ଦର୍ଶକବନ୍ଧୁ ବିଶ୍ୱାସ ଅନୁସାରେ ଝିଅମାନେ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି ଜ୍ୟୋତିଷ ଆଚାର୍ଯ୍ୟ ଅନୁସାରେ ଝିଅଙ୍କ ଜନ୍ମ ସହ ତାଙ୍କ ଜନ୍ମ ମାସ ମଧ୍ୟ ଖୁବ ଗୁରୁତ୍ୱ ପୂର୍ଣ୍ଣ ଅଟେ ଏଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏମାନେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି ନିଜ ବାପଘର ସହ ନିଜ ଶାଶୂଘର ମଧ୍ୟ ସମୃଦ୍ଧି ର କାରଣ ହୋଇଥାନ୍ତି ଏଇ ଝିଅ ମାନେ ତେବେ ଆସନ୍ତୁ ଜାଣିବା ସେଇ କାମ ଗୁଡା କଣ |
ଜୁନ – ଦର୍ଶକବନ୍ଧୁ ଜୁନ ମାସରେ ଜନ୍ମ ହୋଇଥିବା ଝିଅମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏଇ ମାସରେ ଜନ୍ମ ହୋଇଥିବା ସନ୍ତାନ ଶୁଭ ହୋଇଥାନ୍ତି କିନ୍ତୁ ଏଡି ମାସରେ ଜନ୍ମ ହୋଇଥିବା ଝିଅମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ଏମାନେ ବହୁତ ପରିଶ୍ରମୀ ହେବ ସହ ନିଜ ଲକ୍ଷ୍ମୀ ପ୍ରାପ୍ତ କରିବା ପାଇଁ କିଛି ଭି କରିଥାନ୍ତି |
ଏପ୍ରିଲ – ବନ୍ଧୁଗଣ ଏପ୍ରିଲ ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ମା ଲକ୍ଷ୍ମୀ ସ୍ୱରୂପ ବୋଲି କୁହାଯାଏ ଶାସ୍ତ୍ର ଅନୁସାରେ ଏଇ ମାସ ବହୁତ ଶୁଭ ବୋଲି ମନାଯାଏ ଏଇ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଗ୍ରହ ଚାଲାଣ ଖୁବ ତେଜ ହୋଇଥାଏ ଯାହା ଦ୍ୱାରା ଏମାନଙ୍କ ସହ ପରିବାର ମଧ୍ୟ ଏମିତି ହୋଇଥାଏ |
ସେପ୍ଟେମ୍ବର – ଫ୍ରେଣ୍ଡ୍ସ ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଧନବାନ ହୋଇଥାନ୍ତି ନିଜ ଭାଗ୍ୟ ଯୋଗୁ ସେମାନେ ସବୁ କିଛି ହାସଲ କରି ନିଅନ୍ତି ଏମାନଙ୍କୁ କେବେ ମଧ୍ୟ ନିଜର ଜିନିଷ ଅଭାବ ହୁଏ ନାହିଁ ଏମାନେ ବିବାହ ମଧ୍ୟ ଖୁବ ଧନୀ ଘରେ କରିଥାନ୍ତି |
ଫେବୃଆରୀ – ବନ୍ଧୁଗଣ ଫେବୃଆରୀ ରେ ଜନ୍ମ ହୋଇଥିବା ଝିଅ ମାନେ ତାଙ୍କ ସ୍ଵଭାଵ ଖୁବ ବିନମ୍ର ହେବ ସହ ସେମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ଏମାନଙ୍କୁ ଭଲ ଶାଶୁ ଘର ମିଳିବ ସହ ଏମାନେ ଘରର ସୁଖ ସମୃଦ୍ଧି ର କାରଣ ହୋଇଥାନ୍ତି ଏମାନଙ୍କ ଗ୍ରହ ଚାଳନ ପରିବାର ପ୍ରତି ଖୁବ ଲାଭ ଦାୟକ ହୋଇଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …