Breaking News

ପ୍ରତିଦିନ ସକାଳୁ ଉଠିବା ମାତ୍ରେ ନାରୀ ମାନେ କରନ୍ତୁ ଏହି ୬ କାମ ସବୁ ଦୁଃଖ ଆପେ ଆପେ ହୋଇଯିବ ଠିକ ?

ବନ୍ଧୁଗଣ ସଖାଳୁ ଗୋଟେ ନୂଆ ଦିନ ଆରମ୍ଭ ହୋଇଥାଏ ଯଦି ସଖାଳୁ ଆପଣଙ୍କର କିଛି ଭଲ ହୋଇଥାଏ ତେବେ ବିଶ୍ୱାସ ଅଛି ଦିନ ମଧ୍ୟ ଭଲରେ କଟିଥାଏ ସଖାଳୁ ଉଠିବା ମାତ୍ରେ ସମସ୍ତେ ନିଜ ନିଜ କାମରେ ଲାଗି ପଡନ୍ତି ସମସ୍ତଙ୍କର ନିଜର ଗୋଟିଏ ଗୋଟିଏ ଦୈନଦିନ କର୍ମରେ ଲାଗିଯାଆନ୍ତି ଯଦି ଆପଣ 10 ଜଣଙ୍କୁ ପଚାରିବେ ସମସ୍ତଙ୍କର ଦୈନଦିନ କାମ ଅଲଗା ଥିବ |

ନିଶ୍ଚିତ କିନ୍ତୁ କାହାର ଭି ସମାନ କାମ ନଥିବ କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ସଖାଳୁ ଉଠି କରୁଥିବା କାର୍ଯ୍ୟ ଆପଣଙ୍କ ପାଇଁ ଭଲ ନା ଖରାପ ଠାରେ ଭାବି ଦେଖନ୍ତୁ ଜରୁରୀ ନୁହଁ କି ଆମେ ସଖାଳୁଯାହା କରୁଛେ ସବୁ ଠିକ କାମ ଏମିତି ହୁଏ ସଖାଳୁ ଉଠି ଆମେ କିଛି ଭୁଲ କରି ଦେଉ ଯାହା ଆମେ ଜାଣିନଥାଉ ଏଇ ଭୁଲ ପାଇଁ ଆପଣଙ୍କୁ ଜୀବନ ସାରା ପସ୍ତେଇବାକୁ ପଡିପାରେ ଆପଣ ଜାଣିଛନ୍ତି କି ଦେଖାଯାଏ |

ସାଧାରଣ ମହିଳାମାନଙ୍କୁ ଉପଦେଶ ଦିଆଯାଏ | ଏ କାମ ସେ କାମ ସବୁ କରିବା ପାଇଁ ତେବେ ଆସନ୍ତୁ ଜାଣିବା ମହିଳା ମାନେ କେଉଁ କାମ ସଖାଳୁ କରିବା ନିହାତି ଜରୁରୀ ପ୍ରଥମ କାମ ପାଣି ପିଅନ୍ତୁ ସଖାଳୁ ଉଠି ପାଣି ପିଅନ୍ତୁ ପାଣି ପିଇବା ସମସ୍ତଙ୍କ ପାଇଁ ନିହାତି ଦରକାର ଅତି କମ ରେ ଦିନକୁ 10 ଗ୍ଲାସ ପାଣି ପିଅନ୍ତୁ କିଛି ଲୋକ ସଖାଳୁ ଉଠିବା ମାତ୍ରେ ଚା ପିଇବାର ଅଭ୍ୟାସ ଅଛି ମାତ୍ର ଭୁଲ ଅଟେ |

ପ୍ରଥମେ ପାଣି ପିଅନ୍ତୁ ଦ୍ୱତୀୟ ରେ ଗାଧେଇବା ଏମିତି ଭି ସଖାଳୁ ଗାଧେଇବା ସମସ୍ତଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ପୁରୁଣା ଏ ପରମ୍ପରା ସଖାଳୁ ଗାଧେଇବା ଦ୍ୱରା ମନ ଭଲ ରହିଥାଏ ତୃତୀୟ ରେ ତୁଳସୀ ପୂଜା କରିବା ସଖାଳୁ ଉଠି ତୁଳସୀ ପୂଜା କରିବା ଆବଶ୍ୟକ ଯଦି ଆପଣଙ୍କ ଘରେ ତୁଳସୀ ନଥାଏ ତେବେ ନିଶ୍ଚେ ଲଗାନ୍ତୁ ତୁଳସୀ ଗଛ ଶାସ୍ତ୍ର ହିସାବରେ କେବଳ ରବିବାର ଛାଡି ନାରୀ ମାନଙ୍କୁ ସବୁ ଦିନ ତୁଳସୀ ପୂଜା କରିବା ଉଚିତ |

ଚର୍ତୁଥରେ ଯୋଗ ମହିଳାମାନେ ସଖାଳୁ ଉଠିବା ପରେ କିଛି ସମୟ ପାଇଁ ହେଉ ପଛେ ଯୋଗ କରିବା ଆବଶ୍ୟକ ଏହା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଓ ଆପଣ ନିଜକୁ ସୁସ୍ଥ ମନେ କରନ୍ତି | ସଂଗୀତ କାହାର ଭି ମନ ବଦଳାଇ ଦିଏ ଯଦି ଆପଣ ଚାହାନ୍ତି ଦିନ ଭଲରେ ବିତାଇବା ପାଇଁ ତେବେ ସଖାଳୁ ନିଶ୍ଚେ ନିଜର ପ୍ରିୟ ଗୀତକୁ କିଛି ସମୟ ପାଇଁ ଶୁଣନ୍ତୁ |

About odisha news

Check Also

ଥଣ୍ଡା ଜ୍ୱର କାଶ ବନ୍ଦନାକ ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ Upachara ଥରେ କରନ୍ତୁ ଉପଚାର 1 ଘଣ୍ଟାରେ ଆପଣଙ୍କ ଦେହ ହୋଇଯିବ ଭଲ, ବିଶ୍ୱାସ ହେଉନି ତ ଥରେ କରିକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଜଳ ବାୟୁର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ,କାଶ ବା କମ୍ଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ …

Leave a Reply

Your email address will not be published.