Breaking News

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି 17 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ଆଜିଠାରୁ ରାଜ୍ୟରେ ଫୁଣି ବଢିବ ବର୍ଷା | ତେବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ବିଶେଷ କରି କଟକ ଢେଙ୍କାନାଳ ଯାଜପୁର କେନ୍ଦୁଝର ମୟୁରଭଞ୍ଜ ବରଗଡ଼ ସମ୍ବଲପୁର ନୂଆପଡା ପୁରୀ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ଯାଇଛି ତେବେ ଗତ କଲି ଦକ୍ଷିଣ ଉପକୂଳ ଓଡିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ସ୍ପଷ୍ଟ ଚିହ୍ନଟ ହୋଇଛି |

ଆଜି ଉତର ଓଡିଶା ଓ ସଂଲଗ୍ନ ଅଞ୍ଚଳ ଉପେର ଲଘୁଚାପ ଉପରେ ରହିଛି ତେବେ ଏହା ସହିତ ଜଡିତ ଘୁନି ବଳୟ ସମୁଦ୍ର ପତନ ଠାରୁ 7ଦଶମିକ 6କିଲୋ ମିଟର ଉଚତାରେ ରହିଛି ଏହା ଦକ୍ଷିଣ ପଶ୍ଟିମ ଆଡକୁ ଢାଳି ହୋଇ ରହିଛି ପାଣିପାଗ କେନ୍ଦ କହିଛି ଯେ ଆଜି ସୁନ୍ଦରଗଡ଼ ଦେବଗଡ଼ କେନ୍ଧୁଝର ମୟୁରଭଞ୍ଜ ଯାଜପୁର ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାର କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହି ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରିଓ କରାଯାଇଛି |

ଏଥି ସହିତ କେନ୍ଦ୍ରାପଡା ଜଗସିଂପୁର କଟକ ଖୋର୍ଦ୍ଧା ପୁରୀ ଅନୁଗୁଳ ଢେ଼ଙ୍କାନାଳ ସମ୍ୱଲପୁର ଝାରସୁଗୁଡା ବରଗଡ଼ ସୋନପୁର ବୌଦ୍ଧ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଅତି ପ୍ରବଳ ବର୍ଷା ହୋଇ ପାରେ ଏବଂ କିଛି ସ୍ଥାନରେ ବଜ୍ରପାତ ର ଆଶଂଖ ରହିଥିବାରୁ ସତର୍କ ରହିବ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଏଣୁ ଏହି ସବୁ ଜିଲ୍ଲା ଲାଗି କେନ୍ଦ୍ର ସତର୍କ ସୂଚନା ଜଡ଼ି କରାଯାଇଛି |

ସେହିଭଳି ଆସନ୍ତା କାଲି ବରଗଡ଼ ସମ୍ୱଲପୁର ବଲାଙ୍ଗୀରି ସୋନପୁର ବୌଦ୍ଧ ଅନୁଗୁଳ ପୁରୀ ଢେଙ୍କାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇ ପାରେ ଏନି ଏହି ସବୁ ଜିଉଁଳା ଲାଗି ସତର୍କ ସୂଚନା ଜାରି ହୋଇଛି | ଏଥି ସହିତ ବଜ୍ରପାତ ର ବିପତି ରହିଛି ଏହା ପରେ ବର୍ଷା ଧୀରେ ଧୀରେ କମିଲେ ବି ଫୁଣି ପରଠାରୁ ଆଉ ଏକ ଲଘୁଚାପ ଆସିବା ନେଇ ସମ୍ଭାବନ ରହିଛି |

About odisha news

Check Also

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ଏହି ୧୮ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି, ସୂଚନା ଦେଲା ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାର ଲୋକ ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଫୁଣି ଆସୁଛି ବଡ଼ ସୂଚନା 24 ଘଣ୍ଟା ମଧ୍ୟରେ ରାଜ୍ୟର 18 ଜିଲ୍ଲାରେ …

Leave a Reply

Your email address will not be published.