ ବଲପୁର ଗ୍ରାମ ର ସୁଦର୍ଶନ ଭୂଇଁ ବୟସ 30 ବିବାହିତ ତାଙ୍କର ଦେଢ଼ ବର୍ଷର ଝିଅ ଓ 3 ବର୍ଷର ପୁଅଟିୟା ଅଛି ହେଲେ ସୁଦର୍ଶନ ଉକ୍ତ ଗ୍ରମର ଜଣଙ୍କ ସହ ପ୍ରେମ ସମ୍ପର୍କ ଘଡି ଉଠିଥିଲା ଗତ ଶପଥରେ ସୁଦର୍ଶନ ଉକ୍ତ ଯୁବତୀଙ୍କ ସହ ଫେରାର ହୋଇ ଯାଇଥିଲା ଯୁବତୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ |
ଏପଟେ ସୁଦର୍ଶନ ପତ୍ନୀ ଙ୍କ ପରିବାର ଲୋକ ତାଙ୍କୁ ଖୋଜ ଖୋଜି କରି ସେ କଟକରେ ରହିଥିବା ଜାଣି ପାରିଲେ | ଖବର ପାଇ ଶଳା କୁନା ଭୂଇଁ ଓ ତାଙ୍କ ସହ ଅନ୍ୟ ଜଣେ ସାଙ୍ଗ ସୁଦର୍ଶନକୁ ବାଇକି ମଝିରେ ବସାଇ ସତ୍ୟବାଦୀ ଥାନାକୁ ନେଇଥିଲେ | ହେଲେ ବାଟରେ ଲିଙ୍ଗି ପୁରା ଟ୍ରଫିକି ନିକଟରେ ସୁଦର୍ଶନ କୁନାକୁ ବଇକୁରୁ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲା |
ଏ ସମ୍ପର୍କରେ ବାଇକି ମାଲିକ ପୁରୀ ଜିଲ୍ଲା ସଦର ଥାନ ଅନ୍ତର୍ଗତ ସଦର ଥାନା ଅଧୀନ ଢୋଲ ରମାର ସଂଜୟ ଭୂଇଁ ଧୂଳି ଥାନା ରେ ଆଜି ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ଅପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …